Daily Archives

October 19, 2018

ଅମୃତସରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ! ୫୦ରୁ ଅଧିକ ଲୋକ ମୃତାହତ ଆଶଙ୍କା , ରେଲୱେ ଟ୍ରାକ ଉପରେ ଚଢି ରାବଣ ପୋଡି…

କନକ ବ୍ୟୁରୋ: ଟ୍ରେନ୍ ଧକ୍କାରେ ଅନେକ ଲୋକଙ୍କ ମୃତ୍ୟୁ ଘୋଷଣା । ପଞ୍ଜାବର ଅମୃତସର ନିକଟରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସିଛି । ପଠାନକୋଟରୁ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ଯାଇଥିବା ସନ୍ଦେହ…

ଶିରିଡି ଧାମରେ ପ୍ରଧାନମନ୍ତ୍ରୀ ! ସମାଧିର ୧୦୦ତମ ବର୍ଷପୂର୍ତି ଉତ୍ସବର ଉଦଯାପନୀରେ ହେଲେ ସାମିଲ, ଶିରିଡି ନଗରରୁ…

କନକ ବ୍ୟୁରୋ : ଶିରିଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସାଇବାବାଙ୍କ ସମାଧି ନେବାକୁ ପୁରିଛି ୧୦୦ ବର୍ଷ । ଏହି ଅବସରରେ ସିରିଡିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ  ସାଇବାବାଙ୍କର ଚାନ୍ଦିର ମୂଦ୍ରା ଜାରି କରିଛନ୍ତି । ସାଇବାବାଙ୍କ ନଗରୀରୁ କଂଗ୍ରେସକୁ…

ଓଲିଉଡରେ ସୃଷ୍ଟିହେଲା ଶୁନ୍ୟସ୍ଥାନ । ପରଲୋକରେ ବିଶିଷ୍ଟ ଓଡିଆ ଫିଲ୍ମ ପ୍ରଯୋଜକ ଅମୀୟ ପଟ୍ଟନାୟକ । ଅନେକ ସୁପରହିଟ୍…

କନକ ବ୍ୟୁରୋ: ଓଡ଼ିଆର ଫିଲ୍ମର ମୋଡ ବଦଳେଇ ଦେଇଥିବା ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କର ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ସୁପରହିଟ୍ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଅମୀୟ…

ବଲିଉଡରେ ମି-ଠୁ ଅଭିଯୋଗ ଆଣିଲେ ଓଡିଆ ଅଭିନେତ୍ରୀ ! ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ଡଲି ଜେନା ବଖାଣିଲେ ସଂଘର୍ଷ…

କନକ ବ୍ୟୁରୋ : ବଲିଉଡକୁ ଗ୍ରାସ କରିଛି ମି-ଠୁ ବିବାଦ । ଦିନକୁ ଦିନ ଆସୁଛି ନୂଆ ନୂଆ ଅଭିଯୋଗ । ଏହି କ୍ରମରେ ଆଜି ମି-ଠୁ ଅଭିଯୋଗ ଆଣିଛନ୍ତି ଓଡିଆ ଅଭିନେତ୍ରୀ ଡଲି ଜେନା । ବଲିଉଡରେ କାମ କରିବା ସମୟରେ କିପରି ନିର୍ଦ୍ଦେଶକମାନଙ୍କ ଦ୍ୱାରା ନିରାଶ ହୋଇଥିଲେ ଏବଂ କମ୍ପ୍ରମାଇଜ କରିବାକୁ…

ଆଉ ରହିବନି ଅନ୍ଧକାର । ପୃଥିବୀରୁ ହଜିଯିବ ରାତି । ସହରର ଷ୍ଟ୍ରିଟ୍ ଲାଇଟ୍ ବଦଳରେ ଆକାଶରେ ଜହ୍ନ ଦେବ ଆଲୁଅ

କନକ ବ୍ୟୁରୋ: ଆଉ ରହିବ ନାହିଁ ଅନ୍ଧାର । ରାତି ହଜିଯିବ । ସବୁ ବେଳେ କେବଳ ଆଲୋକିତ ହେବ ସାରା ପୃଥିବୀ । ଏପରି ଏକ ସମ୍ଭାବନା ସୃଷ୍ଟି କରିଛି ଚୀନ । ଆସନ୍ତା ୨୦୨୦ ସୁଦ୍ଧା ଏପରି ଏକ ଉପଗ୍ରହ ମହାକାଶକୁ ପଠାଇବାର ଯୋଜନା କରିଛି, ଏହା ଆକାଶରେ ଦ୍ୱିତୀୟ ଜହ୍ନ ପରି ଦେଖାଯିବ ଏବଂ ସାରା ଅଂଚଳକୁ…

୧୨ ଶହ ବର୍ଷ ପୂର୍ବେ ୟୁରୋପରୁ ଭାରତକୁ ଆସିଥିଲା ଏହି ରୋଗ ! ଏବେ ସାରା ଦୁନିଆରେ ଖେଳାଇଛି ଆତଙ୍କ, ଜାଣନ୍ତୁ କଣ ଏହି…

ଦେଶରେ ମହାମାରୀ ରୋଗ କାରଣରୁ ହେଉଥିବା ମୃତ୍ୟୁ ମଧ୍ୟରୁ ୧୦ ପ୍ରତିଶତ ଲୋକ ଟିବି କାରଣରୁ ପ୍ରାଣ ହରାଇଥାନ୍ତି । ଅନ୍ୟ ମହାମାରୀ ରୋଗ ଠାରୁ ଟିବିରେ ପୀଡିତ ଥିବା ଅଧିକାଶଂ ଲୋକ ପ୍ରାଣହରାଇଥାନ୍ତି । ଲଣ୍ଡନର ଗ୍ଲୋବାଲ ୟୁନିଭରସିଟି ଏବଂ ନାର୍ବେ ଇଂଷ୍ଟିଚ୍ୟୁଟ ଅଫ ଫାବ୍ଲିକ ହେଲ୍ଥର…