Daily Archives

February 8, 2019

ଜାରି ରହିଛି ରାଫେଲ ରଣ । ଆଉ ଏକ ଅଭଯୋଗ ଆଣିଲେ ରାହୁଲ୍ । କହିଲେ, ପ୍ରତିରକ୍ଷା ମନ୍ତ୍ରାଳୟ ଡିଲ କରୁଥିବା ବେଳେ…

କନକ ବ୍ୟୁରୋ: ସଂସଦରେ ରାଫେଲକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀଙ୍କ ଉପରେ ବର୍ଷିବା ପରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଫିସକୁ, ପ୍ରତିରକ୍ଷା ମନ୍ତ୍ରାଳୟ ଲେଖିଥିବା ଏକ ଚିଠି ଦେଖାଇ, ମୋଦିଙ୍କୁ…

ହିମାଳୟର ରହସ୍ୟ ସ୍ଥାନ ! ଯେତେ ଦିନ ଜଣେ ସିଦ୍ଧପୁରୁଷ ଏହି ସ୍ଥାନରେ ରୁହେ ଅମରତ୍ୱର ବରଦାନ ପାଇ ରୁହେ ।

ହିମାଳୟ ଏଭଳି ଏକ ରହସ୍ୟମୟୀ ସ୍ଥାନ ଯେଉଁଠାରେ ଏବେ ମଧ୍ୟ ଅନେକ ରହସ୍ୟ କଏଦ୍ ହୋଇ ରହିଛି । ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଏହି ସ୍ଥାନର ରହସ୍ୟକୁ ଉନ୍ମୋଚନ କରିବାକୁ କେହି ଭାବି ମଧ୍ୟ ପାରୁନାହାନ୍ତି । ତେବେ ଏହି ସବୁ ରହସ୍ୟ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ବିଷୟରେ କହିବାକୁ…

ବଦଳିଲା ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତର ଠିକଣା ! ବଲାଙ୍ଗୀର ଜିଲ୍ଲା କାରାଗାରରେ ରହିବେ ପୁଞ୍ଜିଲାଲ

କନକ ବ୍ୟୁରୋ : ବଦଳିଲା ପାଟଣାଗଡ ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ଠିକଣା । ପୁଞ୍ଜିଲାଲ ମେହେରକୁ ପାଟଣାଗଡ ସବ୍ଜେଲରୁ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି । ଆଜିଠୁ ବଲାଙ୍ଗୀର ଜିଲ୍ଲା କାରଗାରରେ ରହିବ ପୁଞ୍ଜିଲାଲ । ଜେଲରେ ପୁଞ୍ଜିଲାଲ ଗଣ୍ଡଗୋଳ କରିବା ପରେ…

ଅଚଳ ହୋଇପଡିରହିଛି ଅତ୍ୟାଧୁନିକ ଫିଲଟର ! ଆନନ୍ଦ ବଜାରରେ ପିଇବା ପାଣି ପାଇଁ ଭକ୍ତ ହେଉଛନ୍ତି ଡହଳବିକଳ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆନନ୍ଦବଜାର ଭଳି ସ୍ଥାନରେ ଭକ୍ତମାନେ ପିଇବା ପାଣି ପାଇଁ କଲବଲ ହେଉଛନ୍ତି। ମହାପ୍ରସାଦ ସେବନ ପରେ ପିଇବା ପାଣି ପାଉନଥିବାରୁ ଭକ୍ତମାନେ ହାତଧୁଆ ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରୁଛନ୍ତି। ଏହା ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ଦର୍ଶାଉଥିବା…

ପାରାଦୀପରେ ୩୫ତମ ପୁଷ୍ପ ପ୍ରଦର୍ଶନୀ : ଫୁଲ ଓ ପନିପରିବା ଚାଷୀଙ୍କୁ ଉତ୍ସାହିତ କରିବା ସହ ପ୍ଲାଷ୍ଟିକ୍ ଫୁଲକୁ ବର୍ଜନ…

କନକ ବ୍ୟୁରୋ : ପାରାଦୀପରେ ଦେଖିବାକୁ ମିଳିଛି ଫୁଲର ପସରା । ରଙ୍ଗବେରଙ୍ଗର ଫୁଲ ଦେଖଣାହାରୀଙ୍କୁ ଆକୃଷ୍ଟ କରିଛି । ପାରାଦୀପରେ ଆୟୋଜିତ ୩୫ତମ ପୁଷ୍ପ ପ୍ରଦର୍ଶନୀରେ ପାରାଦୀପ ବନ୍ଦର ତଥା ବିଭିନ୍ନ କମ୍ପାନୀ ଅଧିକାରୀ ଓ କର୍ମଚାରୀ ମାନଙ୍କର ବଗିଚାର ଫୁଲ ଓ ପନିପରିବା ସ୍ଥାନ ପାଇଛି । ଏଥିରେ…

ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ! କଲେଜରେ ନାହିଁ ଛାତ୍ରୀ ନିବାସ, ଭଡା ଘର ନେଇ ଖର୍ଚ୍ଚାନ୍ତ ହେଉଛନ୍ତି…

କନକ ବ୍ୟୁରୋ: ଜଗତସିଂହପୁର ବରିଡି ବ୍ଲକରେ ଥିବା ଅଳକା ମହାବିଦ୍ୟାଳୟରେ ନାହିଁ ଛାତ୍ରୀ ନିବାସ  । ଏହି ମହାବିଦ୍ୟାଳୟରେ ଶତକଡା ୭୦ ପ୍ରତିଶତ ଛାତ୍ରୀ ପାଠ ପଢୁଥିବା ବେଳେ ଛାତ୍ରୀ ନିବାସ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି  । ଏହି ମହାବିଦ୍ୟାଳୟର ପାଚେରୀ ନ ଥିବାରୁ ଛାତ୍ର ଛାତ୍ରୀ ମାନେ…