ସେବାୟତ ଶିବରାମ ପାତ୍ର ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ : ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଜବତ କଲା ୪ ବନ୍ଧୁକ, ୭…

କନକ ବ୍ୟୁରୋ : ସେବାୟତ ଶିବରାମ ପାତ୍ର ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ  । ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର  ସହିତ ୪ଟି ବନ୍ଧୁକ ଜବତ କରିଛି ପୁଲିସ । ଘଟଣାରେ ୭ଜଣଙ୍କୁ ଗିରଫ…

ସବୁଠୁ ଆଗରେ ୫୦୦ ଟଙ୍କିଆ,ଦ୍ୱିତୀୟରେ ୧୦ ଟଙ୍କିଆ । ହେଲେ କୁଆଡେ ଗଲା ୨୦୦୦ଟଙ୍କିଆ ନୋଟ୍?

କନକ ବ୍ୟୁରୋ: ୨୦୧୬ ନଭେମ୍ବର ୮ ତାରିଖରେ ମୋଦୀ ସରକାର ଦେଶରେ ନୋଟବନ୍ଦୀ ପ୍ରଚଳନ କରିବା ପରେ ଏଟିମରୁ ଖାଲି ୨୦୦୦ ଟଙ୍କିଆ ନୋଟ୍ ବାହାରୁଥିଲା । ହେଲେ ଏବେ ଏହାକୁ ଦେଖିବାକୁ ମିଳୁନି । ଏହା ପଛର କାରଣ କ’ଣ ? ୨୦୧୬ର ନଭେମ୍ବର ୮ ତାରିଖର ରାତିକୁ କେହି ଭୁଲିବେନି । ଯେତେବେଳେ କେନ୍ଦ୍ର…

ବିଜେପି ଉପରେ ବରୁଣଙ୍କ ଆକ୍ରମଣ, ବେରୋଜଗାରୀ ଓ ନିଯୁକ୍ତି ନେଇ ସରକାରଙ୍କୁ ପଚାରିଲେ ଏଭଳି ପ୍ରଶ୍ନ

କନକ ବ୍ୟୁରୋ : ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣିଥରେ ନିଜ ସରକାର ଉପରେ ଟାର୍ଗେଟ କରିଛନ୍ତି । ଏଥର ବରୁଣ ଦେଶରେ ବଢୁଥିବା ବେରୋଜଗାରୀ ଓ ଏହାକୁ ନେଇ ସରକାରଙ୍କ ଉଦାସୀନତା ଉପରେ ନିଜର ମତ ରଖିଛନ୍ତି । ଦେଶରେ ଏବେ ମହଙ୍ଗା ମାଡ ସହ ବେରୋଜଗାରୀ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ…

ଜୁନ ୨ରୁ ଆରମ୍ଭ ହେବ +୨ ମୂଲ୍ୟାୟନ : ୨ଟି ପର୍ଯ୍ୟାୟରେ ହେବ ଖାତା ଦେଖା

କନକ ବ୍ୟୁରୋ : ଜୁନ୍ ୨ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ମୁଲ୍ୟାୟନ । ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ୍ ୨ ତାରିଖରୁ ଜୁନ୍ ୧୨ ତାରିଖ ଯାଏଁ ଖାତାଦେଖା ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୧୩ରୁ ଜୁନ ୨୨ ତାରିଖ ଯାଏଁ ଚାଲିବ ଖାତାଦେଖା ପ୍ରକ୍ରିୟା ।…

ବିଶ୍ୱ ରେକର୍ଡ ରଚିଲେ ଋଷିଆର ବାହୁବଳୀ । ଏକା ସାଙ୍ଗରେ ଟାଣିଲେ ତିନୋଟି ହେଲିକପ୍ଟର

କନକ ବ୍ୟୁରୋ : ବିଶ୍ୱରେ ଅନେକ ଶକ୍ତିଶାଳି ଲୋକ ଅଛନ୍ତି । ଅନେକ ଆଶ୍ଚର୍ଯକର କାମ କରି ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । କିଏ ଦାନ୍ତରେ ଟ୍ରାକ୍ଟର, ଟ୍ରକ୍ ଭିଡି ବିଶ୍ୱରେକର୍ଡ କରିଛି ତ ଆଉ କିଏ ଦୁଃସାହସିକ କାର୍ଯ୍ୟ କରି ବିଶ୍ୱ ରେକର୍ଡ ବନାଇଛି । କିନ୍ତୁ ବର୍ତ୍ତମାନ ଯେଉଁ ବ୍ୟକ୍ତିଙ୍କ…

