Daily Archives

August 20, 2018

୨୩ରେ ପୁରୀ ସମୁଦ୍ରରେ ବିସର୍ଜିତ ହେବ ବାଜପେୟୀଙ୍କ ଅସ୍ଥି । ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଯାଏଁ ଶୋଭାଯାତ୍ରା ।

ପୁରୀ ସମୁଦ୍ରରେ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ । ଆସନ୍ତା ୨୨ ତାରିଖରେ ବାଜପେୟୀଙ୍କ ଅସ୍ଥି ଓଡିଶା ଆସିବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅସ୍ଥି ପହଞ୍ଚିବା ସହ ଆସନ୍ତା ୨୩ ତାରିଖରେ ପୁରୀ ସମୁଦ୍ରରେ ଅସ୍ଥି ବିସର୍ଜନ କରାଯିବ । ଏହା ପୂର୍ବରୁ…

ରାତି ୧୧.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ହ୍ଵାଟସଆପ୍ : ଏହି ଭାଇରାଲ ମେସେଜର ସତ୍ୟତା ଜାଣନ୍ତି କି ?

ଦେଶର ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀ ଏଇ କିଛି ଦିନ ହେବ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସୋସିଆଲ ମେସେଜିଂ ଆପ୍‌ ହ୍ଵାଟସଆପ୍‌ ବ୍ୟବହାରକାରୀଙ୍କ ପାଖକୁ ନିକଟରେ ଏକ ମେସେଜ ଆସିଛି, ଯେଉଁଥିରେ ରାତି ୧୧.୩୦ରୁ ସକାଳ ୬.୦୦ ପର୍ଯ୍ୟନ୍ତ ହ୍ଵାଟସ୍‌ ଆପ୍‌ ବନ୍ଦ ରହିବ ବୋଲି କୁହାଯାଇଛି ।  ଯଦି ଏମିତି ବି…

ଅଥଳ ଜଳରାଶିରେ ଅସୁରକ୍ଷିତ ନୌକାଯାତ୍ରା! ଲାଇସେନ୍ସ ନାହିଁ କି ଫିଟନେସ୍ ସାର୍ଟିଫିକେଟ୍ ନାହିଁ, ଦଦରା ଡଙ୍ଗାରେ ୧୦…

କନକ ବ୍ୟୁରୋ : ଯାତ୍ରୀ ପରିବହନ ପାଇଁ କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ନେଇ ନଦୀ ପାର ହେଉଛି ଡଙ୍ଗା । ବିପଦସଂକୁଳ ନୌଯାତ୍ରା ଦେଖିଲେ ଦେହ ଶିହିରି ଉଠିବ । କୌଣସି ସୁରକ୍ଷା ବ୍ୟବସ୍ଥା ନଥାଇ, ଲାଇସେନସ ନଥିବା ଡଙ୍ଗାରେ ଫେରିଘାଟରୁ ବେଧଡକ ଭାବେ ଚାଲିଛି ନୌକାଯାତ୍ରା । ଲୋକଙ୍କ ସହ…

କେରଳ ବନ୍ୟା ପରିସ୍ଥିତି ଉପରେ ଆକାଶ ମାର୍ଗରୁ ରହିଛି ନଜର ! ସେନାର ସାଥ ଦେଉଛି ଇସ୍ରୋର ସାଟେଲାଇଟ ।

କେରଳକୁ ଇଶ୍ୱରଙ୍କ ଘର ବୋଲି କୁହାଯାଇଥାଏ । କିନ୍ତୁ ଏବେ ଏହା ବନ୍ୟା କାରଣରୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଅନେକ କ୍ଷୟ କ୍ଷତି ଘଟିଛି । ଅନେକ ଲୋକଙ୍କ ଜୀବନ ଗଲାଣି । ଲୋକମାନେ ଖାଇବା ତ ଦୁରର କଥା ପିଇବା ପାଇଁ ପାଣି ଟିକିଏ ବି ପାଉନାହାଁନ୍ତି । କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ…

କେରଳ ବନ୍ୟା ପୀଡ଼ିତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି କରିବେ ସାହାଯ୍ୟ ?

କେରଳ ବନ୍ୟାରେ ଏପର୍ଯ୍ୟନ୍ତ ପାଖାପାଖି ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି । ସ୍ଥିତି ଏବେ ବି ଗମ୍ଭୀର ରହିଛି । ପାଖାପାଖି ୩ ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି । ସେନା ସହ ଏନଡ଼ିଆରଫର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସାରା ଦୁନିଆରୁ ଲୋକମାନେ କେରଳ ବନ୍ୟା ପୀଡ଼ିତଙ୍କୁ…

ସ୍କୁଲ ଭାଙ୍ଗିଦେଲା ମେଧାବୀ ପିଲାର ସ୍ୱପ୍ନ । ନବୋଦୟ ପାଇବା ପରେ ଧୋକା ଦେଲା ସ୍କୁଲ, ନାମ ଲେଖାଇ ପାରିଲେନି ମେଧାବୀ…

କନକ ବ୍ୟୁରୋ : ପ୍ରଶାସନର ନାକ ଆଗରେ ଖାଲି ଟଙ୍କା ଲୋଭରେ ଛତୁ ଭଳି ଖୋଲିଚାଲିଛି ବେସରକାରୀ ସ୍କୁଲ୍ । ସରକାରଙ୍କ ବିନା ଅନୁମତିରେ ସ୍କୁଲ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି । ବାରିପଦାର ଏକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢୁଥିବା ଛାତ୍ର…