Daily Archives

October 19, 2018

ରାବଣକୁ ନେଇ ରାଜନୀତି । ମୋଦିଙ୍କୁ ରାବଣ ସଜାଇ ପୋଷ୍ଟର ମାରିଲା କଂଗ୍ରେସ । ଏପଟେ ଦାମ କହିଲେ, ଶାସକ ଦଳରେ ଅଛନ୍ତି ମାଳ…

କନକ ବ୍ୟୁରୋ: ସାରା ଦେଶରେ ଦଶହରା ବେଶ୍ ଧୁମଧାମରେ ପାଳନ କରାଯାଉଛି । ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ରୂପେ ରାବଣ ପୋଡି ଉତ୍ସବ ପାଳନ ହେଉଛି । ବିଜୟାଦଶମୀରେ ଦିଲ୍ଲୀର ରାମଲୀଳା ମଇଦାନରେ ରାବଣ ଦେହରେ ନିଆଁ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାପ, ଅସତ୍ୟ ଅହଂକାରର ପ୍ରତୀକ…

କେନ୍ଦ୍ର ସରକାରଙ୍କ ନିଷ୍ପତି ! ଦେଶରେ ଖୁବଶୀଘ୍ର ଖୋଲିବ ୮୦୦୦ ନୂତନ ସିବିଏସଇ ସ୍କୁଲ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି ଦେଶରେ ଖୁବ୍ ଶୀଘ୍ର ଖୋଲାଯିବ ନୂତନ ୮୦୦୦ ସିବିଏସଇ ସ୍କୁଲ । ଏନେଇ ପଡ଼ି ରହିଥିବା ୮୦୦୦ ସିବିଏସଇ ଆବେଦନ ଉପରେ ସମୀକ୍ଷା କରି ଏହି ନିର୍ଣ୍ଣୟ ନେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର । ଗତକାଲି ମାନବ ସମ୍ବଳ…

ଖୁସିଖବର: ବେରୋଜଗାରୀଙ୍କୁ ଚାକିରୀ ଦେବେ ସରକାର, ମୋଦି ଆଣିଲେ ନୂଆ ଯୋଜନା

ଆପଣ ଯଦି ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ମନବଳାଇଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ସହଯୋଗ କରିବେ ମୋଦି ସରକାର । ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ବେରୋଜଗାରୀ ପ୍ରୋତ୍ସାହନ ଯୋଗ୍ୟତା (PMRPY)ଆଧାରରେ ଲୋକଙ୍କୁ ସହାୟତା ମିଳିବ । ଚଗଜଚଣ ଆଧାରରେ ନୂଆ ବ୍ୟବସାୟରେ କାମ କରୁଥିବା…

ଏଠାରେ ରାବଣଙ୍କର ରହିଛି ମନ୍ଦିର ! ୫୦୦ ବର୍ଷ ଧରି ପ୍ରତିବର୍ଷ ଦଶହରାରେ ଲଙ୍କାପତିଙ୍କର ହୋଇଥାଏ ବିଶେଷ ପୂଜାର୍ଚ୍ଚନା ।

ଉଜ୍ଜେନ ଜିଲ୍ଲାର ମୁଖ୍ୟାଳୟ ଠାରୁ ୧୯ କିଲୋମିଟର ଦୂରରେ ପାଖାପାଖି ୩ ହଜାର ଲୋକ ରହୁଥିବା ଚିକଲି ନାମକ ଏକ ଗାଁରେ ରହିଛି ନିଆରା ପରମ୍ପରା । ଏଠାରେ ଗ୍ରାମବାସୀମାନେ ରାବଣଙ୍କୁ ପୂଜା କରିଥାନ୍ତି । ଦଶହରାରେ ଲଙ୍କାପତିଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଗ୍ରାମବାସୀ ମାନଙ୍କର କହିବା…

ବିଜେପି ଉପରେ ବର୍ଷିଲେ କହ୍ନେୟା ! କହିଲେ, ମୋତେ ହିନ୍ଦୁ ବିରୋଧୀ କହି ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି ।

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ନେଇ ଆଜିକାଲି ଜୋରଦାର ଚର୍ଚ୍ଚା ହେଉଛି । ବିହାରର ବେଗୁସରାୟ ଠାରେ କହ୍ନେୟା ବିଭିନ୍ନ କ୍ୟାମ୍ପ ମାନ କରୁଥିବାର ଦେଖାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ…

ଚାନ୍ଦବାଲି ନୁଆଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଚାଲିଗଲା ବୁଢ଼ୀ ମା’ ସହିତ ଦୁଇ ନାତୁଣୀଙ୍କ ଜୀବନ

କନକ ବ୍ୟୁରୋ: ଚାରିଆଡେ ଧୁମଧାମରେ ଦଶହରା ପର୍ବ ପାଳିତ ହେଉଥିବା ବେଳେ ଚାନ୍ଦବାଲି ନୁଆଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘାସ କାଟିବାକୁ ଯାଇଥିବା ସମୟରେ ପୋଖରୀରେ ବୁଡ଼ି ବୁଢ଼ୀ ମା’ ସହିତ ଦୁଇ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକ ହେଲେ ମଲ୍ଲୀଲତା ମଲିକ ବୟସ ୭୦ (ବୁଢ଼ୀ ମା’),…