Daily Archives

October 21, 2018

ଗୌହାଟିରେ ବିରାଟ ଓ ରୋହିତଙ୍କ କମାଲ ! ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ, ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ମାତ ଦେଲା…

କନକ ବ୍ୟୁରୋ : ଗୌହାଟି ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଜବରଦସ୍ତ ଶତକ ବଳରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଦଳ ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇବା ସହ ବିଜୟରୁ ନିଜ ଦିନିକିଆ ଅଭିଯାନ ଆରମ୍ଭ କରିଛି । ଏହା ସହ ସିରିଜରେ…

ଆଜାଦ୍ ହିନ୍ଦ ସରକାରକୁ ୭୫ ବର୍ଷ ! ସେପଟେ ଇତିହାସରେ ପ୍ରଥମ ଘଟଣା, ଲାଲକିଲ୍ଲାରେ ଗୋଟିଏ ବର୍ଷରେ ଦୁଇ ଦୁଇ ଥର…

କନକ ବ୍ୟୁରୋ : ଇତିହାସରେ ପ୍ରଥମ । ଗୋଟିଏ ବର୍ଷରେ ଦୁଇ ଦୁଇ ଥର ଲାଲକିଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ । ଆଜାଦ ହିନ୍ଦ ସରକାରକୁ ୭୫ ବର୍ଷ ପୁରିଥିବା ବେଳେ ମହାଆଡମ୍ବରରେ ପାଳନ କରିଛନ୍ତି ମୋଦି ସରକାର । ସ୍ୱାଧୀନତା ସଂଗ୍ରାମରେ ସୁବାସ ବୋଷଙ୍କ ଅବଦାନକୁ ମନେ ପକାଇଛନ୍ତି ।…

ଫୁଟିଲା ଗୁଳି ଚାଲିଗଲା ବାଘୁଣୀ ! ଜଣଙ୍କୁ ମାରିବା ପରେ ଶିକାରକୁ ଛକି ରହିଥିଲା ସୁନ୍ଦରୀ, ହାବୁଡରେ ପଡ଼ିଗଲେ ପୋଲିସ,…

କନକ ବ୍ୟୁରୋ : ରକ୍ତମୁଖା ବାଘୁଣୀ ପୁଣି କରିଛି ମଣିଷ ଶିକାର । ସାତକୋଶିଆ ଟାଇଁସି ଗାଁରେ ଜଣେ ବୃଦ୍ଧଙ୍କୁ ସୁନ୍ଦରୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଘଟଣା ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି କରିଛି । ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ସ୍ଥାନୀୟ ଲୋକ । ସେପଟେ ବାଘୁଣୀ…

ଦାମଙ୍କ ସଭାମଂଚରେ ବୈଜୟନ୍ତଙ୍କୁ ନେଇ ପ୍ରଶ୍ନ ! ୮ଶହ କୋଟିର ବକେୟା ବିଜୁଳି ବିଲ୍ ନେଇ ଜବାବ୍ ମାଗିଲେ ଜନତା, ରାଗିଗଲେ…

କନକ ବ୍ୟୁରୋ : ଦାମଙ୍କ ସଭାରେ ବୈଜୟନ୍ତଙ୍କ ବିଜୁଳି ବିଲକୁ ନେଇ ଜନତାଙ୍କ ପ୍ରଶ୍ନ । ବାରିପଦାରେ ଦୁର୍ନୀତି ବିରୋଧୀ ମହାସଂଗ୍ରାମ କାର୍ଯ୍ୟକ୍ରମରେ ଯୋଗ ଦେଇ ହଟହଟା ହେଲେ ଦାମ । ବିଜେଡି ବିରୋଧରେ ଲଢିବାକୁ ଦାମ-ବୈଜୟନ୍ତ ଏକାଠି ହେଉଥିବା ନେଇ ଚର୍ଚ୍ଚା ଭିତରେ ଏଭଳି ରୋଚକ ଘଟଣା ସାମ୍ନାକୁ…

ଚନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଖସିଲା ଏକ ଦୁର୍ଲଭ ପଥର ! ୪.୫ କୋଟି ଟଙ୍କାରେ ହେଲା ନିଲାମ ।

ଚନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଖସିଲା ଏକ ଦୁର୍ଲଭ ପିଣ୍ଡ । ବିଭିନ୍ନ ସମୟରେ ଆକାଶରୁ ପୃଥିବୀ ପୃଷ୍ଠକୁ ଉଲକା ପିଣ୍ଡ ଖସିଥିବା ଦେଖିବାକୁ ଏବଂ ଶୁଣିବାକୁ ମଧ୍ୟ ମିଳିଛି । ବେଳେ ବେଳେ ଆକାଶରୁ ଖସିଥିବା ଉଲକାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଅନେକ ପରୀକ୍ଷା ନିରୀକ୍ଷା କରିବା ସହ ସେଗୁଡିକୁ…

ଦୁର୍ଘଟଣା ପରେ ରଣକ୍ଷେତ୍ର ପାଲଟିଲା ଅମୃତସର ! ବିକ୍ଷୋଭ ବେଳେ ପୁଲିସର ବଳ ପ୍ରଯୋଗ, ଲାଠିଚାର୍ଜର ଜବାବ ପଥର ମାଡ଼ରେ…

କନକ ବ୍ୟୁରୋ : ଅମୃତସର ରେଳ ଦୁର୍ଘଟଣାରେ ୬୦ ଜଣଙ୍କ ଜୀବନ ଯିବା ପରଠାରୁ ରେଳ ଧାରଣା ଉପରେ ବସି ରହିଥିଲେ ସ୍ଥାନୀୟ ବାସିନ୍ଦା । ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଟ୍ରେନ୍ ଡ୍ରାଇଭରଙ୍କ ବିରୋଧରେ କଠୋର ଶାସ୍ତି ଦାବି କରୁଥିଲେ । ଫଳରେ ଦୁଇ ଦିନ ହେଲା ଟ୍ରେନ୍ ସେବା ଠପ୍ ହୋଇଯାଇଥିଲା । ଆଜି…