ବକ୍ସ ଅଫିସରେ ଧମାଲ କରୁଛି ସାଉଥ ଫିଲ୍ମ ପୁଷ୍ପା: ୨୦୦ କୋଟି କ୍ଲବ ମୁହାଁ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଧାନା

330

କନକ ବ୍ୟୁରୋ: ବଡ ପରଦାରେ ଧୁମ ମଚାଉଛି ନୁଆ ଚଳଚିତ୍ର ପୁଷ୍ପା । ଏହି ସାଉଥ ଇଣ୍ଡିଆନ ଚଳଚିତ୍ର ପୁଷ୍ପାରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଲ୍ଲୁ ଅର୍ଜୁନ । ତେବେ ଅଲ୍ଲୁଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ରଶ୍ମିକା ମନ୍ଦନା । ଫିଲ୍ମଟିକୁ ବେଶ ପସନ୍ଦ କରିଛନ୍ତି ଜର୍ଶକ । ପ୍ରଥମ ଦିନରୁ ହିଁ ଜବରଦସ୍ତ ଓପନିଙ୍ଗ ସହ ଆଗେଇ ଚାଲିଥିବା ଏହି ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛିା