Daily Archives

August 30, 2018

ଆମାଜନରେ ବିକ୍ରି ହେଉଛି ବାଜପେୟୀଙ୍କ ଅସ୍ଥି ? ଜାଣନ୍ତୁ ଭାଇରାଲ ହେଉଥିବା ଖବରର ସତ୍ୟତା ।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ଅନଲାଇନ ସପିଂ ୱେବସାଇଟ୍ ଆମାଜନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ବିକ୍ରି ହେଉଛି । ଏହି ଫଟୋକୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର ସଦସ୍ୟ ବୋଲି କହୁଥିବା ଦେବାଶିଷ ଜରରିଆ ଟ୍ୱିଟ୍…

ଆରବିଆଇକୁ ନକଲି ନୋଟ ଚିନ୍ତା ! ଦେଶରେ ବଢିଛି ୫୦ ଏବଂ ୧୦୦ ଟଙ୍କିଆ ଜାଲନୋଟ ସଂଖ୍ୟା ।

ଆରବିଆଇ ତରଫରୁ ୫୦ ଏବଂ ୧୦୦ ଟଙ୍କିଆ ନୋଟକୁ ନେଇ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ତଥ୍ୟ । ୧୦୦ ଟଙ୍କିଆ ଜାଲନୋଟ ୩୫ ପ୍ରତିଶତ ଚିହ୍ନଟ ହୋଇଥିବା ବେଳେ ୧୫୪.୩ ପ୍ରତିଶତ ୫୦ ଟଙ୍କିଆ ନୋଟ ଚିହ୍ନ କରାଯାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ବିମୂଦ୍ରିକରଣ ପରେ ୨୦୧୭-୧୮ରେ ଜାଲନୋଟ…

ନିରାଶ କଲା ଭାରତୀୟ ପୁରୁଷ ହକି ଦଳ । ରୋମାଞ୍ଚକର ସେମିଫାଇନାଲରେ ଭାରତକୁ ହରାଇଲା ମାଲେସିଆ ।

ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ଏସୀୟ କ୍ରୀଡା ପୁରୁଷ ହକିର ପ୍ରଥମ ସେମିଫାଇନାଲ ମ୍ୟାଚରେ ମାଲେସିଆ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ଗତ ଥରର ଚାମ୍ପିୟନ ଭାରତ ପାଇଁ ଫାଇନାଲ ଖେଳିବାର ଆଶା ସମାପ୍ତ ହୋଇଯାଇଛି । ଏହି ମ୍ୟାଚଟି ବେଶ ରୋମାଞ୍ଚ ଭରା ହୋଇଥିଲା ଓ…

ବେରୋଜଗାରୀ ବିବାଦ : କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୋରଜଗାରୀ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଭୁବନେଶ୍ୱରରେ ଆୟୋଜିତ ଏସସି-ଏସଟି କାର୍ଯ୍ୟକ୍ରମରେ ବେରୋଜଗାରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି…

ଘରେ ଜଳୁଛି ଗୋଟିଏ ବଲବ୍, ଗୋଟିଏ ଫ୍ୟାନ୍, ବିଲ୍ ଆସୁଛି ୪ ହଜାର ଟଙ୍କା ! ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା ।

କନକ ବ୍ୟୁରୋ : ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା । ଜନସାଧାରଣ ମାନଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ସୌଭାଗ୍ୟ ଯୋଜନାର ଅସଲ ଚିତ୍ର ପଦାରେ ପଡିଛି । କେଉଁଠି କନେକସନ୍ ନଥାଇ ବିଲ୍ ଆସୁଛି ତ ଆଉ କେଉଁଠି ଗୋଟିଏ ବଲବ୍ ଲାଗି ମଧ୍ୟ ହଜାର ହଜାର ଟଙ୍କା ବିଲ୍ ଆସୁଛି । ଏଭଳି ଘଟଣା ପରେ…

ଆଇନଜୀବୀଙ୍କୁ ମାଡ ଘଟଣାରେ ୩ ପୋଲିସ ସସପେଣ୍ଡ ! ଡିସିପି କହିଲେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : କଟକରେ ଓକିଲଙ୍କୁ ପୋଲିସର ମାଡ ଘଟଣାକୁ ମାତ୍ରାଧିକ ବୋଲି ମାନିଛନ୍ତି କଟକ ଡିସିପି । ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୨ କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଛି । ଜଣେ ହୋମଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇ ମାସେ ଭିତରେ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।…