ଦ୍ୱନ୍ଦ ବଢ଼ାଇଲା ମନ୍ତ୍ରୀ-ସଚିବଙ୍କ ବୟାନ । ପୁଣି ରାଜରାସ୍ତାକୁ ଓହ୍ଲାଇବେ କି ଚିଟଫଣ୍ଡ୍ ଜମାକାରୀ?
କନକ ବ୍ୟୁରୋ: ଚିଟ୍ ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରି ପାଇବା ନେଇ ପ୍ରକାଶ ପାଇଲା ସନ୍ଦେହ । ଅର୍ଥସଚିବ କହିଛନ୍ତି, ସେମାନେ ନିଜ ଆଡୁ ଟଙ୍କା ଜମା କରିଥିଲେ ଆଉ ଧୋକା ଖାଇଛନ୍ତି । କେବଳ ସ୍ୱାନ୍ତନା ମୂଳକ ସହାୟତା ଭାବେ କିଛି ଅର୍ଥ ସରକାର ଦେବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ଏଥି ପାଇଁ…