Daily Archives

October 27, 2018

ଆସନ୍ତା ଅକ୍ଟୋବର ୩୦ରେ ଭାରତ ବନ୍ଦ ! ଜାତିଭିତ୍ତିକ ଆଇନ ପ୍ରତ୍ୟାହାର ଦାବିରେ ଓବିସି ଓ ସାଧାରଣ ବର୍ଗ ସମୂହର ବନ୍ଦ…

କନକ ବ୍ୟୁରୋ : ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ପୁଣି ଥରେ ଆସନ୍ତା ଅକ୍ଟୋବର ୩୦ ତାରିଖ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ, ଯେ କୌଣସି ବଡ ରାଜନୈତିକ ଦଳ କିମ୍ବା…

ଛତିଶଗଡରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଯବାନଙ୍କ ବୁଲେଟପ୍ରୁଫ୍ ଗାଡି ଉଡାଇଲେ ନକ୍ସଲ । ସହିଦ ୫ ଯବାନଙ୍କ ମଧ୍ୟରେ ଜଣେ…

କନକ ବ୍ୟୁରୋ :  ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଠାରେ ବଡ ଧରଣର ମାଓ ହମଲା । ନକ୍ସଲ ମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷାକର୍ମୀ ଯାଉଥିବା ଏକ ବୁଲେଟପ୍ରୁଫ୍ ଗାଡିକୁ ଉଡାଇ ଦେଇଛନ୍ତି । ଏହି ଘଟଣାରେ ୫ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା…

ହାଇକୋର୍ଟର ବଡ଼ ନିଷ୍ପତି ! ଜେଲରେ ଖୋଲିବ କ୍ୟାମ୍ପ କୋର୍ଟ, ଅଭିଯୁକ୍ତଙ୍କ ଜାମିନ ଆବେଦନର ହେବ ଶୁଣାଣି ।

କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ରାଜ୍ୟର ବିଭିନ୍ନ ଉପକାରାଗାରରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ଆଜି ହାଇକୋର୍ଟ ଏକ ବଡ ନିଷ୍ପତି ଶୁଣାଇଛନ୍ତି । ଜେଲରେ ହେବ ବିଚାର । ଜେଲ ପରିସରରେ କ୍ୟାମ୍ପ କୋର୍ଟ ଖୋଲିବା ପାଇଁ…

ମା’ ନା ରାକ୍ଷସୀ ! ନିଜର ଗୋଟିଏ ମାସର କୁନି ପୁଅ କାନ୍ଦୁଥିଲା ବୋଲି ଚୁପ୍ କରିବାକୁ ପାଣି କୁଣ୍ଡରେ ବୁଡାଇ ହତ୍ୟା କଲା…

ଦୁନିଆରେ ସୁବଠୁ ଉତ୍ତମ ସର୍ମ୍ପକ ମା ଓ ସନ୍ତାନ ମଧ୍ୟରେ ରହିଥାଏ । ଏହି ସମ୍ପର୍କରେ ଅନାବିଳ ସ୍ନେହ ଓ ମମତା ଭରି ରହିଥାଏ। କିନ୍ତୁ ଆମେରିକାରେ ଜଣେ ମା’ ଏମିତି ଏକ କାଣ୍ଡ ଘଟାଇଛି ଯାହାକୁ ଶୁଣି ଆପଣ କହିବେ ଏତେ ନିର୍ଦ୍ଦୟ ବି ହୋଇପାରେ ମା’। ଆମେରିକାରେ ବସବାସ କରୁଥିବା ୧୯ବର୍ଷର ମା’ ନିଜର…

ଆଇପିଏସ ପୁଅକୁ କନେଷ୍ଟବଳ ବାପା : ଘରେ ବାପାଙ୍କ ପାଦ ଛୁଅନ୍ତି ପୁଅ, ଅଫିସରେ ପୁଅକୁ ସାଲ୍ୟୁଟ କରିବେ ବାପା !

ପୁଅ ଘରେ ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ବି ଡ୍ୟୁଟି ସମୟରେ ବାପା ପୁଅକୁ ‘ଜୟ ହିନ୍ଦ ସାର’ କହିବେ । ପ୍ରକୃତରେ ଲଖନଉର ବିଭୁତିଖଣ୍ଡ ଥାନାରେ ନିଯୁକ୍ତ କନେଷ୍ଟବଳ ଜନାର୍ଦନ ସିଂହଙ୍କ ପୁଅ ଆଇପିଏସ୍ ହୋଇସାରିଛନ୍ତି । ଲଖନଉ ଜିଲ୍ଲାରେ ହିଁ ତାଙ୍କ ପୁଅକୁ ପୋଷ୍ଟିଙ୍ଗ ମିଳିଛି । ଏମିତିରେ…

କାହିଁକି ବନ୍ଦ ହେବ ହାଇକୋର୍ଟ ? ସାରା ଓଡ଼ିଶାରୁ ଉଠିଲା ସ୍ୱର ! ଓକିଲ ଆନ୍ଦୋଳନରେ ଫାଟ, ଇସ୍ତଫା ଦେଲେ ବାର ଆସୋସିଏସନ୍…

କନକ ବ୍ୟୁରୋ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଭିନ୍ନ ମୋଡ ନେଇଛି । ଦୁଇ ମାସ ଧରି କୋର୍ଟ କାର୍ଯ୍ୟ ଠପ୍ କରିଦେବା ପରେ ଦୁଇ ଫାଳ ହୋଇଯାଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଆନ୍ଦୋଳନରୁ ଓହରି ଦିନେ ଦୁଇ ଦିନ ଭିତରେ କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତି ନେଇଛି ବିଜେଡି ଲିଗାଲ୍ ସେଲ…