ଜୋତା କମ୍ପାନୀ ଗୁଡ଼ିକ ମଧ୍ୟରେ ଯୁଦ୍ଧ ! ୫୦ ପ୍ରତିଶତ ରିହାତି ଦେଉଛି Reebok

35

ଷ୍ଟାଇଲିଷ୍ଟ ଜୋତା ପାଇଁ ଲୋକପ୍ରିୟ କମ୍ପାନୀ ରିବକ୍ ବଜେଟ୍ ପୋର ଧମାକାଦାର ସେଲ୍ ଆରମ୍ଭ କରିଛି । କମ୍ପାନୀ ସବୁ ପ୍ରକାର ଜୋତା ଉନରେ ୫୦ ପ୍ରତିଶତ ଭାରି ରିହାତି ଉପସ୍ଥାପନ କରିଛି । ପ୍ରକୃତକଥା ହେଲା ସବୁ ପ୍ରାଣ୍ଡେଡ଼୍ ଜୋତା କମ୍ପାନୀ ଗୁଡ଼ିକ ମଧ୍ୟରେ ସ୍ପୋଟସ ବିଭାଗରେ ବଜାରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏଥିପାଇଁ କିଛି ସମୟ ପୂର୍ବରୁ ପୂମା ମଧ୍ୟ ସେଲ ଆରମ୍ଭ କରିଥିଲା । ଏବେ ରିବକ୍ ଆସିଛି ଏହି ଯୁଦ୍ଦରେ । କମ୍ପାନୀ ନିଜ ଅନଲାିନ୍ ୱେବସାଇଟରେ ସେଲର ଏକ ସ୍ପେସ୍ ତିଆରି କରିଛି ।

୧. ପୁରୁଷଙ୍କ ପାଇଁ REEBOK RUNNING OSR DISTANCE 3.0 SHOES

ଏମଆରପି – ୯,୯୯୯.୦୦
ରିହାତି -୪୯୯୯
ଏବେର ମୂଲ୍ୟ- ୪,୯୯୯
କେଉଁ ସପିଂ ସାଇଟରେ ହେଉଛି ଉପଲପ୍ଧ – shop4reebok.com

୨. ପୁରୁଷଙ୍କ ପାଇଁ REEBOK RUNNING SUBLITE TRANSITION SHOES
ଏମଆରପି – ୬,୨୯୯
ରିହାତି- ୫୦ ପ୍ରତିଶତ
ଏବେର ମୂଲ୍ୟ – ୩,୧୪୯
କେଉଁ ସପିଂ ସାଇଟରେ ହେଉଛି ଉପଲବ୍ଧ – shop4reebok.com

୩. ମହିଳାଙ୍କ ପାଇଁ REEBOK CASUAL SKYCUSH CASUAL SHOES
ଏମଆରପି ୭,୫୯୯
ରିହାତି ୫୦ ପ୍ରତିଶତ
ଏବେର ମୂଲ୍ୟ ୩,୭୯୯
କେଉଁ ସପିଂ ସାଇଟରେ ହେଉଛି ଉପଲବ୍ଧ – shop4reebok.com

୪. ପୁରୁଷଙ୍କ ପାଇଁ REEBOK CLUB C 85 SO SHOES

ଏମଆରପି – ୮,୯୯୯

ରିହାତି – ୫୦ ପ୍ରତିଶତ

ଏବେର ମୂଲ୍ୟ -୪,୪୪୯୯

କେଉଁ ସପିଂ ସାଇଟରେ ହେଉଛି ଉପଲବ୍ଧ – shop4reebok.com

୫. ପୁରୁଷଙ୍କ ପାଇଁ REEBOK RUNNING CLASSIC LEATHER IT SHOES
ଏମଆରପି – ୮,୯୯୯

ରିହାତି – ୫୦ ପ୍ରତିଶତ

ଏବେର ମୂଲ୍ୟ – ୪,୪୯୯

କେଉଁ ସପିଂ ସାଇଟରେ ହେଉଛି ଉପଲବ୍ଧ – shop4reebok.com

୬.ମହିଳାଙ୍କ ପାଇଁ REEBOK WALKING DMX LITE PRIME LOW SHOES
ଏମଆରପି – ୬,୫୯୯
ରିହାତି – ୫୦ ପ୍ରତିଶତ
ଏବେର ମୂଲ୍ୟ -୩,୨୯୯
କେଉଁ ସପିଂ ସାଇଟରେ ହେଉଛି ଉପଲବ୍ଧ – shop4reebok.com

କେବଳ ଏତିକି ନୁହେଁ , ଆହୁରି ଅନେକ ଜୋତା ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି ରିବକ୍ । ରିବକର ଲୋକପ୍ରିୟତା ଓ ବ୍ରାଣ୍ଡକୁ ଦୃଷ୍ଟିରେ ରଖିଲେ ଏହା ଅତି ଲୋଭନୀୟ ଅଫର । ଉଭୟ ପୁରୁଷ ଓ ମହିଳାଙ୍କ ସ୍ପୋଟସ ଜୋତାରେ ରିବକ୍ ରିହାତି ପ୍ରଦାନ କରୁଛି, ଯାହା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ଆଶା କରିଛି କମ୍ପାନୀ ।