Daily Archives

October 14, 2018

ମୋଗଲସରାଇ ଷ୍ଟେସନ ପରେ ଆହ୍ଲାବାଦ୍ ସହରର ନାମ ପରିବର୍ତ୍ତନ କରିବାକୁ ଯୋଗୀ ସରକାରଙ୍କ ପ୍ରସ୍ତୁତି ! ଜାଣନ୍ତୁ କଣ…

ଉତ୍ତରପ୍ରଦେଶର ମୋଗଲସରାଇ ଷ୍ଟେସନ ପରେ ଏବେ ରାଜ୍ୟର ଆଉ ଏକ ସହରର ନାମ ପରିବତ୍ତନ କରାଯିବାକୁ ଯୋଜନା କରାଯାଉଛି । ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳୀ କୁହାଯାଉଥିବା ଇଲାହାବାଦ ନାମ ପରିବର୍ତ୍ତନ କରାଯିବ ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାର ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ…

ସମ୍ବଲପୁରବାସୀଙ୍କୁ ମିଳିବ ସଜ ମାଛ ! ଖୋଲିଲା ହୀରାକୁଦ ଫ୍ରେସ୍, ମତ୍ସ୍ୟ ବିଭାଗ ତରଫରୁ ଖୋଲିଲା ଦୋକାନ ।

କନକ ବ୍ୟୁରୋ : ମତ୍ସ୍ୟ ବିଭାଗ ଓ ପ୍ରାଣୀ ବିଭାଗ ତରଫରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ କରି ହୀରାକୁଦ୍ ଫ୍ରେସ୍ ନାଁରେ ଖୋଲାଯାଇଛି ଏକ ଦୋକାନ । ଯେଉଁଠି ସମ୍ବଲପୁରବାସିନ୍ଦା ଏଣିକି ଭଲ ମାଛ ପାଇବେ । ଏଠାରେ ହୀରାକୁଦର ସଜ ମାଛ ମିଳିବା ସହିତ ଚିଲିକାର ମାଛ ମଧ୍ୟ ମିଳୁଛି । ଏଣିକି…

ନକଲି ଆଇଏଏସଙ୍କ ଅସଲି ଠକେଇ ! ନିଜକୁ ଆଇଏଏସର ପରିଚୟ ଦେଇ ଟଙ୍କା ହଡପ୍ ଅଭିଯୋଗ, ୩ଥର କରିଛନ୍ତି ବିବାହ ।

କନକ ବ୍ୟୁରୋ : ଉପାନ୍ତ ଜିଲ୍ଲା ମାଲକାନଗିରିରେ ନକଲି ଆଇ.ଏ.ଏସ ଅଫିସର । ନିଜକୁ ଆଇ.ଏ.ଏସ ଅଫିସର ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଇ ୩ ଥର ବାହା ହୋଇଛନ୍ତି ଅଭିଯୁକ୍ତ ରଜତ ପଣ୍ଡା । ଏପରି କି ଚାକିରି କରାଇ ଦେବା ନାଁରେ ଲୋକଙ୍କ ଠାରୁ ଅର୍ଥ ହଡପ କରି ଥିବା ଅଭିଯୋଗ ମଧ୍ୟ ରହିଛି ।…

ମି-ଠୁରେ ଅଭିଯୋଗ ଆସିବା ପରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ, ଏମଜେ ଆକବର କହିଲେ, ଅଭିଯୋଗ ଆଧାରହୀନ । ଜାଣନ୍ତୁ…

କନକ ବ୍ୟୁରୋ : ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ ଆକବରଙ୍କ ବିରୋଧରେ ମି ଠୁ ଅଭିଯାନରେ ଆସିଥିବା ଅସଦାଚରଣ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଅମୂଳକ । ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ଉଦ୍ଦେଶ୍ୟ…

ବର୍ଷା ଭିଜାଇ ଥିଲା ଏବେ ବନ୍ୟା ବୁଡାଇଲା ! ଦକ୍ଷିଣ ଓଡ଼ିଶା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ଫୁଲୁଛି ନଦୀ, ବିପଦ…

କନକ ବ୍ୟୁରୋ : ତିତଲି ଚାଲିଗଲା ହେଲେ ଅନେକଙ୍କୁ ଦୁଃଖ ଦେଇଗଲା । ଏବେବି ଅନେକ ଗାଁ ଅଛି, ଯେଉଁଠି ଅଂଟାଏ ପାଣିରେ ଏବେ ବି ଲୋକ ରହିଛନ୍ତି । ଏମିତି ଅଂଚଳରେ ବାତ୍ୟା ପରର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଅଟେ । ପ୍ରଥମେ ବାତ୍ୟା ପରେ ବର୍ଷା । ଆଉ ଲଗାଣ ବର୍ଷା ଏବେ ସୃଷ୍ଟି କରିଛି ଜଳବନ୍ଦୀର…

କେବିସିରୁ ତିତଲିର କନେକ୍ସନ୍ କାଢ଼ିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ! ନବୀନ କହିଲେ, ସେମାନେ ସମାଲୋଚନା…

କନକ ବ୍ୟୁରୋ : କୌନ୍ ବନେଗା କୋରଡପତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଯେତେବେଳେ ଝଡ ଚାଲିଥାଏ , ସେତେବେଳେ ମୁଖ୍ୟମନ୍ତ୍ରୀ କେବିସି ସେଟରେ ବସି ନିଜର ଆତ୍ମପ୍ରଚାର କରୁଥିଲେ…