Daily Archives

October 7, 2018

ଫେଷ୍ଟିଭ୍ ସିଜିନରେ ମାର୍କେଟରେ ଲଂଚ ହେବ ନୂଆ କାର୍ ! ହ୍ୟୁଣ୍ଡାଇ, ଡାଟସନ୍, ଜିପ୍ କମ୍ପାସକୁ ଟକ୍କର ଦେବ ମହିନ୍ଦ୍ରା…

କନକ ବ୍ୟୁରୋ : ଆଗକୁ ଆସୁଛି ଫେଷ୍ଟିଭ୍ ସିଜିନ୍ । ଏହି ସମୟରେ ଘର ପାଇଁ ଏବଂ ନିଜ ପାଇଁ ନୂଆ ଉତ୍ପାଦ କିଣିଥାନ୍ତି ଗ୍ରାହକ । ଏସବୁକୁ ନଜରରେ ରଖି ବିଭିନ୍ନ କମ୍ପାନୀ ନିଜ ନିଜ ଉତ୍ପାଦ ଲଂଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏଇ ମୈାକାରେ କାର୍ ନିର୍ମାଣକାରୀ କମ୍ପାନୀଗୁଡିକ…

ଚାଲିଥିଲା ରାହୁଲଙ୍କ ରୋଡ ସୋ’, ହଠାତ୍ ହେଲା ଭୟଙ୍କର ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ଅଧ୍ୟକ୍ଷ, ଭିଡିଓ ହେଲା…

ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାରେ ରାହୁଲ ଗାନ୍ଧୀ ରୋଡ ସୋ’ କରୁଥିବା ବେଳେ ଏମିତି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ କିଛି ସମୟ ସ୍ତବ୍ଧ କରି ଦେଇଥିଲା । ରାହୁଲ ଗାନ୍ଧି ଖୋଲା ଛାତ ଥିବା କାରରେ ଯାଉଥିବା ସମୟରେ ରାସ୍ତା ମଝିରେ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଲାଣି ସିଲଭର ସିଟି କଟକ । ଏଥର ଦେବୀଙ୍କ ମୁଣ୍ଡରେ ଝଟକିବ ସୁନାର ମୁକୁଟ

କନକ ବ୍ୟୁରୋ : ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା । ଏଥିପାଇଁ ସବୁଠି ଜୋରଦାର ହୋଇ ସାରିଛି ପ୍ରସ୍ତୁତି । ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହରରେ ବିଭିନ୍ନ ମଣ୍ଡପରେ ସୁନା ମୁକୁଟ ଓ ମେଢ ହେବ ଆକର୍ଷଣର ମୁଖ୍ୟ ଉତ୍ସ । ଚଳିତ ବର୍ଷ ଖାନନଗର ପୂଜା ମଣ୍ଡପରେ ପ୍ରଥମ ଥର ପାଇଁ ମାଙ୍କ…

ପାର୍ବଣ ପୂର୍ବରୁ ଭିଜିବ ଓଡ଼ିଶା ! ବଙ୍ଗୋପସାଗରେ ଲଘୁଚାପ, ପାଣିପାଗ ବିଭାଗର ସୂଚନା, ୧୦ରୁ ଓଡିଶାର ବିଭିନ୍ନ ସ୍ଥାନରେ…

କନକ ବ୍ୟୁରୋ : ଆସୁଛି ବର୍ଷା । ପାର୍ବଣ ପୂର୍ବରୁ ଭିଜିବ ଓଡିଶା । ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୧୨ଘଂଟା ମଧ୍ୟରେ ୱେଲମାର୍କର ରୂପ ନେବାର ସମ୍ଭାବନା…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ ରାଜ୍ୟ ସରକାର! ଉଠାଇଲେ ଆୟୁଷ୍ମାନ ଭାରତ ଏବଂ ନାରୀ ସୁରକ୍ଷାର…

କନକ ବ୍ୟୁରୋ : ଓଡିଶାରେ ୧୨୦ରୁ ଅଧିକ ଆସନ ଜିତିବା ନେଇ ଦମ୍ଭ ଦେଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ଆଜି ବିଜେଡି ଉପରେ ବର୍ଷିଛନ୍ତି ସ୍ମୃତି ଇରାନୀ । ସେ କହିଛନ୍ତି, ୨୦୧୯ରେ ତାଙ୍କ ଦଳ ଓଡିଶାରେ ଅଭୁତପୂର୍ବ ସଫଳତା ପାଇବ ।…

 ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ ଜନତାଙ୍କ ମୁଡ୍ ! ଗଡ଼ ରକ୍ଷା ବିଜେପି ପାଇଁ ବଡ଼ ଆହ୍ୱାନ, ଟ୍ରେଲର୍…

କନକ ବ୍ୟୁରୋ : ୨୦୧୯ର ଫାଇନାଲ ପୂର୍ବରୁ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ହେବାକୁ ଯାଉଛି ରାଜନୀତି ମଇଦାନରେ ସେମିଫାଇନାଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଓ ତେଲେଙ୍ଗାନାରେ ନିର୍ବାଚନ ତାରିଖ ଘୋଷଣା ପରେ ଜୋର ଧରିଛି ଅଙ୍କ କଷା । ଏଥିରେ ଖୋରାକ ଯୋଗାଇଛି ବିଭିନ୍ନ ସର୍ଭେ…