Daily Archives

August 19, 2018

ସ୍କୁଲ ବହିରେ ତ୍ରୁଟି ! ମିଲଖା ସିଂହଙ୍କ ସ୍ଥାନରେ ଲାଗିଲା ଫରହାନ ଅଖତାରଙ୍କ ଫଟୋ, ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା…

ଭାଗ ମିଲଖା ଭାଗ ! ଏହି ଚଳଚିତ୍ର ପାଇଁ ଫରହାନ ଅଖତାର ସାଉଁଟିଥିଲେ ଅନେକ ପ୍ରଶଂସା । ପଶ୍ଚିମବଙ୍ଗର ଏକ ସ୍କୁଲରେ ମିଲଖା ସିଂହଙ୍କୁ ଦେଖାଇବା ପାଇଁ ଫରହାନ ଅଖତାରଙ୍କ ଫଟୋ ବ୍ୟବହାର କରାଯାଇଛି । ଆଉ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ଶିକ୍ଷା ବ୍ୟବସ୍ଥାରେ…

ସ୍କୁଲ ବହିରେ ବାଜପେୟୀଙ୍କ ଜୀବନୀ ! ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜୀବନୀକୁ ଅନୁସରଣ କରିବେ…

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଝୁରୁଛି ସାରା ଭାରତ । ଯିଏ ସଦାସର୍ବଦା ଲୋକଙ୍କ ହିତ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗକୃତ କରିଥିଲେ ତାଙ୍କ ବିୟୋଗରେ ଭାଙ୍ଗିପଡିଛି ସମଗ୍ର ଦେଶ । ଅନେକ ସ୍ଥାନରେ ବାଜପେୟୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭିନ୍ନ…

ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ ଆପଣଙ୍କ ମୋବାଇଲ ! ମିଳିଲା ୧୨ ପ୍ରକାର ଜୀବାଣୁ, ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ ।

ମୋବାଇଲ ଫୋନ ଆଜିକାଲି ଲୋକମାନଙ୍କ ପାଇଁ ଆବଶ୍ୟକିୟ ଜିନିଷ ପାଲଟିଗଲାଣି । ସକାଳୁ ଉଠୁ ଉଠୁ ଅନ୍ୟ କୌଣସି କାମ କରିବା ପୂର୍ବରୁ ମୋବାଇଲକୁ ଆଗ ଦେଖିଥାଉ ଏବଂ ରାତିରେ ଶୋଇବାର ଶେଷ ସମୟରେ ପର୍ଯ୍ୟନ୍ତ ମଧ୍ୟ ହାତରେ ମୋବାଇଲ ରହିଥାଏ । କେବଳ ସେତିକି ନୁହେଁ ଆମେ ଖାଇବା ବେଳେ ମଧ୍ୟ ଗୋଟେ ହାତରେ…

ବ୍ଲୁ-ହ୍ୱେଲ ପରେ ଭାଇରାଲ ହେଉଛି ମୋମୋ ଚ୍ୟାଲେଞ୍ଜ! ଟାସ୍କ ପୂରଣ କରିବାକୁ ଯାଇ ଜନ୍ମଦିନର ତିନି ଦିନ ପରେ ଆତ୍ମହତ୍ୟା…

ମୃତ୍ୟୁର ଖେଳ ବ୍ଳୁ-ହ୍ୱେଲ ପରେ ଏବେ ଭାରତରେ ଏଣ୍ଟ୍ରି କରିଛି ମୋମୋ ଚ୍ୟାଲେଞ୍ଜ । ରାଜସ୍ଥାନର ଆଜମେର ଜିଲ୍ଲାରେ ମୋମୋ ଚ୍ୟାଲେଞ୍ଜକୁ ପୁରା କରିବାକୁ ଯାଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତାହା ପୁଣି ଜନ୍ମଦିନର ତିନି ଦିନ ପରେ । ଯାହା ପୂରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଘଟଣା…

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର କସରତ । ଓଡିଶା କଂଗ୍ରେସ ପ୍ରଭାରୀଙ୍କ ସୂଚନା,୧୫ ଦିନ ମଧ୍ୟରେ ଘୋଷଣା ହେବ ପ୍ରାର୍ଥୀ…

କନକ ବ୍ୟୁରୋ: ୨୦୧୯ ପାଇଁ ପିସିସି କରୁଛି ମନ୍ଥନ । ଏନେଇ ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ୩ ଜଣ କାର୍ଯ୍ୟକାରୀ ସଭାପତି ଓ ନବ ନିଯୁକ୍ତ ପିସିସି କମିଟି ସଦସ୍ୟ ଯୋଗଦେଇଛନ୍ତି ।…

କ୍ରିକେଟ ଦୁନିଆକୁ ଅଲବିଦା କହିଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିସେଲ୍ ଜନସନ୍ ।

ଅର୍ନ୍ତଜାତୀୟ କ୍ରିକେଟରୁ ଅଲବିଦା ନେଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିସେଲ ଜନସନ୍ । ଅର୍ନ୍ତଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସେ ଅବସର ନେଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ୱେବସାଇଟରୁ ତାଙ୍କ ଅବସର ନେଇ ରବିବାର ସୂଚନା ମିଳିଛି । ୩୬ ବର୍ଷୀୟ ଜନସନ୍ ଗତ ମାସ ବିଗ୍ ବେସ୍ ଲିଗ୍ ସମୟରେ…