Daily Archives

May 31, 2018

ବିଜେପିକୁ ୪୪୦ ଝଟକା! ଉପନିର୍ବାଚନରେ ନିଜ ଗଡ଼ରେ ମାତ୍ ଖାଇଲା ବିଜେପି, ମୋଦିଙ୍କ ପାଇଁ ସହଜ ନୁହେଁ ୨୦୧୯ ନିର୍ବାଚନ

କନକ ବ୍ୟୁରୋ : ଦୋହଲିଗଲା ବିଜେପି ଗଡ଼ । ପୁଣିଥରେ ଉପନିର୍ବାଚନରେ ମାତ୍ ଖାଇଛି ବିଜେପି । ଗୋଟିଏ ପଟେ ୨୦୧୯ ପାଇଁ ମୋଦି-ଶାହା ଯୋଡ଼ି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଉପନିର୍ବାଚନରେ ଗୋଟିଏ ପରେ ଗୋଟିଏ ଆସନ ବିଜେପି ହାତରୁ ଖସୁଛି । ଆଉ ଉପନିର୍ବାଚନର ଫଳାଫଳ ସୂଚିତ କରୁଛି ,…

ଏମିତି ବି ହୁଏ ! ସ୍ତ୍ରୀ ପୋଛି ଦେଇଥିଲା ମଥାରୁ ସିନ୍ଦୂର , କିନ୍ତୁ ଦଶାହ ପୂର୍ବରୁ ଘରେ ପହଞ୍ଚିଲା ସ୍ୱାମୀ

କନକ ବ୍ୟୁରୋ : ରାଜ୍ୟରେ କର୍ମନିଯୁକ୍ତି ଅଭାବ ଯୋଗୁଁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ଅନେକ ଶ୍ରମିକ । ପେଟପାଟଣା ପାଇଁ ରାଜ୍ୟ ବାହାରେ ଖଟୁ ଥିବା ବେଳେ କେହି କେହି ଘରକୁ ଫେରନ୍ତି, ତ ଆଉ କାହାର ମୃତଦେହ ଫେରେ । ବେଳେ ବେଳେ ଦାଦନ ଶ୍ରମିକଙ୍କ ନିଖୋଜ ଖବର ସାମ୍ନାକୁ ଆସେ । ହେଲେ ଆଜି ଦାଦନ…

ଭୁବନେଶ୍ୱରରେ ମାଓବାଦୀ ! ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ହେଲେ ଗିରଫ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଏକ ମାଓବାଦୀକୁ ଗିରଫ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏହି ମାଓବାଦୀକୁ ଗିରଫ କରିଛି କମିସନରେଟ ପୋଲିସ । ପଶ୍ଚିମବଙ୍ଗ ପୋଲିସ ପାଇଁ ଏହି ମାଓବାଦୀ ଜଣକ ମୋଷ୍ଟ ୱାଣ୍ଟେଡ ଥିଲା ବୋଲି ଜଣାପଡିଛି । ତେବେ ଓଡିଶା ଏବଂ ପଶ୍ଚିମବଙ୍ଗ ପୋଲିସର…

ଶ୍ରୀଦେବୀଙ୍କ ମୃତ୍ୟୁ ପଛର ଗୁମର ଫିଟୁଛି ! ସନ୍ଦେହ ଘେରରେ ରହିଛି ଏହି କୁଖ୍ୟାତ ଡନ୍ ।

ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୁତ୍ୟୁକୁ ଗତ ୨୫ ତାରିଖରେ ୩ ମାସ ପୂରି ଯାଇଛି। ଶ୍ରୀଦେବୀଙ୍କ ଅକାଳ ବିୟୋଗ ଜନିତ ଦୁଃଖରୁ ବଲିଉଡ୍ ଏଯାବତ୍ ସଂପୂର୍ଣ୍ଣ ରୂପେ ମୁକୁଳି ପାରିନାହିଁ। ଏପରିସ୍ଥିତିରେ ଶ୍ରୀଦେବୀଙ୍କ ମୁତ୍ୟୁକୁ କେନ୍ଦ୍ର କରି ବିଭିନ୍ନ ପ୍ରକାରର ରହସ୍ୟଜନକ କଥା…

ଗୋଟିଏ ହାତ ନାହିଁ ! ତଥାପି ସେ ହାର ମାନିନାହାନ୍ତି, ପରିବାର ପ୍ରତିପୋଷଣ ପାଇଁ ଦିନରାତି କରୁଛନ୍ତି ରାସ୍ତାକାମ ।

ଜୀବନରେ ଅନେକ ଦୁଃଖ କଷ୍ଟ ଆସିଥାଏ । କିନ୍ତୁ ସେଗୁଡିକୁ ଯିଏ ଖାତିର ନକରି ଆଗକୁ ବଢିଥାଏ ସିଏ ହିଁ ପ୍ରକୃତ ହିରୋ ହୋଇଥାଏ । ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଦିନେଶ କୁମାର । ଦିନେଶ ଜଣେ ସାଧାରଣ ଲୋକ ଅଟନ୍ତି କିନ୍ତୁ ତାଙ୍କ ଧୈର୍ଯ୍ୟ ଏବଂ ଉଦ୍ୟମ ହିମାଳୟ ଭଳି ଅଟେ । ଦିନେଶ ଜଣେ ଦିନ…

ଭାରତର ବେଷ୍ଟ କଲେଜ ! ଜାଣନ୍ତୁ କେଉଁ କଲେଜ କେଉଁ ବିଷୟ ପାଇଁ ପ୍ରସିଦ୍ଧ ।

ବର୍ତ୍ତମାନ ଛାତ୍ରଛାତ୍ରୀ ଏବଂ ବାପା ମା’ଙ୍କ ମଧ୍ୟରେ ପିଲାମାନଙ୍କ କ୍ୟାରିୟରକୁ ନେଇ ହଜାରେ ପ୍ରଶ୍ନ ଉଙ୍କି ମାରୁଥିବ । ପ୍ରତି ଘରେ ଚାହାନ୍ତି ତାଙ୍କ ପୁଅ କିମ୍ବା ଝିଅ ଭଲ ସ୍ଥାନରେ ପାଠ ପଢି ଭଲ ରେଜଲ୍ଟ କରି ପାସ୍ କରନ୍ତୁ । କିନ୍ତୁ ଏହି ଦିଗରେ ବେଳେବେଳେ ଉଭୟ ଛାତ୍ରଛାତ୍ରୀ ଏବଂ ବାପା…