ଓଡ଼ିଶାରୁ ଥାଇଲାଣ୍ଡ ! ଗାଡ଼ି ଗଡିଲା ୨୮ଶହ କି.ମି । ମହିଳା ଶକ୍ତିର ସନ୍ଦେଶ ନେଇ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା ।
କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ବିଶ୍ୱାସ ଓ ଉତ୍ସାହ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବାଟ ଦେଖାଏ । ଆଉ ଆପଣ ସବୁ କାମକୁ ସମ୍ଭବ କରିପାରିବେ । ଏଭଳି କିଛି ଅସମ୍ଭକୁ ସମ୍ଭବ କରି ଦେଖାଇଛନ୍ତି ଓଡ଼ିଆ ଝିଅ । ଭାରତରୁ ଥାଇଲାଣ୍ଡକୁ ଦୁଃସାହାସିକ ସଡ଼କ ଯାତ୍ରା । ସଡ଼କ ପଥରେ ୨୮୦୦ କି.ମି କାର…