Daily Archives

October 7, 2018

ପୁରୀ ହିଂସାକାଣ୍ଡ ନେଇ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ! ତୁଙ୍ଗ ନେତାଙ୍କ ବିରୋଧରେ ରୁଜୁ ହେଲା ସଙ୍ଗୀନ ମାମଲା, ୪୦ରେ…

କନକ ବ୍ୟୁରୋ : ପୁରୀ ହିଂସାକାଣ୍ଡ ଘଟଣାରେ ଆଜି ଆଉ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ସମସ୍ତେ ପୁରୀର ସ୍ଥାନୀୟ ବ୍ୟବସାୟୀ ବୋଲି ପୋଲିସ କହିଛି । ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୪୦ରେ ପହଁଚିଛି । ସେପଟେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ ଜଣେ…

ଆନ୍ଧ୍ର ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର! ଅଳ୍ପକେ ବର୍ତିଗଲା ଟପ୍ ମାଓ ଲିଡର ରାମକ୍ରିଷ୍ଣା ଓ ଅରୁଣା,…

କନକ ବ୍ୟୁରୋ : ପୁଣି ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଖସିଗଲେ ମୋଷ୍ଟ ୱାଣ୍ଟେଡ ଟପ୍ ମାଓ ନେତା ରାମକ୍ରିଷ୍ଣା ଓରଫ ଆରକେ । ଆନ୍ଧ୍ର ପ୍ରଦେଶର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲମାନେ ହତ୍ୟା କରିବା ପରେ ଆଜି ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ସୁଂକି ଜଙ୍ଗଲ ସ୍ଥିତ ଏକ ମାଓ…

୫ ରାଜ୍ୟରେ ବଡ଼ ଲଢ଼େଇ, ଥଣ୍ଡା ପଡ଼ିବ କି ଓଡ଼ିଶା ?

କନକ ବ୍ୟୁରୋ: ଗତକାଲି ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଓଡ଼ିଶାରେ ଆଗୁଆ ନିର୍ବାଚନ ନହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କିନ୍ତୁ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଶାସକ ଓ ବିରୋଧୀ ପ୍ରସ୍ତୁତ ଥିବା ନେଇ ଦମ୍ଭୋକ୍ତି ବାଢୁଥିଲେ । ତେବେ ଗତକାଲି…

ସିନିୟରଙ୍କ ପରେ ଜୁନିୟର କଲେ କମାଲ୍ । ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ମାତ୍ ଦେଇ ଚାମ୍ପିୟନ ହେଲା ଭାରତ

କନକ ବ୍ୟୁରୋ : ସିନିୟରଙ୍କ ପରେ ଜୁନିୟର କଲେ କମାଲ । ଅଣ୍ଡର-୧୯ ଏସିଆ କପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚମକିଲା ଟିମ୍ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ୧୪୪ ରନରେ ହରାଇ ଏସିଆ କପ ଟାଇଟଲ ହାସଲ କରିଛି ଭାରତୀୟ ଜୁନିୟର ଟିମ୍ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଭାରତ…

ହକି ବିଶ୍ୱକପ କାଉଣ୍ଟଡାଉନ୍ ! ୫୦ ଦିନ ପରେ ଓଡିଶା ମାଟିରୁ ବିଶ୍ୱ ଦେଖିବ କ୍ରୀଡା ମହାକୁମ୍ଭ, ଜାଣନ୍ତୁ କିଏ କେତେଥର…

ଆଉ ଠିକ୍ ୫୦ ଦିନ ପରେ ଓଡ଼ିଶା ସାରା ବିଶ୍ବରେ ହେବ ଚର୍ଚିତ। ଓଡ଼ିଶା କ୍ରୀଡ଼ା ଇତିହାସରେ ବି ଯୋଡ଼ି ହୋଇଯିବ ନୂଆ ଅଧ୍ୟାୟ । ହକି ପାଇଁ ଓଡ଼ିଶା ଅନେକ ପରିଚିତି ପାଇଥିଲେ ବି ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ମାଟିରେ ପ୍ରଥମ ଥର ଏବଂ ଦେଶରେ ତୃତୀୟ ଥର। ନଭେମ୍ବର…

ଘର ଭାରତରେ ହେଲେ ବିଦେଶରୁ କିଣାଯାଏ ସଉଦା । ବେଳେବେଳେ ହେଲିକପ୍ଟରରେ ପଠାଯାଏ ରାସନ

ଘର ଭାରତରେ ହେଲେ ସଉଦା ଆସିବ ବିଦେଶରୁ । ଆମେ କୌଣସି ବଡ ବଡିଆ ଲୋକଙ୍କ କଥା କହୁନାହୁଁ ବରଂ ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳ ସୀମାବର୍ତ୍ତୀ ଗାଁ ଗୁଡିକର ଆଦିବାସୀ ଲୋକଙ୍କ କଥା କହୁଛୁ । ଯେଉଁମାନେ ରାସନ ଆଣିବା ପାଇଁ ନେପାଳ ବଜାର ଉପରେ ନିର୍ଭର କରିଥାନ୍ତି । ସରକାରଙ୍କ ପକ୍ଷରୁ ମିଳୁଥିବା…