Daily Archives

October 28, 2018

ଆସନ୍ତାକାଲି ଚତୁର୍ଥ ଦିନିକିଆ ! ମୁମ୍ବାଇରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ୍, ସିରିଜ୍ ହାତେଇବା ଲକ୍ଷ୍ୟରେ ଉଭୟ…

ଆସନ୍ତାକାଲି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଚତୁର୍ଥ ଦିନିକିଆ । ଟିମ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲା ସୋମବାର ଅପରାହ୍ନ ୧ଟା ୩୦ରେ ହେବ । ମୁମ୍ବାଇର ବ୍ରୋବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଟିମ୍ ପାଇଁ…

ଭିଟାମାଟିରେ ସହିଦ ଯବାନ ବ୍ରଜମୋହନ ! ଭୁବନେଶ୍ୱର ବିମାନ ବନ୍ଦରରେ ଗାର୍ଡ ଅଫ ଅନର, ପୈତୃକ ଗାଁ କେନ୍ଦୁଝରରେ ପହଞ୍ଚିଲା…

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଁଚିଲା ବୀର ବ୍ରଜମୋହନଙ୍କ ମରଶରୀର । ମାଲକାନଗିରି ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ୍ ହୋଇଥିବା ଓଡିଆ ଯବାନ ବ୍ରଜମୋହନ ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛି । ସେଠାରେ ସହିଦଙ୍କୁ ଶେଷ ସମ୍ମାନ ଦିଆଯାଇଛି । ସହିଦ୍…

ଦେଶରେ ସବୁଠୁ ଅଧିକ ହାତୀ ଓଡିଶାରେ ମରିଛନ୍ତି । ୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ମଲେଣି ୪୯ ହାତୀ, ଅନ୍ୟପଟେ ହାତୀ…

କନକ ବ୍ୟୁରୋ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ପ୍ରାଣ ହରାଇବା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇସାରିଛି । ସେପଟେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ, ରାଜ୍ୟରେ ୧୪ଟି ହାତୀ କରିଡର ଚିହ୍ନଟ କରିଥିବା ବେଳେ ରାଜ୍ୟ ସରକାର ଏହି କରିଡରକୁ ହାତୀ କରିଡର ବୋଲି ନୋଟିଫାଏ କରିନାହାନ୍ତି…

ମନ୍ କି ବାତରେ ମୋଦି କହିଲେ ହକି କଥା ! ବିଶ୍ୱକପର ସଫଳତା କାମନା କରିବା ସହ କହିଲେ, ଓଡ଼ିଶାର ସଂସ୍କୃତି ମହାନ୍ ।

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ବିଶ୍ୱକପ୍ ପାଇଁ ଆଉ ଦିନ କେଇଟା ବାକି ରହିଯାଇଥିବା ବେଳେ ଏନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ସେପଟେ ମନ୍ କି ବାତରେ ହକି ବିଶ୍ୱକପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ରେଡିଓ କାର୍ଯ୍ୟକ୍ରମ ମନ୍ କି…

ତିନି ଦିନ ଧରି ବର୍ଷିବ, ଲଘୁଚାପ ପ୍ରଭାବରେ ଭିଜିବ ଉପକୂଳର ୮ଟି ଜିଲ୍ଲା! କଣ କରିବେ ଚାଷୀ, ପ୍ରତିକାର ସହ ସର୍ତକ…

କନକ ବ୍ୟୁରୋ : ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ ଏବଂ ଏହାର ପ୍ରଭାବରେ ଆସନ୍ତା ତିନି ଦିନ ଧରି ଭିଜିବ ଉପକୂଳ ଓଡିଶା । ଏପରି ପୂର୍ବାନୁମାନ କରିଛି ପାଣିପାଗ ଗବେଷଣା କେନ୍ଦ୍ର । ଆଜି ରାତିରୁ ବର୍ଷା ଆରମ୍ଭ ହୋଇ ଆସନ୍ତାକାଲି ୮ଟି ଉପକୂଳବର୍ତୀ ଜିଲ୍ଲାରେ ବର୍ଷା ହେବା ଆକଳନ କରାଯାଇଛି ।…