ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ରାଜ୍ୟରେ ଦଳକୁ ମଜଭୁତ କରିବାକୁ ପ୍ରିୟଙ୍କା…

କନକ ବ୍ୟୁରୋ : ଖୁବଶୀଘ୍ର ଓଡିଶା ଆସିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଓଡିଶାରେ କେମିତି ପୁଣି ଥରେ କଂଗ୍ରେସ ଦଳକୁ ମଜଭୁତ କରାଯାଇ ପାରିବ, ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପ୍ରିୟଙ୍କା ଆସିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରାଜସ୍ଥାନରେ…

ଭାଇଜାଗର ‘ଗୋଲ୍ଡ ମ୍ୟାନ୍’ । ହାତ ଓ ବେକରେ ପିନ୍ଧନ୍ତି ୫ କେଜିର ସୁନା, ହାସଲ କରିଛନ୍ତି ‘ଗୋଲ୍ଡ ମ୍ୟାନ୍’ ଟାଇଟଲ୍

କନକ ବ୍ୟୁରୋ : ବେକରେ ମୋଟା ସୁନା ଚେନ୍, ହାତରେ ସୁନାର ବ୍ରେସଲେଟ୍, ଘଣ୍ଟା ଏବଂ ମୁଦି ପିନ୍ଦି ମୁକ୍କା ଯେତେବେଳେ ଘରୁ ବାହାରିପଡନ୍ତି ସମସ୍ତେ ତାଙ୍କୁ ଲୋକେ ବୁଲି ବୁଲି ଚାହାନ୍ତି । ସେଲ୍ଫି ନେବା ପାଇଁ ଭିଡ ଜମାନ୍ତି । ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମର ସୀତମ୍ମାଧାରା ବାସିନ୍ଦା ମୁକ୍କାକୁ…

ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ : ଲୁମ୍ବିନୀରେ ପହଞ୍ଚି ମହାମାୟା ଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

କନକ ବ୍ୟୁରୋ : ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନେପାଳର ଲୁମ୍ବିନୀରେ ପହଞ୍ଚି ମହାମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ନେପାଳରେ ପହଞ୍ଚିବା ପରେ ବିମାନବନ୍ଦରରେ ମୋଦୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ସ୍ୱାଗତ କରିଥିଲେ । ଏହି ଗସ୍ତ ବେଳେ…

ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି : ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ;…

କନକ ବ୍ୟୁରୋ : ପୁରୀ ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଜିପିଆରଏସ ହୋଇନଥିବାରୁ ଏପରି ଘଟିଥିବା କୁହାଯାଉଛି । ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ଏବେ ଗୋଟିଏ ପରେ ଗୋଟିଏ…

ଜିନ୍ସ ବୟାନକୁ ନେଇ ବିବାଦରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ । କହିଲେ ‘ଏହା ଆମର ସଂସ୍କାର ନୁହେଁ’ ।

କନକ ବ୍ୟୁରୋ: ଫଟା ଜିନ୍ସକୁ ନେଇ ବିବାଦରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂହ ରାୱତ୍ । ପୂର୍ବରୁ ଜିନ୍ସକୁ ନେଇ ସେ ବିବାଦକୁ ଆସିଥିଲେ ବି ଏବେବି ସେହି ବୟାନରେ କାଏମ ଥିବା ଗଣମାଧ୍ୟମରେ ଦୃଢତାର ସହ ପ୍ରକାଶ କରିଛନ୍ତି । ଏହି ବୟାନକୁ ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥନ ମଧ୍ୟ…

ଆସୁଛି ଆଉ ଏକ ଲଘୁଚାପ : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ; ଆଜି ୯ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ…

କନକ ବ୍ୟୁରୋ : ତାତିରୁ ମିଳିବ ଆଶ୍ୱସ୍ତି । ଆସୁଛି ଆଉ ଏକ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି । ଏହା ଦିନେ କିମ୍ବା ୨ଦିନ ମଧ୍ୟରେ…

ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ : ଚିତ୍ରକୋଣ୍ଡା ଗୁଣ୍ଠାବେଡା ପଞ୍ଚାୟତରେ ବିଦ୍ୟୁତ୍ କାଟକୁ ନେଇ…

କନକ ବ୍ୟୁରୋ : ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ । ବାରମ୍ବାର ବିଦ୍ୟୁତ୍ କାଟ ହେବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବେଡା ପଞ୍ଚାୟତରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।…

ଆସାମରେ ବର୍ଷା ଆଣିଲା ବନ୍ୟା : ଲଗାଣ ବର୍ଷା ଯୋଗୁଁ ଆସାମର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି; ପାଣି ଘେରରେ ବିତୁଛି…

କନକ ବ୍ୟୁରୋ : ଆସାମରେ ବର୍ଷା ଆଣିଲା ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଆସାମର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପାଣି ଘେରରେ ବିତୁଛି ଲୋକଙ୍କ ଜୀବନ । ଯାତାୟତ ପାଇଁ ଲୋକଙ୍କର ଭରସା ପାଲଟି ଦେଶୀ ଡ଼ଙ୍ଗା । ତଳିଆ ଅଞ୍ଚଳରେ ପାଣି ଜମି ରହିବା ଯୋଗୁଁ ଜନଜୀବନ…

ଦେଶର କରୋନା ଅପଡ଼େଟ୍ : ୨୪ ଘଣ୍ଟାରେ ୨,୨୦୨ କରୋନା ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଭାରତକୁ ଆଶ୍ୱସ୍ତି । ପୁଣିଥରେ କରୋନା ସଂକ୍ରମଣ ଶିଥିଳ ପଡିଛି । ଆଜିର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨ ହଜାର ୨୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲିର ରିପୋର୍ଟ ଅନୁଯାୟୀ ଦିନକରେ ୨,୪୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।…

ଉତ୍ତର କୋରିଆରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ୨ଲକ୍ଷ ୯୬ ହଜାର ସଂକ୍ରମିତ ଚିହ୍ନଟ ପରେ ଜରୁରୀକାଳିନ ବୈଠକ ଡାକିଲେ…

କନକ ବ୍ୟୁରୋ : ଉତ୍ତର କୋରିଆରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ୨ ଲକ୍ଷ ୯୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଉତ୍ତର କୋରିଆରେ ପ୍ରଥମ ଲହର ଘୋଷଣା ହୋଇଥିଲା । ଏହା ପରେ ଏହି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮.୨୦ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ…