Daily Archives

October 28, 2018

ଜଙ୍ଗଲରେ ବି ସୁରକ୍ଷିତ ନୁହେଁ ବାଘ, ଦେବ୍ରିଗଡ଼ରେ ମହାବଳର ଶିକାର, ମିଳିଲା ବାଘର ଗଳିତ ମୃତଦେହ ! ଚମଡ଼ା, ନଖ, ଦାନ୍ତ…

କନକ ବ୍ୟୁରୋ : ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟରେ ଦେଢ ମାସ ତଳେ ଠାବ ହୋଇଥିବା ମହାବଳ ବାଘକୁ ମାରିଦେଇଛନ୍ତି ଶିକାରୀ । ବାଘକୁ ମାରି ଶିକାରୀ ତାର ଦାନ୍ତ, ନଖ ଓ ଚମଡା ନେଇଯାଇଛନ୍ତି । ପରେ ମହାବଳକୁ ମାଟିରେ ପୋତି ଦିଆଯାଇଛି । ପ୍ରାୟ ଏକ ସପ୍ତାହ ତଳେ ମହାବଳକୁ ଶୀକାର କରାଯାଇଥିବା ନେଇ…

କୋର୍ଟ ବନ୍ଦ, ଜାମିନ ନ ମିଳିବାରୁ କାରାଗାରରେ କଲବଲ ହେଉଛନ୍ତି କଏଦୀ । ଜେଲ ଭିତରେ କିଭଳି ଦୟନୀୟ ଜୀବନ ବିତାଉଛନ୍ତି…

କନକ ବ୍ୟୁରୋ : ଓକିଲଙ୍କ ଦୁଇମାସର ଆନ୍ଦୋଳନରେ ଛଟପଟ ହେଉଛନ୍ତି କଏଦୀ । କାରାଗାରରେ ରହିବାକୁ ଜାଗା ନାହିଁ । ଯେତିକି ରହିବା କଥା, ତାଠାରୁ ତିନି ଗୁଣ ହେଲେଣି । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜାମିନ୍ ହୋଇପାରୁନି, ଯାହା ଫଳରେ ଜେଲ ହିଁ ପାଲଟିଛି ବିଚାରଧିନ ଶହ ଶହ କଏଦୀଙ୍କ ଠିକଣା । ଆଉ ଏସବୁ…

ବିଶ୍ୱକପ୍ ପୂର୍ବରୁ ଭାରତ ଖେଳିବ ମାତ୍ର ୧୫ଟି ଦିନିକିଆ ! ଏଭଳି ପ୍ରଦର୍ଶନ କଲେ କେମିତି ଚାମ୍ପିୟନ୍ ହେବ ଟିମ୍ ଇଣ୍ଡିଆ…

ଆଉ ମାତ୍ର ୬ ମାସ ପରେ ଇଂଲଣ୍ଡ ଠାରେ କ୍ରିକେଟ ବିଶ୍ୱକପ୍ ୨୦୧୯ ଆରମ୍ଭ ହେବ । କ୍ରିକେଟ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତ ୧୫ଟି ଦିନିକିଆ ମ୍ୟାଚ ଖେଳିବ । ମାତ୍ର ଭାରତୀୟ ଟିମ୍ ଯେଭଳି ଭାବରେ ପ୍ରଦର୍ଶନ କରୁଛି, ଆଗାମୀ ବିଶ୍ୱକପରେ ଚାମ୍ପିଅନ୍ ହେବା ଭଳି ଲାଗୁନାହିଁ । ଏହାର ଜ୍ୱଳନ୍ତ…

ବର୍ଷାରେ ଫସଲ କିଭଳି ରଖିବେ ସୁରକ୍ଷିତ ! ଚାଷୀ ଭାଇଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ।

କନକ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉପୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନେଇ ଚାଷୀ ଭାଇମାନଙ୍କୁ ଓୟୁଏଟିର ପରାମର୍ଶ। କେଉଁଭଳି ବର୍ଷା ଦାଉରୁ ପ୍ରଭାବିତ…

ଚୀନର ଅନ୍ତରୀକ୍ଷ ଅଭିଯାନକୁ ଲାଗିଲା ଝଟକା ! ପ୍ରଥମ ରକେଟ୍ ପରୀକ୍ଷଣ ହେଲା ବିଫଳ ।

ଚୀନର ଏକ ପ୍ରାଇଭେଟ୍ କମ୍ପାନୀ ଲ୍ୟାଣ୍ଡସ୍କେପର ଅନ୍ତରୀକ୍ଷକୁ ରକେଟ୍ ପଠାଇବାର ସ୍ୱପ୍ନ ସାକାର ହୋଇପାରିନାହିଁ । କମ୍ପାନୀର ପ୍ରଥମ ରକେଟ୍ ଜେଡକ୍ୟୁ-୧ ଶନିବାର ଦିନ ନିଜର ପ୍ରଥମ ପରୀକ୍ଷଣରେ ବିଫଳ ହୋଇଛି । ବେଜିଂ ସ୍ଥିତ ଏହି ଲ୍ୟାଣ୍ଡସ୍କେପ୍ କମ୍ପାନୀର କହିବା ଅନୁଯାୟୀ, ଉଡାଣ ପରୀକ୍ଷଣ…

ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ୍ ୟୁନିଟର ହେବ ଉନ୍ମୋଚନ । ଜାଣନ୍ତୁ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ…

୩୧ ଅକ୍ଟୋବରରେ ପୂରା ଦେଶ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛି । କିନ୍ତୁ ଚଳିତଥର ପାଳିତ ହେବାକୁ ଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଦେଶବାସୀଙ୍କ ପାଇଁ ଟିକିଏ ଖାସ । କାରଣ ଏହି ଦିନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ…