Daily Archives

August 4, 2018

ଭଉଣୀ ହେବ ତ ଏମିତି । ଭିନ୍ନକ୍ଷମ ଭଉଣୀର ସ୍ୱପ୍ନ ପୂରଣ ପାଇଁ ଅଧାରୁ ପାଠ ଛାଡିଲା ବଡ ଭଉଣୀ, କଲେଜକୁ କାନ୍ଧରେ ବୋହି…

କନକ ବ୍ୟୁରୋ : ବଡ଼ ଭଉଣୀର କାନ୍ଧ ପାଲଟିଛି ଭିନ୍ନକ୍ଷମ ସାନଭଉଣୀର ସାହା ଭରସା । ସାନ ଭଉଣୀର ଉଚ୍ଚଶିକ୍ଷା ସ୍ୱପ୍ନ ପୂରଣ କରିବା ପାଇଁ ବଡ଼ ଭଉଣୀ ନେଇଛି ଦାୟିତ୍ୱ । ମଣିଷପଣିଆର ଏଭଳି ଏକ ପ୍ରେରଣାଦାୟୀ ଚିତ୍ର ସାମ୍ନାକୁ ଆସିଛି ନବରଂଗପୁରରୁ, ଯେଉଁଠି ଦିବ୍ୟାଙ୍ଗ ହେବା ମଧ୍ୟ ସୃଷ୍ଟି…

ଭାରତରେ ପ୍ରଥମ ଥର ପାଇଁ ତିଆରି ହେଲା ମଣିଷ ପରି ରୋବଟ ‘ରଶ୍ମି’ ! ଶୁଦ୍ଧ ହିନ୍ଦୀ ସହ ଭୋଜପୁରୀ ଓ ମରାଠିରେ କରିପାରେ…

ରୋବଟ ସୋଫିଆ ପରେ ଭାରତରେ ମଧ୍ୟ ମଣିଷ ପରି ରୋବଟ ତିଆରି କରାଯାଉଛି । ଆଗାମୀ ସମୟରେ ରୋବଟ ଦ୍ୱାରା ସବୁ କାମ କମ ସମୟରେ ହୋଇପାରିବ । ସୀମାରେ ମୁତୟନ ହେବା ସହ ଘରୋଇ କାମରେ ମଧ୍ୟ ସାହାଯ୍ୟ କରିବ ରୋବଟ୍ । ଏହାସହ ମିଣିଷର ଏକୁଟିଆପଣକୁ ମଧ୍ୟ ଦୂର କରିବ ରୋବଟ୍ । ଏହାସହ ମଣିଷ ଜାଗାରେ ରୋବଟ…

ବିଶ୍ୱର ଏମିତି ଏକ ଗାଁ । ଯେଉଁଠି ମାଟିତଳେ ରହିଛି ୧୫୦୦ ଘର, ଫିଲ୍ମ ସୁଟିଂ କରିବାକୁ ଆସନ୍ତି ହଲିଉଡ ନିର୍ମାତା

ବିଶ୍ୱର ଏମିତି ଏକ ଗାଁ ଯେଉଁଠି ଲୋକମାନେ ଭୂମି ଉପରେ ନୁହେଁ ବରଂ ଭୂମି ତଳେ ଘର ନିର୍ମାଣ କରି ରହୁଛନ୍ତି । ସବୁଠୁ ମଜାଦାର କଥା ହେଉଛି ଏହି ଗ୍ରାମରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୫୦୦ ଘର ଭୂମି ତଳେ ନିର୍ମାଣ କରାଯାଇଛି । ଗ୍ରାମର ଅଧିକାଂଶ ଲୋକ ଅଣ୍ଡରଗ୍ରାଉଣ୍ଡ ଘରେ ରହୁଛନ୍ତି…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦୁଇ ଛାତ୍ର ! ୬୯ ବର୍ଷ ପରେ ସ୍କୁଲକୁ ପହଞ୍ଚିଲା ବିଜୁଳୀ

ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ସମୟରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ସହ ତା’ର ସମାଧାନ କରୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । କେଉଁଠି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇ କିଏ ଝିଅ ବାହାଘର ପାଇଁ ଆର୍ଥିକ ସାହାୟତା ମାଗୁଛି ତ ଆଉ କେଉଁଠି ଚିକିତ୍ସା ପାଇଁ ସାହାଯ୍ୟ ଭିକ୍ଷା କରୁଛି ।…

ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଆଜି ଜନ୍ମ ଦିନ : ଆସନ୍ତୁ ପୁଣିି ଥରେ ତାଙ୍କୁ ମନେ ପକାଇବା

ବଲିଉଡ୍ ଆକ୍ଟର, ଡିରେକ୍ଟର୍, ପ୍ରଡ୍ୟୁସର୍, ସ୍କ୍ରିନପ୍ଲେ ରାଇଟର୍, କମ୍ପୋଜର୍, ଲିରିସିଷ୍ଟ ଏବଂ ଲେଜେଣ୍ଡ୍ରି ପ୍ଲେ ବ୍ୟାକ୍ ସିଙ୍ଗର୍ କିଶୋର୍ କୁମାରଙ୍କ ଆଜି ହେଉଛି ଜନ୍ମ ଦିନ । କିଶୋର୍ କୁମାର୍ ହିନ୍ଦୀ ଫିଲ୍ମ ଜଗତର ଜଣେ ସଫଳ ଗାୟକ ଭାବେ ଜଣା ଯାଆନ୍ତି । କିଶୋର୍ କୁମାର୍ ବା ଆଭାଷ…

‘ଉଜ୍ୱଳା’ ବିବାଦ : ବିଜେଡିର ଟାର୍ଗେଟ, କରୁନାହାଁନ୍ତି ଦ୍ୱିତୀୟ ରିଫିଲିଂ, ବିଜେପିର ଜବାବ ମହିଳାଙ୍କ ଆର୍ଥିକ ସ୍ଥିତି…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ମହତ୍ୱାକାଂଖି ଯୋଜନା ଉଜ୍ୱଳାର ସଫଳ ରୂପାୟନକୁ ନେଇ ମୋଦି ସରକାର ବାହା ବାହା ନେବାକୁ ଚେଷ୍ଟା କରୁଥିବା ବେଳେ ଆଜି ଏ ପ୍ରସଙ୍ଗରେ କଡା ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି ଯେ ଦେଶରେ ୫କୋଟି ଗରିବ ମହିଳାଙ୍କୁ ଏହି…