ସେନାଧିକାରୀଙ୍କୁ ଏ କିଭଳି ସମ୍ମାନ ! ୩୦ ବର୍ଷ ଧରି ଦେଶସେବା କରିବାର ଫଳ ,ଏନଆରସି ତାଲିକାରେ ବିଦେଶୀର ମିଳିଲା ପରିଚୟ
୩୦ ବର୍ଷ ଧରି ସେନା ବାହିନୀରେ ଚାକିରୀ କରିଥିଲେ , ହେଲେ ଏବେ ଆସାମ ଏନଆରସି ତାଲିକା ତାଙ୍କୁ ବନେଇ ଦେଇଛି ବିଦେଶୀ । ଆମେ କହୁଛୁ ଅବସରପ୍ରାପ୍ତ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲାଙ୍କ କଥା । ଆଜି ପ୍ରକାଶିତ ହୋଇଥିବା ଆସାମର ଚୂଡାନ୍ତ ଏନଆରସି ତାଲିକାରେ ମହମ୍ମଦ ସନାଉଲ୍ଲାଙ୍କ ସହିତ ତାଙ୍କ ୨…