Daily Archives

August 30, 2018

ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଲାଲୁ ଯାଦବଙ୍କ ଆତ୍ମସମର୍ପଣ ! ପ୍ରଥମେ ଜେଲ୍ ଯିବା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ମୁଖ୍ୟ ଅଭିଯୁକ୍ତ ରହିଥିବା ଲାଲୁ ପ୍ରସାଦ ଯାଦବ ରାଂଚି ସ୍ଥିତ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଲାଲୁଙ୍କ ପାରୋଲ ଅବଧି ଶେଷ ହେବା ପରେ ତାଙ୍କୂୁ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ରହିଥିଲା । ଆତ୍ମସମର୍ପଣ ପରେ ଲାଲୁ…

୨୦୧୯ରୁ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣାରେ କୋଚିଂ ଯୋଗାଇବେ କେନ୍ଦ୍ର ସରକାର ! ଅଢେଇ ହଜାରରୁ ଅଧିକ ଟିଚିଂ…

କନକ ବ୍ୟୁରୋ : ୨୦୧୯ ମସିହାରୁ ଦେଶର ସମସ୍ତ ଜେଇଇ ଏବଂ ନିଟ୍ ଏଣ୍ଟ୍ରାସ ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ କୋଚିଂ ଯୋଗାଇ ଦିଆଯିବ । ଏହି ଏଣ୍ଟ୍ରାସ ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତାର ୨…

ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ! ଭିଆଇପି ଓ କାର୍ଯ୍ୟରତ ବିଚାରପତିଙ୍କ ପାଇଁ ଟୋଲ…

କନକ ବ୍ୟୁରୋ : ଏନଏଚଏଆଇକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଭିଆଇପି ଓ କାର୍ଯ୍ୟରତ ବିଚାରପତିମାନଙ୍କ ପାଇଁ ଟୋଲ ପ୍ଲାଜାରେ ତିଆରି କରାଯାଉ ଅଲଗା ଲେନ । ଦେଶର ସମସ୍ତ ଟୋଲ ପ୍ଲାଜାରେ ଭିଆଇପି ଓ କାର୍ଯ୍ୟରତ ବିଚାରପତିଙ୍କ ପାଇଁ ଅଲଗା ଅଲଗା ଲେନ୍ ତିଆରି କରିବାକୁ ଭାରତୀୟ ଜାତୀୟ…

ବିମସଟେକ୍ ସମ୍ମିଳନୀରେ ଯୋଗ ଦେବାକୁ ନେପାଳରେ ପହଁଚିଲେ ପ୍ରଧାନମନ୍ତ୍ରୀ ! କାଠମାଣ୍ଡୁରେ ମୋଦିଙ୍କୁ ଭବ୍ୟ ସ୍ୱାଗତ,…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ନେପାଳ ଗସ୍ତ କରିଛନ୍ତି । ନେପାଳ କାଠମାଣ୍ଡୁରେ ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ନେପାଳ ପ୍ରତିରକ୍ଷା ମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ସେଠାରେ ଆୟୋଜିତ ବିମସଟେକ ସମ୍ମିଳନୀରେ ମୋଦି ସାମିଲ…

୨୦୦ ମିଟରରେ ରୌପ୍ୟ ଜିତିବା ପରେ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ଦୂତିଙ୍କୁ ମୋଟ ୩କୋଟି…

କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଚମକ୍ରାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଦୂତି ଚାନ୍ଦ । ତାଙ୍କର ଏହି ସଫଳତା ଯୋଗୁଁ ଆଜି ଦେଶ ସହ ଓଡ଼ିଶା ମଧ୍ୟ ବେଶ୍ ଗର୍ବିତ । ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ ସହ ଭାରତକୁ ଡବଲ ରୌପ୍ୟ ଦେଇଛନ୍ତି ଓଡିଆ ଧାବିକା ଦୂତି । ଉଭୟ ୧୦୦ ଓ…

୨୦୧୯ ନିର୍ବାଚନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜନୈତିକ ଦଳର ନେତାଙ୍କ…

କନକ ବ୍ୟୁରୋ : ଜାରି ରହିଛି ସର୍ବଦଳୀୟ ବୈଠକ । ୨୦୧୯ ନିର୍ବାଚନ ପ୍ରସଙ୍ଗ ନେଇ ବୈଠକରେ ହେଉଛି ଆଲୋଚନା । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଛି ସର୍ବଦଳୀୟ ବୈଠକ । ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ…