Daily Archives

February 20, 2019

ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ୍ । ମୋଟ୍ ୪୪ କୋଟି ବ୍ୟୟରେ ନିର୍ମିତ ବ୍ରିଜ୍, ଉଦଘାଟନ କଲେ…

କନକ ବ୍ୟୁରୋ: ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ । ୪୪ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ଚର୍ଚ୍ଚିତ ବ୍ରିଜକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ଓଭରବ୍ରିଜକୁ ବୁଲି ଦେଖିଛନ୍ତି । ଏହାସହ ବ୍ରିଜର…

ତେଲୁଗୁ ଭୋଟରଙ୍କ ଉପରେ ବିଜେଡିର ନଜର, ମନ ଜିଣିବାକୁ ଦଳ ଆଣିଲା ଆନ୍ଧ୍ର କଳାକାର ।

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ବଳ କଷୁଛି ବିଜେଡି । ସବୁ ବର୍ଗର ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଭୋଟ୍ ହାତେଇବାକୁ ଗୋଟିଚାଳନା କରୁଛି ବିଜେଡି । ଏନେଇ ନବରଙ୍ଗପୁର ଠାରେ ବିଜେଡି ତେଲୁଗୁ ସେଲ ପକ୍ଷରୁ ଆୟୋଜିତ ହୋଇଛି ସାଂସ୍କୃତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ…

ପୁତ୍ର ସନ୍ତାନ ଜନ୍ମ ଦେଲେ ସହିଦଙ୍କ ପତ୍ନୀ ! କହିଲେ, ପାକିସ୍ତାନ ଠାରୁ ପିତୃହତ୍ୟାର ପ୍ରତିଶୋଧ ନେବ ପୁଅ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆକ୍ରମଣେ ସହିଦ ହୋଇଥିବା ଯବାନ୍ ରାଜେଶ ଯାଦବଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୁଅକୁ ହରାଇବାର ଦୁଃଖ ଥିଲେ ବି ପରିବାର ଲୋକେ ଏବେ ଖୁସି ଅଛନ୍ତି । ପୁତ୍ର ସନ୍ତାନ ଜନ୍ମ ପରେ ସହିଦଙ୍କ ପତ୍ନୀ ଶ୍ୱେତା କହିଛନ୍ତି ବଡ଼ହେଲେ…

ଜୟପୁର ଜେଲରେ ପାକିସ୍ତାନୀ କଏଦୀକୁ ହତ୍ୟା : ଟିଭିର ଭଲ୍ୟୁମ ବଢ଼ାଇବାକୁ ନେଇ କଏଦୀଙ୍କ ମଧ୍ୟରେ ହୋଇଥିଲା ଝଗଡା

ରାଜସ୍ଥାନର ରାଜଧାନୀ ଜୟପୁରର ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ଏକ ପାକିସ୍ତାନୀ କଏଦୀର ହତ୍ୟା ମାମଲା ସାମନାକୁ ଆସିଛି । ଜୟପୁର ପୁଲିସ ଅନୁସାରେ, ଜେଲରେ ଏହି ହତ୍ୟା ପଛର କାରଣ କିଛି କଏଦୀଙ୍କ ମଧ୍ୟରେ ବିବାଦ ପରେ ହୋଇଥିବା ଝଗଡା ଥିଲା । ଜୟପୁର ପୁଲିସର ଅତିରିକ୍ତ କମିଶନର ଲକ୍ଷ୍ମଣ ଗୌଡ଼…

ପୋଲିସର କାମ କରିବ ରୋବଟ୍ ! ଥାନାରେ ରହି ଲୋକଙ୍କ ଉପରେ ନଜର ରଖିବା ସହ ଦେବ ପ୍ରଶ୍ନର ଉତ୍ତର

କନକ ବ୍ୟୁରୋ : ପୋଲିସର କାର୍ଯ୍ୟ ତୁଲାଇବ ରୋବଟ । ଭାରତରେ ପ୍ରଥମ ଥର ପାଇଁ ଏପରି ଏକ ରୋବର୍ଟ ତିଆରି ହୋଇଛି । କେରଳର ତିରୁବନ୍ତପୁରମରେ ପୋଲିସ ପକ୍ଷରୁ ଏଭଳି ଏକ ରୋବର୍ଟର ନିର୍ମାଣ କରାଯାଇଛି । ଏହି ପୋଲିସ ରୋବର୍ଟ କେପି-ବିଉଟିର ଉଦଘାଟନ କରିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।…

ବିପଦରେ ଓଡିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ : ବ୍ରିଜ ତଳେ ଗଢି ଉଠିଛି ଦୋକାନ ବଜାର । ଭଡାରେ ଦେଇ ବାଲେଶ୍ୱର ରିଜିଓନାଲ…

କନକ ବ୍ୟୁରୋ : ବିପଦରେ ଓଡିଶାର ପ୍ରଥମ ଫ୍ଲାଏଓଭର ବ୍ରିଜ । ବାଲେଶ୍ୱରରେ ତିଆରି ହୋଇଥିବା ଓଡ଼ିଶାର ଏହି ପ୍ରଥମ ଫ୍ଲାଏଓଭର ବ୍ରିଜ ଭୁଷୁଡ଼ି ପଡିବ କି ? ଏବେ ଏମିତି କିଛି ପ୍ରଶ୍ନ ବାଲେଶ୍ୱରବାସୀଙ୍କ ମନରେ ଉଙ୍କି ମାରୁଛି । ପୋଲ ତଳେ ଗଢି ଉଠିଥିବା ଦୋକାନ, ହୋଟେଲ ଓ ଜଳଖିଆ ଦୋକାନ ପୋଲ ପ୍ରତି…