ପହିଲମାନ ଦେଲେ ପ୍ରଥମ ସ୍ୱର୍ଣ୍ଣ । ଜାପାନର ପ୍ରତିଯୋଗୀଙ୍କୁ ମାତ୍ ଦେଇ ସ୍ୱର୍ଣ୍ଣ ଜିତିଲେ ବଜରଙ୍ଗ
କନକ ବ୍ୟୁରୋ : ଏସିଆନ ଗେମ୍ସରେ ଚମକିଲା ଭାରତ । ୧୮ ତମ ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ । ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସର ପ୍ରଥମ ଦିନରେ ୬୫ କିଲୋଗ୍ରାମ ପ୍ରିଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଫାଇନାଲ ମ୍ୟାଚରେ ଜାପାନର…