Daily Archives

February 18, 2019

ରାଜନୀତିର ଭିନ୍ନ ରଙ୍ଗ ! ସହିଦ ଯବାନଙ୍କୁ ନେଇ ବୟାନବାଜି, ବିଜେପି-ବିଜେଡି ମୁହାଁମୁହିଁ ।

କନକ ବ୍ୟୁରୋ: ପୁଲୱାମା ସହିଦ ଯବାନଙ୍କୁ ନେଇ ରାଜନୀତି । ବିଜେଡି ନାଁରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ ଆଣିବା ପରେ ବିଜେଡିର କଡ଼ା ଜବାବ । ବିଜେପି ନେତ୍ରୀ ଲେଖାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଆରୋପ ଲଗାଇ କହିଛନ୍ତି ଯେ, ପୁଲୱାମା…

ରାଜଧାନୀରେ ବାଘ ! ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଆତଙ୍କ, ସିସିଟିଭିରେ କଏଦ ହେଲା ଦୃଶ୍ୟ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ବାଘ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବା ସୂଚନା ମିଳିଛି । ପଳାସପଲ୍ଲୀ ଠାରେ ଏକ କଲରାପତରିଆ ବାଘର ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି…

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଚମକିଲେ ଓଡିଆ ଝିଅ ରିମା ! ଇଂଲଣ୍ଡ ବିପକ୍ଷରେ ଦେଖାଇଲେ ଦମ୍ ।

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଚମକିଲେ ଓଡିଆ ଝିଅ । ରାଉରକେଲାର ଝିଅ ରିମା ଲକ୍ଷ୍ମୀ ଏକ୍କା ମହିଳା କ୍ରିକେଟରେ ଜଲୱା ଦେଖାଇବା ସହ ଓଡିଶାର ନାଁକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପରିଚିତ କରାଇଛନ୍ତି । ଭାରତୀୟ ଦଳରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଦୀର୍ଘଦିନ ଧରି କେହି ଓଡିଆ…

ଆରମ୍ଭ ହେଲା କାଉଣ୍ଟଡାଉନ୍ ! ଆଜିଠୁ ଠିକ୍ ୧୦୦ ଦିନ ପରେ ଆରମ୍ଭ ହେବ ବିଶ୍ୱକପ ଲଢେଇ, ପ୍ରସ୍ତୁତିରେ ଲାଗିପଡିଛନ୍ତି…

କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଆଜିଠୁ ଠିକ୍ ୧୦୦ ଦିନ ପରେ ଆରମ୍ଭ ହେବ କ୍ରିକେଟ ଜଗତର ସବୁଠାରୁ ବଡ ଲଢେଇ । ୨୦୧୯ ବିଶ୍ୱକପ ପାଇଁ ଆଉ ମାତ୍ର ୧୦୦ ଦିନ ବାକି ରହିଛି । ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ ଆସନ୍ତା ମେ ମାସରେ ଇଂଲଣ୍ଡ…

ବୈତରଣୀକୁ ଭରସା ବାଉଁଶ ପୋଲ ! ଭଦ୍ରକରୁ ଯାଜପୁର ଯିବାପାଇଁ ଅସ୍ଥାୟୀ ବାଉଁଶ ପୋଲ ସାଜିଛି ସଂପର୍କର ସେତୁ

କନକ ବ୍ୟୁରୋ : ନଦୀ ପାର ହେବା ପାଇଁ ନାହିଁ ସ୍ଥାୟୀ ପୋଲ । ବର୍ଷ ବର୍ଷ ଧରି ବିପଦସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗାଁଲୋକ । ପ୍ରଥମେ ଡଙ୍ଗା ଯୋଗେ ନଦୀ ପାର ହେଉଥିଲେ । ଏବେ ନିଜ ଉଦ୍ୟମରେ ତିଆରି କରିଛନ୍ତି ବାଉଁଶ ପୋଲ । ଯାଜପୁର ଓ ଭଦ୍ରକ ଜିଲାର ସୀମାନ୍ତରେ ଥିବା ଦତ୍ତପୁର-ବେତାଳି…

ପୁଲୱାମା ଆକ୍ରମଣ : ସହିଦଙ୍କ ପରିବାରକୁ ୫ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ଖିଲାଡ଼ି ତାରକା ଅକ୍ଷୟ କୁମାର

ଜମ୍ମୁକଶ୍ମୀର ପୁଲୱାମାରେ ସିଆରପିଏଫଙ୍କ ଉପରେ ହୋଇଥିବା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବାପରେ ପୁରା ଦେଶ ତଥା ପୁରା ବଲିଉଡ଼ ମଧ୍ୟ ସ୍ତବ୍ଧ ଓ କ୍ରୋଧାନ୍ୱିତ । ଖିଲାଡ଼ି ତାରକା ଅକ୍ଷୟ କୁମାର ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏପରି ଘଟଣାକୁ କାପୁରୁଷପଣିଆ ବୋଲି କହିଛନ୍ତି । ସବୁବେଳେ ଦେଶର…