Daily Archives

February 18, 2019

ସମ୍ବଲପୁର ଚାଷୀଙ୍କ ଟମାଟୋ ଦୁଃଖ ! ଦିନକୁ ଦିନ ଖସୁଛି ଦର, ଅଭାବୀ ବିକ୍ରିକୁ ଦାଉ ସାଧିଲା ଅଦିନିଆ ବର୍ଷା ।

କନକ ବ୍ୟୁରୋ : ଦିନକୁ ଦିନ ଖସୁଛି ଟମାଟୋ ଦର । ସମ୍ବଲପୁରରେ ଟମାଟୋ କିଲୋ ପିଛା ଅଢେଇ ଟଙ୍କାରେ ବି କିଣିବାକୁ ରାଜି ହେଉନାହାନ୍ତି ବେପାରୀ । ଦଶ ଦିନ ତଳେ କିଲୋକୁ ୧୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ୨ କିଲୋକୁ ୫ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ଅଭାବୀ ବିକ୍ରି ସାଙ୍ଗକୁ ଦାଉ…

ଭଞ୍ଜନଗରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ପିଏମ-କିଷାନ ଯୋଜନାକୁ କଲେ…

କନକ ବ୍ୟୁରୋ: ପିଏମ କିଷାନ ଯୋଜନାକୁ ନେଇ ନବୀନଙ୍କ ସମାଲୋଚନା । ପିଏମ-କିଷାନ ଯୋଜନାରେ ନାହିଁ ଚାଷୀଙ୍କ ପାଇଁ ବିଶେଷ ସୁବିଧା । କାରଣ ପିଏମ-କିଷାନ ଯୋଜନାରେ କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀଙ୍କୁ ସାମିଲ କରାଯାଇ ନାହିଁ । ସେହିଭଳି ‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି ବୋଲି କହିଛନ୍ତି ନବୀନ ।…

କଟକ ଷ୍ଟେସନର ନବୀକରଣ ! ନୂଆ ରୂପ ଆଉ ନୂଆ ରଙ୍ଗରେ ରଙ୍ଗୀନ ପ୍ଲାଟଫର୍ମ, ଦିନରେ ସୁନ୍ଦର ଚିତ୍ର ଆଉ ରାତିରେ ଝଲସୁଛି…

କନକ ବ୍ୟୁରୋ : ନୂଆ ରୂପରେ କଟକ ରେଳ ଷ୍ଟେସନ । ଦିନରେ ରଙ୍ଗୀନ ଚିତ୍ର ଯାତ୍ରୀଙ୍କ ମନ ଜିଣୁଥିବା ବେଳେ  ରାତିରେ ଝିଲମିଲ ଏଲଇଡି ଲାଇଟରେ ଝଲସୁଛି ଷ୍ଟେସନ । ଦୀର୍ଘ ଦିନ ପରେ କଟକ ରେଳ ଷ୍ଟେସନର ନବୀକରଣ କରାଯାଉଛି । କେତେକ ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିବା ଆଉ କିଛି କାମ ଜାରି ରହିଛି ।…

‘ଟେରର ୬୦’ ର ମୂଳପୋଛ କରିବ ଭାରତୀୟ ସେନା ! ଭୟରେ ଲଂଚ ପ୍ୟାଡ଼ରୁ ଆତଙ୍କବାଦୀଙ୍କୁ ସ୍ଥାନାନ୍ତର କଲା ପାକିସ୍ତାନ

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ଦେଶର ସାଧାରଣ ଜନତା ଯେତିକି ପ୍ରତଶୋଧ ପରାୟଣ ହୋଇଉଠିଛନ୍ତି, ତା’ଠାରୁ ଢ଼େର ଗୁଣା ଅଧିକ ପ୍ରତିଶୋଧ ପରାୟଣ ହୋଇ ଉଠିଛି ଭାରତୀୟ ସେନା । ପୁଲୱାମା ଆକ୍ରମଣରେ ୪୦ ଯବାନଙ୍କୁ ହରାଇବା ପରେ ସେନା ପ୍ରତିଶୋଧ ନେବା ଆରମ୍ଭ କରିଦେଇଛି । ଆଜି ଜୈଶ-ଇ ମହମ୍ମଦର…

କଂଗ୍ରେସ କମିଙ୍ଗ୍ ! ପିସିସି ସଭାପତିଙ୍କ ଦମ୍ଭୋକ୍ତି, ରାଜ୍ୟରେ ସରକାର ଗଢ଼ିବ କଂଗ୍ରେସ ।

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୨ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ହାଇମାଣ୍ଡ ରାଜ୍ୟର ଗୋଟିଏ ସ୍ଥାନରେ ଜନ ସମାବେଶ କରିବା ନେଇ ଆପାତତଃ ସ୍ଥିର ହୋଇଛି । ବରଗଡ଼ କିମ୍ବା ଜୟପୁରରେ  ସମାବେଶ ହୋଇପାରେ ବୋଲି କହିଛନ୍ତି ପିସିସି ସଭାପତି…

ମଣ୍ଡିରେ ଧାନ କିଣା ସମୟ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଚାଷୀ ଧାନ ବିକିବା ପର୍ଯ୍ୟନ୍ତ ଚାଲୁ ରହିବ ଧାନ କିଣା । 

କନକ ବ୍ୟୁରୋ: ମଣ୍ଡିରେ ଚାଲୁ ରହିବ ଧାନ କିଣା । ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ ଭି.ଭି ଯାଦବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃୟାରୀ ୨୮ ପରେ ମଣ୍ଡିରୁ ଧାନ କିଣା ବନ୍ଦ କରିବା ନେଇ ନିଷ୍ପତି ହୋଇଥିଲା । କିନ୍ତୁ ଏବେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ…