Daily Archives

June 2, 2018

ଉଡାଣ ଭରିବା ସମୟରେ ଫାଟିଗଲା ବିମାନର ଟାୟାର ! ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ ।

ଅହମ୍ମଦାବାଦରୁ ବ୍ୟାଂକକ୍ ଯାଉଥିବା ସ୍ପାଇସ ଜେଟ୍ ବିମାନ ଏସଇଜେ ୦୮୫ର ଟାୟାର ରନୱେରେ ଉଡାଣ ଭରିବା ସମୟରେ ଜଳିଯାଇ ଫାଟି ଯାଇଥିଲା । ଅଚାନକ ହୋଇଥିବା ଏହି ଘଟଣାରେ ପାଇଲଟ, କ୍ରୁ ମେମ୍ବର ଏବଂ ୧୮୮ ଜଣ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯିବା ସହ ପାଇଲଟଙ୍କ କାରଣରୁ ଏକ ବଡଧରଣର ଦୁର୍ଘଟଣା ଟଳି ଯାଇଥିଲା…

ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ୯୦% ସଦସ୍ୟ ଦେଲେ ଇସ୍ତଫା! ୨୦୧୯ ନିର୍ବାଚନରେ ମୋଦିଙ୍କ ବିରୋଧରେ କରିବେ ପ୍ରଚାର

ବିଜେପିକୁ ଆଉ ଏକ ଝଟକା । ଆସାମ ଓ ଗୌହାଟୀରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳରୁ ପାଖାପାଖି ୯୦ ପ୍ରତିଶତ ସଦସ୍ୟ ଇସ୍ତଫା ଦେଇଛନ୍ତି। ଏମାନେ କହିଛନ୍ତି, ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ଭାରତୀୟ ଜନତା ପାର୍ଟି ବିରୋଧରେ ପ୍ରଚାର କରିବେ। ଆସାମର ଏକ…

ଆପଣ ଜାଣିଛନ୍ତି କି? ପିଜ୍ଜା ଠାରୁ ମଧ୍ୟ ଅଧିକ କ୍ଷତିକାରକ ପିଜ୍ଜା ବକ୍ସ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ପିଜ୍ଜା ସମସ୍ତଙ୍କର ପ୍ରିୟ ଫାଷ୍ଟ ଫୁଡ୍ । ଆପଣ ଶୁଣିଥିବେ ନିଶ୍ଚୟ ପିଜ୍ଜା ପାଟି କୁ ଯେତେ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ସେତିକି କ୍ଷତିକାରକ ମଧ୍ୟ । ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ…

ଲାପଟପ ଉପରେ ପେଟିଏମର ଜବରଦସ୍ତ ଅଫର ! ପେଟିଏମ ମଲରୁ କିଣିଲେ ମିଳୁଛି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ

ଯଦି ଆପଣ ଲାପଟପ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଠିକ ସମୟ । କାରଣ ଏବେ ଲାପଟପ ଉପରେ ଅଫରର ବର୍ଷା ହେଉଛି । ପେଟିଏମର ଇ-କର୍ମସ ସାଇଟ ପେଟିଏମ ମଲରେ ଲାପଟପର କିଛି ବ୍ରାଣ୍ଡ ଉପରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳୁଛି । ତେଣୁ ଖୁବଶୀଘ୍ର ଏହି ଅଫରର ଫାଇଦା…

ଆମାଜନ୍ ଆଣିଲା ‘ଗୋ କ୍ୟାସଲେସ୍ ମେଳା’ ! ଡିଜିଟାଲ ପେମେଣ୍ଟ କରନ୍ତୁ ଆଉ ପାଆନ୍ତୁ ଦମଦାର ଅଫର ।

ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ଡଟ୍ ଇନ୍ ପକ୍ଷରୁ ଆମାଜନ ପେ ସହାୟତାରେ ‘ଗୋ କ୍ୟାସଲେସ୍ ମେଳା’ ନାମକ ୨୧ ଦିନିଆ ଅନନ୍ୟ ସୁବିଧାର ଆରମ୍ଭ କରାଯାଇଛି । ଏହାଦ୍ୱାରା ଗ୍ରାହକ ସେମାନଙ୍କର ନିତିଦିନିଆ ପେମେଣ୍ଟ ଡିଜିଟାଲ ଉପାୟରେ ପ୍ରଦାନ…

ସରିଲା ସୁପ୍ରିମକୋର୍ଟ ଦେଇଥିବା ସମୟ ଅବଧି !  ପୁଅ ଅଖିଲେଶ ସହିତ ମୁଲାୟମ ସିଂ ଯାଦବ ଛାଡିଲେ ଘର ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବଙ୍ଗଳା ଛାଡିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟାରେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ ଦୀର୍ଘ ଦିନ ଧରି ରହିଆସୁଥିବା ସରକାରୀ ବାସଭବନକୁ ଛାଡି ଅନ୍ୟ ସ୍ଥାନକୁ…