Daily Archives

August 20, 2018

ପୁଞ୍ଜିଲାଲଙ୍କୁ ନେଇ ଘନେଇଲା ବିବାଦ ! ପାଟଣାଗଡ଼ ଫିଲ୍ମ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟଶେଖରଙ୍କ ପରିବାର, ଥାନାରେ ଦେଲେ…

କନକ ବ୍ୟୁରୋ : ବିବାଦରେ ଫିଲ୍ମ ପାଟଣାଗଡ । ପାଟଣାଗଡର ପାର୍ସଲ ବୋମା ବିସ୍ଫୋରଣକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି ମୃତକଙ୍କ ପରିବାର । ମୃତ ସୌମ୍ୟଶେଖରଙ୍କ ବାପା-ମାଆ କହିଛନ୍ତି, ତାଙ୍କ ପରିବାରର କାହାଣୀକୁ ନେଇ ଫିଲ୍ମ ତିଆରି ହେଉଥିବା ବେଳେ ଏଥିପାଇଁ ତାଙ୍କ ଅନୁମତି…

କେରଳ ବନ୍ୟାରୁ ଓଡ଼ିଶା ପାଇଁ କ’ଣ ରହିଛି ବାର୍ତ୍ତା ? ଛତିଶଗଡ଼ର ମନମୁଖୀ ଜଳ ପରିଚାଳନା ଯୋଗୁଁ ପଡ଼ିବ କି ପ୍ରଭାବ ?

କନକ ବ୍ୟୁରୋ : କେରଳ ବନ୍ୟା ସାରା ଦେଶକୁ ବିଚଳିତ କରିଥିବା ବେଳେ, କେଉଁ କାରଣରୁ ବନ୍ୟା ଏତେ ଉତ୍କଟ ରୂପ ନେଲା ତାକୁ ନେଇ ଆସିବାରେ ଲାଗିଛି ବିଭିନ୍ନ କାରଣ । କେରଳ ବିଭିନ୍ନ ଡ୍ୟାମର ଗେଟ୍ ଖୋଲିବା ବନ୍ୟାର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି । ଏମିତି କି ବରିଷ୍ଠ ପରିବେଶବିତ୍ ମାଧବ…

ବିଦେଶରେ ଓଡିଆ ପୁଅଙ୍କ କମାଲ । ପ୍ରଦୂଷଣକୁ ରୋକିବା ପାଇଁ ନିର୍ମାଣ କଲେ ଆଧୁନିକ ମୋଟର ଇଞ୍ଜିନ, କାନାଡାରେ ହେଲେ…

କନକ ବ୍ୟୁରୋ : ସାରା ବିଶ୍ୱରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଥିଲା ବେଳେ ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଜଣେ ଓଡିଆ ଯୁବକ ଆମେରିକାରେ ଶକ୍ତି ସଂରକ୍ଷଣ ଓ ପ୍ରଦୂଷଣକୁ ରୋକିବା ପାଇଁ ଆଧୁନିକ…

କେରଳରୁ ଓଡିଶା ଫେରୁଛନ୍ତି ଫସି ରହିଥିବା ୧୪୮ ଓଡିଆ । ଏବେବି ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଅନେକ ଲୋକ ।

କନକ ବ୍ୟୁରୋ : କେରଳ ବନ୍ୟାରେ ଫଶି ରହିଥିବା ଶତାଧିକ ଓଡ଼ିଆଙ୍କ ମଧ୍ୟରୁ ୧୪୮ ଜଣ ଓଡ଼ିଆ ଆଜି ଏର୍ଣ୍ଣାକୁଲମରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଓଡ଼ିଶା ଆସୁଛନ୍ତି । ଅନ୍ୟପଟେ ଓଡ଼ିଆ ଲୋକଙ୍କୁ ଆଣିବା ପାଇଁ ବିଭିନ୍ନ ଟ୍ରେନରେ ସ୍ୱତନ୍ତ୍ର ୪ଟି ବଗି କରାଯାଇଛି । ଏମାନଙ୍କୁ ପର୍ଯ୍ୟାୟକ୍ରମେ ଓଡ଼ିଶା…

ମିଠା ଉପରେ ୨୪ କାରେଟ ସୁନାର ଛାଉଣି ! ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ସାଧାରଣତଃ ପୂଜା ପର୍ବାଣି ଆସିଲେ ବେସ ଧୁମ ଧାମରେ ପିଠା ପଣା କରାଯାଇଥାଏ । ପିଠା ଘରେ ଖାଇବା ସହ ବନ୍ଧୁ ବାନ୍ଧବଙ୍କ ଘରକୁ ମଧ୍ୟ ପଠାଯାଇଥାଏ । କିନ୍ତୁ ଯେତେ ଭଲ ପିଠା ହୋଇଥାଉନା କାହିଁକି ପିଠା ସହିତ ମିଠା ସାମିଲ ନରହିଲେ ମଜା ଆସେ ନାହିଁ । ତେବେ ଆଗକୁ ଆସୁଥିବା ପୂଜା ପର୍ବଣି ପାଇଁ ମିଠା…

ବିଜେପିରେ ଖୁବଶୀଘ୍ର ସାମିଲ ହୋଇପାରନ୍ତି ଗୌତମ ଗମ୍ଭୀର! ୨୦୧୯ରେ ଦିଲ୍ଲୀରୁ ଲଢିପାରନ୍ତି ନିର୍ବାଚନ, ଜାତୀୟ…

ରାଜନୀତି ମୈଦାନରେ ଏଣ୍ଟ୍ରି ମାରି ପାରନ୍ତି କ୍ରିକେଟର ଗୌତମ ଗମ୍ଭୀର । ଏନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ପାରନ୍ତି ଭାରତୀୟ ଦଳର ଓପନର ବ୍ୟାଟସମ୍ୟାନ ଗୌତମ ଗମ୍ଭୀର । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ,…