Daily Archives

August 4, 2018

ବ୍ୟାଙ୍କ ଖାତାରୁ ଗାଏବ ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କା ! ସଚେତନ ରୁହନ୍ତୁ, ନଚେତ୍ ଆପଣ ବି ହୋଇପାରନ୍ତି ଏହି ଫ୍ରଡର…

କାନାରା ବ୍ୟାଙ୍କ ପରେ ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମଧ୍ୟ ଏଟିଏମ୍ ଫ୍ରଡର ପର୍ଦ୍ଦାଫାସ ହୋଇଛି । ପିଏନବିର ୧୨ ଜଣ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ୟତୀତ ୧୯ ଜଣ ଗ୍ରାହକଙ୍କର ଏଟିଏମରୁ ଲକ୍ଷ ଲକ୍ଷ ଟଙ୍କାର ଫ୍ରଡ ହୋଇଥିବା ଜଣାପଡିଛି । ବ୍ୟାଙ୍କ ପକ୍ଷରୁ ଘଟଣାର ରିପୋର୍ଟ ନେଇ ଥାନାରେ…

ଆମକୁ ବସ୍ ଦିଅ । ରାଜରାସ୍ତା ଉପରେ ଧାରଣାରେ ବସିଲେ କୁନି କୁନି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଧାରଣାରେ ବସିଛନ୍ତି କୁନି କୁନି ସ୍କୁଲ ଛାତ୍ରଛାତ୍ରୀ । ଆଉ ଧାରଣାରେ ବସିଥିବା ଏହି ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ହେଉଛି ବସ ଚଳାଚଳ । ବଡ଼ବିଲ୍ ଥାନା ଭଦ୍ରାସାହି ଅଂଚଳର ଏକାଧିକ ସ୍କୁଲର ଛାତ୍ରଛାତ୍ରୀ ଯିବା ଆସିବା ପାଇଁ ସ୍ଥାନୀୟ ଖଣି କର୍ତୃପକ୍ଷ ସହାୟତାରେ ଚାଲୁଥିବା ବସ୍…

ପେଟ୍ରୋଲ ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇପାରେ, ଯଦି ମୋଦି ସରକାର ଏହି ସୁପାରିଶକୁ ଦିଅନ୍ତି ମଂଜୁରୀ

ନୀତି ଆୟୋଗ ଏମିତି ନୀତି ପ୍ରସ୍ତୁତ କରୁଛନ୍ତି, ଯଦ୍ୱାରା ପେଟ୍ରୋଲ କାର ଉପରେ ଖର୍ଚ୍ଚ ୧୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ । ଏହା ଅଧିନରେ ପେଟ୍ରୋଲରେ ଚାଲୁଥିବା ଯାତ୍ରୀ ବାହାନରେ ୧୫ ପ୍ରତିଶତ ମିଥାନଲ ମିଶାଯିବ । ଏବେ ଏହାକୁ ଅନିର୍ବାର୍ଯ୍ୟ ବନାଇବା ପାଇଁ କ୍ୟାବିନେଟ୍ ଅତି ଶୀଘ୍ର…

ବନ୍ଧୁତା ଦିବସ ପାଇଁ ରାଜଧାନୀର ତାରକା ହୋଟେଲ ଗୁଡ଼ିକରେ ପ୍ରସ୍ତୁତି ଜୋରଜାର : ଉତ୍ସାହିତ ଯୁବପୀଢ଼ି, ନାମୀଦାମୀ କେକ୍…

ବନ୍ଧୁତ୍ୱ ଦିବସକୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ । ତାରକା ହୋଟେଲ୍‌ଠାରୁ ଆରମ୍ଭ କରି ରେସ୍ତୋରାଁ, କେକ୍‌ ସପ୍‌, ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ମାନ-ଅଭିମାନ, ରାଗ-ରୁଷା ଓ ପ୍ରେମ-ବିଶ୍ୱାସକୁ ନେଇ ଗଢ଼ି ଉଠିଥିବା ବନ୍ଧୁତ୍ୱକୁ ଆଉ ଦୁଇ ପାଦ ଆଗକୁ ନେବା ପାଇଁ…

ବନ୍ଧୁତାର ସମ୍ପର୍କ : ଇତିହାସରୁ ବର୍ତ୍ତମାନ ଏବଂ ବାସ୍ତବରୁ ବଲିଉଡ଼ ଯାଏଁ

ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ, ସବୁ ସମୟରେ ପାଖରେ ଛିଡ଼ା ହୁଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ…

ରାଜ୍ୟର ପ୍ରଥମ ‘ଦକ୍ଷତା ସଂଗ୍ରହାଳୟ’ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ମାନବ ସମ୍ବଳ ପ୍ରଗତି ପଥରେ ହେବ ସହାୟକ

କନକ ବ୍ୟୁରୋ: ରାଜ୍ୟର ପ୍ରଥମ ଦକ୍ଷତା ସଂଗ୍ରାହଳୟର ଉଦଘାଟନ ହୋଇଯାଇଛି । କଟକ ସ୍ଥିତ ସରକାରୀ ଆଇଟିଆଇ ଖପୁରିଆରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଥିବା ଉଦଘାଟନୀ ଅବସରରେ କହିଛନ୍ତି ମୂଖ୍ୟମନ୍ତ୍ରୀ…