Daily Archives

August 2, 2018

ଓଡିଶାରେ ୪୩ ହଜାର କୋଟି ନିବେଶ କରିବ ତାଇୱାନ କମ୍ପାନି, ୩୦ ହଜାର ଲୋକେ ନିଯୁକ୍ତି ପାଇବା ସମ୍ଭାବନା

କନକ ବ୍ୟୁରୋ : ଓଡିଶାରେ ପୁଞ୍ଜି ନିବେଶ କରିବ ତାଇୱାନର କଂପାନୀ । ପାରାଦୀପରେ ୪୩ ହଜାର କୋଟି ଟଙ୍କା ବ୍ୟୟରେ ପେଟ୍ରୋଲିୟମ କ୍ରାକର କମ୍ପାନି ପ୍ରତିଷ୍ଠା ପ୍ରସ୍ତାବ ଆସିଛି । ତାଇୱାନର ଏକ ପ୍ରତିନିଧି ଦଳ ପାରାଦୀପ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି…

ମୋଦିଙ୍କୁ ମିଳିବନି ଡକରା, ଇମ୍ରାନଙ୍କ ଶପଥ ଉତ୍ସବକୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଡାକିବ ନାହିଁ ପିଟିଆଇ । ଭାରତର ୩…

କନକ ବ୍ୟୁରୋ : ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଶପଥ ସମାରୋହ ଚର୍ଚ୍ଚାରେ ରହିିଛି । ପାକ ମିଡିଆରେ ରିପୋର୍ଟ ଅନୁସାରେ କ୍ରିକେଟର ସିଦ୍ଧୁ, ଗାଭାସ୍କର ଓ କପିଲ ଦେବଙ୍କ ସହ ଅଭିନେତାଙ୍କୁ ନିମନ୍ତ୍ରଣ ମିଳିଛି । ମୋଦିଙ୍କୁ ଇସଲାମାବାଦରୁ ଡାକରା ଆସିବ ନା ନାହିଁ ତାହା ବି…

ରିଲିୟାନ୍ସ ଜିଓ ଏବଂ ଏସବିଆଇର ପାର୍ଟନରସିପ ! ଆରମ୍ଭ ହେବ ଡିଜିଟାଲ ବ୍ୟାଙ୍କିଙ୍ଗ, ଉପଭୋକ୍ତାଙ୍କୁ ମିଳିବ ଅନେକ ସୁବିଧା…

ଡିଜିଟାଲ ବ୍ୟାଙ୍କିଙ୍ଗ ଦିଗରେ ରିଲିୟାନ୍ସ ଜିଓ ଏବଂ ଏସବିଆଇ ହାତ ମିଳାଇଛନ୍ତି । ଏବେ ଜିଓ ଏବଂ ଏସବିଆଇ ନିଜ ଗ୍ରାହକ ମାନଙ୍କ ପାଇଁ ଡିଜିଟାଲ ପେମେଣ୍ଟ ଏବଂ ବ୍ୟାଙ୍କଙ୍ଗ ସେବା ଆରମ୍ବ କରିବାକୁ ଯାଉଛି । ଜିଓ ଏବଂ ଏସବିଆଇ ଡିଜିଟାଲ ଦୁନିଆକୁ ଉନ୍ନତି କରିବା ପାଇଁ ଏଥିରେ ପାଦ ଦେଇଛନ୍ତି ।…

ବିଜେଡିର ୬୦ ବିଧାୟକଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା । ୨୦୧୯ରେ କିଏ ପାଇବ ଟିକେଟ, କାହା ଉପରେ ଆସ୍ଥା ପ୍ରକଟ କରିବେ…

କନକ ବ୍ୟୁରୋ : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କିଏ ପାଇବ ଟିକେଟ୍? ଆଉ କେଉଁ ନେତା ବାଦ ପଡିବେ ? ନିର୍ବାଚନ ଯେତେ ପାଖେଇ ଆସୁଛି ଏହାକୁ ନେଇ ଚର୍ଚ୍ଚା ସେତେ ଜୋର ଧରିବାରେ ଲାଗିଛି । କଂଗ୍ରେସ ଅଗଷ୍ଟ ମାସ ଶେଷ ସୁଦ୍ଧା ଅର୍ଦ୍ଧାଧିକ ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ କହିସାରିଛି ।…

ଅକ୍ଟୋବର ୨ରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ । ଜାଣନ୍ତୁ କେଉଁ ପ୍ଲାଷ୍ଟିକ ବୋତଲ ଫେରାଇଲେ ମିଳିବ ପଇସା, କେଉଁ…

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ଓଡିଶାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ । ତେଣୁ ପୁନଃ ପ୍ରକ୍ରିୟାକୃତ ପ୍ଲାଷ୍ଟିକ ସାମଗ୍ରୀକୁ ବାଦ ଦେଇ ବାକି ସମସ୍ତ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ବ୍ୟାନ ହେବାକୁ ଯାଉଛି ।ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ…

କେମିତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମିଳୁଛି ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର? ଏହା ପଛର ନାୟକ କିଏ? କନକ ନ୍ୟୁଜର…

କନକ ବ୍ୟୁରୋ : ଗୋଟିଏ ପଟେ ଅନୁପ୍ରବେଶକାରୀ ସମସ୍ୟାକୁ ନେଇ ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଆଧାର କାର୍ଡ ଭୋଟର କାର୍ଡ, ରାସନ କାର୍ଡ ଆଦି ପରିଚୟ ପତ୍ର କିଭଳି ସହଜରେ ଓଡିଶାରେ ପ୍ରସ୍ତୁତ ହୋଇପାରୁଛି କନକ ନ୍ୟୁଜର ଷ୍ଟିଂଗ ଅପରେସନରେ ତାହା ଜଣାପଡିଛି । ସ୍ଥାନୀୟ…