ପାଚିଲା ଆମ୍ବକୁ ସାବଧାନ୍ ! ବେଧଡକ ଚାଲିଛି କାର୍ବାଇଡ଼୍ ବ୍ୟବହାର; ଖାଇଲେ ହୋଇପାରେ ଚର୍ମରୋଗ, କ୍ୟାନସର ଭଳି ମାରାତ୍ମକ…

କନକ ବ୍ୟୁରୋ : ପାଚିଲା ଆମ୍ବକୁ ସାବଧାନ୍ । ନିଷେଧ ସତ୍ତ୍ୱେ ଚାଲିଛି କାର୍ବାଇଡ଼୍ ବ୍ୟବହାର । ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଛି । ବଜାରରେ ଭଳିକି ଭଳି ପାଚିଲା ଆମ୍ବ ପସରା ମେଲାଇ ବସିଛନ୍ତି ଦୋକାନୀ । କିନ୍ତୁ ଚଳିତ ବର୍ଷ ଆମ୍ବ ଦର ଅଧିକ ରହିଥିଲେ ମଧ୍ୟ ଲୋକେ ଏହାକୁ କିଣିବାକୁ ବାଧ୍ୟ…

ଗାଡିରେ ଆଉ ଚଳିବ ନାହିଁ ପୁରୁଣା ନମ୍ବର ପ୍ଲେଟ : ଡିସେମ୍ବର ସୁଦ୍ଧା ଲାଗିବ ନୂଆ ନମ୍ବର ପ୍ଲେଟ, ନିୟମ ଉଲ୍ଲଙ୍ଘନ କଲେ…

କନକ ବ୍ୟୁରୋ : ଗାଡ଼ିରେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ । ଏଣିକି ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଉଭୟ ନୂଆ ଓ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ…

ଫାଇନାଲ ଟିକେଟ ହାତେଇଲା ରାଜସ୍ଥାନ । ବଟଲର କହିଲେ, ଉପରୁ ସେନ ୱାର୍ଣ୍ଣ ଆମକୁ ଦେଖି ଗର୍ବ ଅନୁଭବ କରୁଥିବେ ।

କନକ ବ୍ୟୁରୋ : ଆଇପିଏଲର ଫାଇନାଲରେ ଏଣ୍ଟ୍ରି ମାରିଛି ରାଜସ୍ଥାନ । ବାଙ୍ଗାଲୋରକୁ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ରାଜସ୍ଥାନ । ଆଉ ଏହାସହ ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ଆଇପିଏଲ ଫାଇନାଲ ଖେଳିବାକୁ ସୁଯୋଗ ପାଇଛି ରାଜସ୍ଥାନ । ତେବେ ରାଜସ୍ଥାନକୁ ଫାଇନାଲ ଟିକେଟ ଦେବା ପଛର ସବୁଠୁ ବଡ…

ନନ୍ଦନକାନନରେ ସିଂହୀର ମୃତ୍ୟୁ : ସର୍ପାଘାତରେ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି । ବିଷଧର ସାପ କାମୁଡ଼ାରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ପୋଷ୍ଟମର୍ଟମ ଓ ନମୂନା ପରୀକ୍ଷା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ତେବେ ମୃତ୍ୟୁ ସିଂହୀ ଗଙ୍ଗାର ବୟସ ୧୫ ବର୍ଷ ଥିଲା…

ନାବାଳକଙ୍କୁ ଅପହରଣ ସନ୍ଦେହ : ୩ଜଣଙ୍କୁ ଅଟକ ରଖିଲେ ଗାଁ ଲୋକେ

କନକ ବ୍ୟୁରୋ : ନାବାଳକଙ୍କୁ ଅପହରଣ ସନ୍ଦେହରେ ୩ଜଣଙ୍କୁ ଅଟକ ରଖିଲେ ଗାଁ ଲୋକେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଛତ୍ରପୁର ଗାଁର ଜଣେ ନାବାଳକକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅଟକ ୩ଜଣ ହେଉଛନ୍ତି ଦୀନବନ୍ଧୁ ଦାସ, ତାପସ ଦାସ ଓ ରୁକ୍ମଣି ଦାସ । ଗତକାଲି ସନ୍ଧ୍ୟା…