Daily Archives

October 21, 2018

ତେଲ ବଜାରରେ ରେକର୍ଡ ! ଇତିହାସରେ ପ୍ରଥମ ଥର ପେଟ୍ରୋଲକୁ ଟପିଗଲା ଡିଜେଲ, ଦର ବୃଦ୍ଧିକୁ ନେଇ ବିଜେଡି-ବିଜେପି ଦୋଷ…

କନକ ବ୍ୟୁରୋ : ଆପଣ ଗାଡ଼ି କିଣିଲା ବେଳେ ଅନେକ ଫିଚର୍ ଦେଖି ଗାଡ଼ି କିଣିଥିବେ । ଯେମିତି କି, ଗାଡ଼ିର ମାଇଲେଜ୍, ପ୍ରାଇସ୍, ଡିଜେଲ ମୋଡ ନା ପେଟ୍ରୋଲ ମୋଡ୍, ଏମିତି ଅନେକ । ଆଉ ପେଟ୍ରୋଲ ଚାଳିତ ଗାଡ଼ି ବଦଳରେ ଡିଜେଲ ଚାଳିତ ଗାଡ଼ି କିଣିବା ପଛରେ ଏକ ବଡ କାରଣ ଥାଏ । ତାହା ହେଲା, ପେଟ୍ରୋଲ…

ପୁଣି ଅଶାନ୍ତ ଜାମ୍ମୁକାଶ୍ମୀର ! ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ସେପଟେ ଅଫୁଟା ବୋମା…

ପୁଣି ଅଶାନ୍ତ ହୋଇପଡିଛି ଜାମ୍ମୁକାଶ୍ମୀର । ଜାମ୍ମୁକାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ଓ ୫ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି । ଏହି ଘଟଣାରେ ଦୁଇଜଣ ଯବାନ ଆହତ ହୋଇଥିବା ଖବର ମିଳିଛି । ପୁଲିସ ସୁତ୍ରରୁ…

ଭିଜା ବୁଟରେ ରହିଛି ଅନେକ ଫାଇଦା ! ସକାଳୁ ଉଠି ଭିଜା ବୁଟ ଖାଇବା ଦ୍ୱାରା ଦୁର ହୋଇଥାଏ ଅନେକ ରୋଗ ।

ସାଧାରଣତଃ ବୁଟ ବାଦାମ ଭଳି ମହଙ୍ଗା ଡ୍ରାଇଫ୍ରୁଟ୍ସ ଠାରୁ ଅତ୍ୟନ୍ତ ଲାଭଦାୟକ ଅଟେ। କାରଣ ଏଥିରେ ପ୍ରୋଟିନ୍, ଫାଇବର, ମିନେରାଲ୍, ଭିଟାମିନ୍ ଏବଂ ଆଇରନ୍ ଇତ୍ୟାଦି ଭରପୁର ମାତ୍ରାରେ ରହିଥାଏ, ଯାହାକି ରୋଗପ୍ରତିରୋଧକ କ୍ଷମତାରେ ପରିପୂର୍ଣ୍ଣ ଅଟେ। ତେଣୁ ଆପଣ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ…

ୱେଷ୍ଟଇଣ୍ଡିଜର ଦମଦାର ବ୍ୟାଟିଂ ! ଭାରତ ଆଗରେ ୩୨୩ ରନର ବିଜୟଲକ୍ଷ୍ୟ ।

ସିମରୋନ୍ ହେଟମେୟରଙ୍କ ବିସ୍ଫୋରକ ଶତକ (୧୦୬ ରନ୍, ୭୮ ବଲ, ୬ ଚୌକା, ୬ ଛକା) ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରିବା ପରେ ଭାରତକୁ ୩୨୩ ରନ୍ ବିଜୟ ଲକ୍ଷ୍ୟ ମିଳିଛି । ଆସାମର ଗୌହାଟୀ ଷ୍ଟାଡିୟମରେ ୫ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ…

ମାଙ୍କଡ ପାଇଁ ଚାଲିଗଲା ବୃଦ୍ଧଙ୍କ ଜୀବନ ! ମାଙ୍କଡ ନା’ରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ବାଗପତ ଜିଲ୍ଲାର ଟିକରି ଗାଁରେ ମାଙ୍କଡ ମାନଙ୍କର ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକେ ଘଟଣା ସମ୍ବନ୍ଧରେ ପୋଲିସକୁ ଜଣାଇଛନ୍ତି । କିନ୍ତୁ ପୋଲିସ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି କହୁଛି । ମୃତକଙ୍କ ଭାଇ କୃଷ୍ଣପାଲ ସିଂହଙ୍କ ଦ୍ୱାରା ଦିଆଯାଇଥିବା ସୂଚନା…

କେନାଲରୁ ଉଦ୍ଧାର ହେଲା ୮ ଫୁଟର ଅଜଗର । ମୁହଁରେ ବନ୍ଧା ହୋଇଥିଲା ସେଲୋଟେପ୍, ଚୋରା ଚାଲାଣ ହେଉଥିବା ସନ୍ଦେହ ।

କନକ ବ୍ୟୁରୋ: ଚୋରା ଚାଲଣ ହେଉଥିବା ଅଜଗର ଉଦ୍ଧାର ! ବାରିପଦାରୁ ଉଦ୍ଧାର ହେଲା ମୁହଁରେ ସେଲୋଟେପ୍ ବନ୍ଧା ୮ ଫୁଟର ଅଜଗର । ବାରିପଦା ବମ୍ବେଇ ଛକ ପାଖ ଶିରିଶା ଗାଁ କେନାଲରୁ ଅଜଗରକୁ ଉଦ୍ଧାର କରିଲେ ସ୍ନେକ ହେଲପ ଲାଇନ ସଦସ୍ୟ । ଗାଁ ପାଖ କେନାଲରେ ବିରାଟ ଅଜଗରକୁ ଦେଖି ସ୍ନେକ ହେଲପଲାଇନକୁ…