Daily Archives

June 2, 2018

ଏକ ଜବରଦଖଲର ବିରଳ କାହାଣୀ ! ୩୦ ବର୍ଷ ଧରି ଜବରଦଖଲ ହୋଇଥିବା ବିଶାଳ ବିଲ୍ଡିଂ ଉପରେ ଚାଲିଲା ବୁଲଡ଼ୋଜର, ୧୧ ଘଣ୍ଟାରେ…

କନକ ବ୍ୟୁରୋ : ରାଜଧାନୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଏଜି ଛକ ନିକଟରେ ପାଖାପାଖି ଦେଢ ଏକର ଜମିକୁ ୩୦ ବର୍ଷ ଧରି ନିଜ କବଜାରେ ରଖିଥିଲେ ରଘୁ ରାୟ ନାମକ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଜାଲ କାଗଜପତ୍ର କରି ଏହି ଜାଗାରେ ସ୍କୁଲ ନିର୍ମାଣ କରିଥିଲେ । ସାଧାରଣ ପ୍ରଶାସନର ଉଦ୍ୟମ ପରେ ବି…

ରାଜଧାନୀରେ ମାତିଲେ ଲୁଟେରା! ମହିଳାଙ୍କୁ ରକ୍ତରେ ଭିଜାଇଲେ, ଚେନ୍ ଲୁଟି ମାରିଲେ ଚମ୍ପଟ

କନକ ବ୍ୟୁରୋ : ମୁଣ୍ଡକୁ ହାଣି ମହିଳାଙ୍କଠାରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ । ରାଜଧାନୀରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏଭଳି ଏକ ଘଟଣା । ବରମୁଣ୍ଡାରୁ ସୂର୍ଯ୍ୟନଗର ଫେରୁଥିବା ଏକ ଦମ୍ପତିଙ୍କୁ ଦୁଇ ଲୁଟେରା ପଛପଟୁ ମରଣାନ୍ତକ ଆକ୍ରମଣ କରି ସୁନା ଚେନ୍ ଲୁଟି ନେଇଛନ୍ତି । ଲୁଟେରାଙ୍କ…

କ୍ୟାମେରାକୁ ଦେଖି କାନ୍ଦିଲେ ବିଧାୟକ ! ହ୍ୱିଲ ଚେୟାରରେ ବସି ଅସୁସ୍ଥ ପ୍ରଭାତ ବିଶ୍ୱାଳ କହିଲେ, ନିସ୍ତେଜ ଲାଗୁଛି,…

କନକ ବ୍ୟୁରୋ : ବିଧାୟକଙ୍କ ଆଖିରେ ଲୁହ । ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଛନ୍ଦି ହୋଇଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି ଏକ ଭିନ୍ନ ରୁପରେ ଦେଖିବାକୁ ମିଳିଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ପ୍ରଭାତ ବିଶ୍ୱାଳ କହିଛନ୍ତି-…

ମହାନଦୀ ମହଙ୍ଗା ପଡ଼ିବା ପୂର୍ବରୁ ମାନିଗଲେ ଧର୍ମେନ୍ଦ୍ର ! ୨୦୧୯ ପାଇଁ ବଦଳିଲା କି ବିଜେପିର ରଣନୀତି

କନକ ବ୍ୟୁରୋ : ରମଣ ସିଂଙ୍କ ବୟାନକୁ ନେଇ ଅଡୁଆରେ ପଡିବା ପରେ ମହାନଦୀ ନେଇ ଆଭିମୁଖ୍ୟ ବଦଳାଇଥିବା ରାଜ୍ୟ ବିଜେପି ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆକ୍ରମଣ । ଉଭୟ ବିଜେଡି ଓ କଂଗ୍ରେସ ଆକ୍ରମଣକୁ ଶାଣିତ କରିଛନ୍ତି । ଆଉ ଏହାରି ଭିତରେ ନଜର ରହିଛି ବିଜେପିର ପରବର୍ତି ପଦକ୍ଷେପ ଉପରେ । କାରଣ…

ହଜିଯାଇଛିି ରତ୍ନଭଣ୍ଡାର ଚାବି, ଭଙ୍ଗା ଯାଇପାରେ ଭିତର ଭଣ୍ଡାର ତାଲା !

କନକ ବ୍ୟୁରୋ : ବଡ ଦାଣ୍ଡ, ବଡ ଦେଉଳ ଓ ବଡ ଠାକୁରଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ଜଡିତ । ହେଲେ ସେହି ବଡ ଠାକୁରଙ୍କୁ ନେଇ ଯେଉଁ ବଡ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବିସ୍ମିତ କରିଛି । କାରଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମନ୍ଦିର ପ୍ରଶାସନ କହିଛି ଯେ, ମହାପ୍ରଭୁ…

ଏକାଦଶାହରେ ପହଞ୍ଚିଲେ ବିଜେଡ଼ି ନେତା ! ବୈଜୟନ୍ତଙ୍କ ବାପା ବଂଶୀଧର ପଣ୍ଡାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡ଼ିର…

କନକ ବ୍ୟୁରୋ : ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ସହ ସଂପର୍କ ଛିନ୍ନ କରିବା ସମୟରେ ଯେଉଁ ୩ ପୃଷ୍ଠାର ଚିଠି ଲେଖିଥିଲେ, ସେଥିରେ ବାପା ବଂଶୀଧର ପଣ୍ଡାଙ୍କ ଅନ୍ତିମ ଦର୍ଶନରେ କେହି ବିଜେଡି ନେତା ନଆସିବା ତାଙ୍କୁ ବ୍ୟଥିତ କରିଥିବା ଲେଖିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଆଉ ଏସବୁ…