Daily Archives

May 10, 2018

ନିଲାମ ହେବନି ଶ୍ରୀଜିଉଙ୍କୁ ଲାଗି ହେଉଥିବା ବସ୍ତ୍ର । ମତ ବଦଳାଇଲେ ନୀତି ପ୍ରଶାସକ । ମୁଖ୍ୟ ପ୍ରଶାସକ କହିଲେ, ଏଭଳି…

କନକ ବ୍ୟୁରୋ: ଶ୍ରୀଜିଉଙ୍କ ବସ୍ତ୍ର ନିଲାମ ହେବା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ କହିବା ପରେ ଏବେ ମତ ବଦଳାଇଛନ୍ତି । ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି, କେବଳ ଦାନ ଆକାରରେ ମିଳୁଥିବା ଲୁଗାକୁ ନିଲାମ କରାଯିବ । ଶ୍ରୀଜିଉଙ୍କ ଅଙ୍ଗଲାଗି ଲୁଗାକୁ ନିଲାମ କରାଯିବ ନାହିଁ । ସେହିଭଳି…

ନ୍ୟୁଜ ଫ୍ୟୁଜ ଛାଡିବେ କି କୁନା ତ୍ରିପାଠୀ? ନୂଆ ଦାୟିତ୍ୱ ମିଳିବା ପରେ କହିଲେ, ଗୁରୁ ଦାୟିତ୍ୱ ମିଳିଛି । ସମୟ ମିଳିଲେ…

କନକ ବ୍ୟୁରୋ : ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ମିଳିବା ପରେ ଏବେ ବଡ ପ୍ରଶ୍ନ ଉଠୁଛି, ଲୋକପ୍ରିୟ ଟିଭି ଶୋ ନ୍ୟୁଜ ଫ୍ୟୁଜରେ ଉପସ୍ଥାପନା ଦାୟିତ୍ୱ ତୁଲାଇବେ କି ନାହିଁ? ତେବେ ଏନେଇ କନକ ନ୍ୟୁଜକୁ ସୁଚନା ଦେଇ ସେ କହିଛନ୍ତି, ତାଙ୍କୁ ରାଜ୍ୟ…

ନୂଆ ଯୋଜନା ମାଧ୍ୟମରେ ସଂପର୍କର ସେତୁ ବାନ୍ଧିବେ କି କେସିଆର? ନୂଆ ଫର୍ମୁଲାକୁ ନେଇ ଚର୍ଚ୍ଚା ଜୋର୍ । କଣ ରହିଛି…

କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆଜି କୃଷକଙ୍କ କଲ୍ୟାଣ ପାଇଁ “ରୟତ-ବନ୍ଧୁ’ ନାଁରେ ବଡ଼ ଯୋଜନାର ଶୁଭାରମ୍ଭ କରିବା ସହ ଜାତୀୟ ସ୍ତରରେ ଏକ ସଂଘୀୟ ସାମ୍ମୁଖ୍ୟ ଗଢ଼ିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ଦେଶର ପ୍ରମୁଖ ଆଂଚଳିକ ଦଳର ମୁଖ୍ୟଙ୍କୁ ସାମିଲ କରି…

କଳାହାଣ୍ଡି ଜୟପାଟଣା ଡାକ୍ତରଖାନାରେ ହେଉଛି ଘନ ଘନ ବିଦ୍ୟୁତକାଟ ! ଛଟପଟ ହେଉଛନ୍ତି ରୋଗୀ ।

କନକ ବ୍ୟୁରୋ : ସାରା ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମପ୍ରବାହ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଅସହ୍ୟ ଗରମରେ ଜନ ସାଧାରଣ ଛଟପଟ ହେଉଛନ୍ତି । ଆଉ ଠିକ ଏତିକି ବେଳେ ବେଡି ଉପରେ କୋରଡା ସାଜିଛି ଘନ ଘନ ବିଦ୍ୟୁତକାଟ । ସରକାର ପାୱାରକଟ ହେବନି ବୋଲି ପ୍ରତିଶୃତି…

ସରିଲା ଲକ୍ଷେ କୋଟିର ଡିଲ୍ । ଫ୍ଲିପକାର୍ଟର ୭୭ପ୍ରତିଶତ ଅଂଶଧନ କିଣିଲା ଆମେରିକୀୟ ରିଟେଲ କମ୍ପାନୀ ୱାଲମାର୍ଟ

କନକ ବ୍ୟୁରୋ: ଫ୍ଲିଫକାର୍ଟକୁ ଅଧିଗ୍ରହଣ କଲା ଆମେରିକୀୟ କମ୍ପାନୀ ୱାଲମାର୍ଟ । ଘୋଷଣା ଅନୁଯାୟୀ ୱାଲମାର୍ଟ ଫ୍ଲିପକାର୍ଟର ୭୭% ଅଂଶଧନ କିଣିଛି । ଲକ୍ଷେ ୭ ହଜାର ୨୦୦ କୋଟି ଟଙ୍କା ମୂଲ୍ୟରେ ଅଧିଗ୍ରହଣ ହୋଇଥିବା ବେଳେ ଏହାକୁ ସବୁଠୁ ବଡ଼ ଇ-କମର୍ସ ଡିଲ୍ କୁହାଯାଉଛି । ଡିଲ୍ ଯୋଗୁ କମ୍ପାନୀର…