Daily Archives

October 14, 2018

ସ୍ମାର୍ଟ ଚୋର । ଫିଲ୍ମ ଷ୍ଟାଇଲରେ ୧୦ ଟଙ୍କା ପକାଇ ଲ୍ୟାପଟପ ଲୁଟି ନେଲେ ଦୁବୃର୍ତ, କ୍ୟାମେରାରେ କଏଦ ହେଲା ଚୋରିର…

କନକ ବ୍ୟୁରୋ : ଆଖି ପିଛୁଳାକେ ଲୁଟ ହୋଇଯାଉଛି ଲ୍ୟାପଟପ । କିଛି ଚୋର ଆସୁଛନ୍ତି ଆଉ ନିଆରା ତରିକାରେ ଲୁଟି ନେଉଛନ୍ତି । କେହି କିଛି ଭାବିବା ପୂର୍ବରୁ ଲୁଟ ହେଉଛି । ଲୁଟର ଏ ପୁରା ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଘଟଣା ଘଟିଛି ପୁରୀ ବଡଦାଣ୍ଡରେ । କେମିତି ହେଉଛି ଲୁଟ, କେଉଁ ତରିକା…

ନବରଙ୍ଗପୁରରେ ଚକଡା ଆତଙ୍କ ! ପୋକ ଲାଗି ନଷ୍ଟ ହେଲା ଶହ ଶହ ଏକର ଫସଲ, ହଜିଲା ଚାଷୀଙ୍କ ନିଦ ।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଏବେ ଚକଡା ଆତଙ୍କ । ଚକଡା ପୋକ ଲାଗି ନଷ୍ଟ ହୋଇଯାଇଛି ଶହ ଶହ ଏକର ଧାନ ଫସଲ । କ୍ଷତିଗ୍ରସ୍ତ ଚାଷୀ ସ୍ଥାନିୟ ବିଡିଓଙ୍କ ଠାରୁ ଆରମ୍ଭ କରି କୃଷି ବିଭାଗର ଅଧିକାରୀଙ୍କୁ ଜଣାଇଛନ୍ତି । କିନ୍ତୁ ଫଳ ଶୁନ । କୌଣସି ସରକାରୀ ଅଧିକାରୀ ଏଯାଏ ସେମାନଙ୍କ ନିକଟକୁ…

ଧନତେରସ ପୂର୍ବରୁ ହୁ ହୁ ହୋଇ ବଢୁଛି ସୁନା ଦର । ଅଫର ପରେ ଅଫର ଦେଉଛନ୍ତି ବ୍ୟବସାୟୀ, ହେଲେ ସୁନା କିଣିବାକୁ ସାହସ…

କନକ ବ୍ୟୁରୋ : ପୂଜା ବଜାରରେ ଗ୍ରାହକ ପକେଟକୁ ମାଡ । ସୁନା ବଜାର ଏବେ ମହଙ୍ଗା । ଅଫର ପରେ ଅଫର ଅଛି ହେଲେ ଅଧିକ ସୁନା କିଣିବାକୁ ସାହସ ଜୁଟାଇ ପାରୁନି ଗ୍ରାହକ । କାରଣ ସୁନା ଦର ବଢିଯାଇଛି । ମାତ୍ର ୧୦ ଦିନରେ ସୁନା ଦର ହଜାରେ ଟଙ୍କା ଟପିଲାଣି । ଗତ ୧୦ ଦିନରେ ବଢି ବଢି ଚାଲିଛି ସୁନା ଦାମ…

ଦେଶରେ ବଢିବ ତେଲ ଭଣ୍ଡାର କ୍ଷମତା ! ମହଜୁଦ୍ ରହିବ ୬୫ ଲକ୍ଷ ଟନ୍ ଅଶୋଧିତ ତୈଳ, ନିବେଶକ ଖୋଜୁଛନ୍ତି ସରକାର ।

ଦେଶରେ ଅଶୋଧିତ ତେଲ ସଂରକ୍ଷଣ କ୍ଷମତା ବଢ଼ାଇବା ଯୋଜନା ସରକାର କରୁଛନ୍ତି । ଦେଶରେ ତେଲ ଦର ବୃଦ୍ଧି ପାଉଥିବାରୁ ତୈଳ ଭଣ୍ଡାର କ୍ଷମତା ବୃଦ୍ଧି ଲାଗି ବିଚାର କରାଯାଉଛି । ମହଜୁଦ ରହୁଥିବା ଏହି ତେଲ ଭଣ୍ଡାରକୁ ଷ୍ଟ୍ରାଟେଜିକ ଅଏଲ ରିଜର୍ଭ (ଏସପିଆର) କୁହାଯାଇଥାଏ । ଭାରତରେ ଏବେ ୩ଟି ସ୍ଥାନରେ…

ସାବଧାନ ! ମୋବାଇଲ ଫୋନକୁ ଆସୁଛି ନୂଆ ଧରଣର ଭାଇରସ, ବ୍ୟାଙ୍କ ତଥ୍ୟ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ତଥ୍ୟ କରୁଛି ଚୋରି,…

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ଭାଇରସ ଖୋଜି ପାଇଛନ୍ତି । ଏହି ଭାଇରସଟି Google Play MarketPlace ନାମରେ ମୋବାଇଲ ୟୁଜର୍ସଙ୍କ ପାଖରେ ପହଞ୍ଚିବା ସହ ଅତି ସହଜରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା…

ସୁନ୍ଦରଗଡରେ ନିର୍ମାଣଧୀନ କାମ ଚାଲିଥିବା ବେଳେ ଅଘଟଣ ! ପୋଲ ଭୁଶୁଡିବାରୁ ୩୦ରୁ ଅଧିକ ଶ୍ରମିକ ଆହତ, ୧୧ ଗୁରୁତର ।

କନକ ବ୍ୟୁରୋ : ସୁନ୍ଦରଗଡରେ ଭୁଶୁଡିଲା ନିର୍ମାଣଧିନ ବ୍ରିଜ୍ । ଏଥିରେ ୩୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇ ରହିଥିବା ସୂଚନା ମିଳିଛି । ଆହତଙ୍କୁ କେ.ବଲାଙ୍ଗ, ଲହୁଣିପଡା ଓ ବଣାଇ ମେଡିକାଲରେ ଭର୍ତି କରାଯାଇଛି । ସୁନ୍ଦରଗଡ ଜିଲ୍ଳା କେବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହିରେ ଘଟିଛି ଏହି…