Daily Archives

August 10, 2018

ଏମିତି ଶିକ୍ଷକଙ୍କୁ ଶହେ ସଲାମ ! ବର୍ଷାରେ ବନ୍ଧ ଭାଙ୍ଗି ଯିବାରୁ ପିଲାଙ୍କୁ ପଢାଇବା ପାଇଁ ଦୌଡିରେ ଝୁଲି ଝୁଲି ନଦୀ…

କୁହାଯାଏ କର୍ମ ହିଁ ଭଗବାନ । କର୍ମ କରିବାରେ କେବେ ହେଲେ ହେଳା କରିବା ଠିକ୍ ନୁହେଁ । ନିଜର କର୍ମ ଠିକ୍ ଭାବରେ କଲେ ତାହାର ଫଳ ମଧ୍ୟ ଆପଣଙ୍କୁ ମିଳିଥାଏ । ତେବେ ଉତ୍ତରାଖଣ୍ଡରେ ଜଣେ ଶିକ୍ଷକ ନିଜର କର୍ମ ପାଇଁ କରିଥିବା କାମ ଏବେ ଚର୍ଚ୍ଚା ବିଷୟ ପାଲଟିଛି । ବର୍ଷାର ବାହାନା କରି ଘରେ ବସିବା…

କାହିଁକି ଏନଡିଏକୁ ସୁହାଉଛି ବିଜେଡି ନିଷ୍ପତି, ଜାତୀୟ ଗଣମାଧ୍ୟମରେ କାରଣକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ : ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ମୋଦି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ମଧ୍ୟ ଫୋନ କରି କୃତଜ୍ଞତା ଜଣାଇଛନ୍ତି । ତେବେ ସମର୍ଥନ ପରେ ଏହି ଧନ୍ୟବାଦର ପର୍ବକୁ ନେଇ ଆରମ୍ଭ ହୋଇଯାଇଛି…

ସ୍ୱାଧୀନତା ଦିବସରେ ୧୪ଜଣ କଏଦୀଙ୍କୁ ମୁକ୍ତ କରାଇବେ ଏହି ୧୪ ବର୍ଷୀୟ ବାଳକ । ଜାଣନ୍ତୁ କିପରି ?

ଚଳିତ ବର୍ଷର ସ୍ୱାଧୀନତା ଦିବସରେ ୧୪ ଜଣ କଏଦୀ ଜେଲ୍ ଦଣ୍ଡରୁ ମୁକ୍ତ ହେବାକୁ ଯାଉଛନ୍ତି । ଏହି ୧୪ଜଣ କଏଦୀଙ୍କ ପାଇଁ ଭଗବାନ ସାଜିଛନ୍ତି ଜଣେ ୧୪ବର୍ଷିୟ ନାବାଳକ । ସ୍କଲାରସିପରୁ ମିଳିଥିବା ଟଙ୍କାକୁ ୧୪ଜଣ କଏଦୀଙ୍କ ପାଇଁ ଜରିମାନା ଆକାରରେ ଦେଇ ଭୋପାଲର ଆୟୁଷ କିଶୋର ଏହି କଏଦୀଙ୍କ ଦଣ୍ଡ କମ…

୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ନେଇ କୌଣସି ଯୋଜନା ନାହିଁ । ଲୋକସଭାରେ ସ୍ପଷ୍ଟ କଲେ ସରକାର

ଦେଶରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ କହିଛନ୍ତି ଯେ ୨୦୦୦ ଟଙ୍କା ନୋଟ…

ପେଟରେ ପଶିଗଲା ୩ଟି ଲୁହା ରଡ । ତଥାପି ହାର ମାନିଲେନି, ୪୦ କିଲୋମିଟର ଯାତ୍ରା କରି ପହଞ୍ଚିଲେ ହସ୍ପିଟାଲରେ

କଥାରେ ଅଛି ରଖେ ହରି ମାରେ କିଏ?ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ। ଜଣେ ମିସ୍ତ୍ରୀ ପେଟରେ ୩ଟି ଲୁହା ରଡ୍ ଫୁଟିଯାଇଥିବା ଅବସ୍ଥାରେ ଦୀର୍ଘ ୪୦ କିଲୋମିଟର ରାସ୍ତା ଆମ୍ବଲାନ୍ସରେ ଆସି କୋଲକାତାର ଚିତ୍ତରଂଜନ ନ୍ୟାସନାଲ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍…