Daily Archives

August 2, 2018

ତ୍ରିରଙ୍ଗା ପଛର ପୁରା କାହାଣୀ! ଜାଣନ୍ତୁ କିପରି ରାଷ୍ଟ୍ରୀୟ ଧ୍ୱଜ ହେଲା ତ୍ରିରଙ୍ଗା ।

ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗାକୁ ଆମେ ସଲାମ କରିଥାଉ । ତ୍ରିରଙ୍ଗାର ସମ୍ମାନ ରକ୍ଷା କରିବା ପାଇଁ ଆମେ ଆମର ଜୀବନ ମଧ୍ୟ ଉତ୍ସର୍ଗ କରିଦେଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ ତ୍ରିରଙ୍ଗାକୁ ସମସ୍ତେ ଏତେ ଭଲ ପାଆନ୍ତି ସେହି ତ୍ରିରଙ୍ଗାକୁ ଡିଜାଇନିଂ କେଉଁ ବ୍ୟକ୍ତି କରିଛନ୍ତି । ତେବେ…

କେନ୍ଦୁଝର : ୫ ଟଙ୍କିଆ କଏନ୍ ଗିଳି ୫ ବର୍ଷୀୟ ଶିଶୁ ଗୁରୁତର

କନକ ବ୍ୟୁରୋ : ଛୋଟ ଛୋଟ ପିଲାଙ୍କୁ ଟଙ୍କା ଦେବାବେଳେ ବାପାମା’ ତଥା ପରିବାର ଲୋକ ସାବଧାନ ରହିବା ଉଚିତ୍ । କାରଣ ସାମାନ୍ୟ ଟିକିଏ ଅସୁବିଧା ପାଇଁ ଜୀବନ ଚାଲିଯିବା ପରି ଅସୁବିଧା ସୃଷ୍ଟି ହୋଇପାରେ । ନିକଟରେ ଏପରି ଏକ ଅଘଟଣ ଘଟିଛି । ଏକ ପାଞ୍ଚଟଙ୍କିଆ କଏନ୍ ଗିଳି ଜଣେ ଶିଶୁ ଗୁରୁତର ହୋଇଛି ।…

ବଜ୍ରପାତ ବିପଦ : ୧୦ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲେ ଆଞ୍ଚଳିକ ପାଣିପାଗ ବିଭାଗ

କନକ ନ୍ୟୁଜ: ବଜ୍ରପାତ ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ୭ଟା ୪୫ ମିନିଟ ମଧ୍ୟରେ ରାଜ୍ୟର ୧୦ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ସତର୍କ ସୂଚନା ଜାରି କରଛି ପାଣିପାଗ କାର୍ୟ୍ୟାଳୟ । ବଜ୍ରପାତ ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର, କଳାହାଣ୍ଡି,…

ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ : ନିଶାସକ୍ତ ଅବସ୍ଥାରେ ଖାଇଲା ଜୀବନ୍ତ କୁୁକୁଡ଼ା

କନକ ବ୍ୟୁରୋ : ମଦ୍ୟପାନ ଏକ ସାମାଜିକ ବ୍ୟାଧି । ଏହା ଏହା କେବଳ ମଦ୍ୟପ ବ୍ୟକ୍ତି ଓ ପରିବାରକୁ ଦୁର୍ଦ୍ଦଶା ଆଡ଼କୁ ଟାଣି ନିଏନି ବରଂ ସମାଜ ଓ ଦେଶକୁ ପ୍ରଭାବିତ କରିଥାଏ । ନିଶାସକ୍ତ ଅବସ୍ଥାରେ ମଣିଷ ହିତାହିତ ଜ୍ଞାନ ହରାଇବସେ । କେତେବେଳେ ଯେ କ’ଣ କରି ପକାଏ କିଛି ଜାଣିପାରେନାହିଁ ।…

ଜାରି ହେବାକୁ ଯାଉଛି ମୋଦି ସରକାରଙ୍କ ନୂଆ ଯୋଜନା ! ଏଣିକି ଶସ୍ତାରେ ପ୍ରତି ପରିବାରକୁ ମିଳିବ ୨ କିଲୋ ଡାଲି ।

ନିର୍ବାଚନ ଯେଉଁ ଯେଉଁ ପାଖେଇ ଆସୁଛି ସରକାରଙ୍କର ଦରଦ ଲୋକମାନଙ୍କ ପ୍ରତି ସେତିକି ବଢିବାରେ ଲାଗିଛି । ରାଜ୍ୟ ସରକାର ଲୋକମାନଙ୍କୁ ଗୋଟିଏ ସୁବିଧା ଯୋଗାଇ ଦେବା ବେଳେ କେନ୍ଦ୍ର ସରକାର ଲୋକମାନଙ୍କୁ ଆଉ ଦୁଇଟି ସୁବିଧା ଯୋଗାଇ ଦେଉଛନ୍ତି । ଟଙ୍କିକିଆ ଚାଉଳ ସ୍କିମକୁ ନେଇ ଓଡ଼ିଶା ସମେତ ବିଭିନ୍ନ…

‘କିକି’ ନେଇ ଯାଇପାରେ ଜୀବନ ? ଇଣ୍ଟରନେଟରେ ଟ୍ରେଣ୍ଡିଂ ‘କିକି’ ଚ୍ୟାଲେଞ୍ଜ ନେଇ ଓଡିଶା ପୋଲିସର ପରାମର୍ଶ, କଣ୍ଟ୍ରୋଲ…

କନକ ବ୍ୟୁରୋ: ବିଗତ କିଛି ଦିନ ମଧ୍ୟରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ‘କିକି’ ବା ‘ଇନ୍ ମାଇଁ ଫିଲିଙ୍ଗ୍ସ’ ଚ୍ୟାଲେଞ୍ଜ । ସାରା ବିଶ୍ୱରେ ଏହି ଚ୍ୟାଲେଞ୍ଜର ନିଶା ଏବେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କୁ ମତୁଆଲା କରି ଦେଇଛି । ଏହି କିକି ଚ୍ୟାଲେଞ୍ଜ ମଜାଦାର ହୋଇଥିଲେ ମଧ୍ୟ…