ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢିବାକୁ ଉଦ୍ୟମ । ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସର ତଦନ୍ତ

କନକ ବ୍ୟୁରୋ : ଶ୍ରୀମନ୍ଦିର ସିଂହଦ୍ୱାରରେ ଅଭାବନୀୟ କାଣ୍ଡ । ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢିବାକୁ ଉଦ୍ୟମ ବେଳେ ଶ୍ରଦ୍ଧାଳୁଙ୍କୁ ଅଟକ ରଖିଲା ସିଂହଦ୍ୱାର ପୋଲିସ । ଶ୍ରଦ୍ଧାଳୁ ଜଣକ ହେଲେ ପଶ୍ଚିମବଙ୍ଗ ହଳଦୀଆପଡ଼ାର ରାକେଶ ହାଜରା । ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ୱାର ପୋଲିସ ଅଟକ ରଖିଛି । ତେବେ…

ସମସ୍ତଙ୍କ ଆଗରେ ମହିଳା ଓକିଲଙ୍କୁ ନିସ୍ତୁକ ମାଡ । ସମସ୍ତେ ଦେଖୁଥିଲେ , କେହି ରକ୍ଷା କଲେନି

କନକ ବ୍ୟୁରୋ: ବେଙ୍ଗାଳୁରୁରେ ଘଟିଛି ଏକ ଅଭାବନୀୟ ଘଟଣା । ବିନାୟକ ନଗରର ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଜଣେ ମହିଳା ଓକିଲଙ୍କୁ ଜଣେ ବ୍ୟକ୍ତି ନିସ୍ତୁକ ମାଡ ମାରୁଥିବା ଦେଖିବାକୁ ମିଳିଛି । ମହିଳା ଓକିଲଙ୍କୁ ବ୍ୟକ୍ତି ଜଣକ ସମସ୍ତଙ୍କ ଆଗରେ ନିର୍ଦ୍ଦୟ ଭାବେ ଗୋଇଠା ବିଧା ମାରୁଥିବା ଭିଡିଓ…

ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ହେବ ସମବାୟ ନିର୍ବାଚନ : ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ଭିସିରେ କଥା ହେଲେ…

କନକ ବ୍ୟୁରୋ : ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ । ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ବିଜେଡି ସୁପ୍ରିମୋ ଭିସିରେ କଥା ହୋଇଛନ୍ତି । ନିର୍ବାଚନ ପରିଚାଳନା ନେଇ ବିଜେଡି ୭ଜଣିଆ କମିଟି ଗଠନ କରିଛି । ଜିଲ୍ଲା ଓ ଜୋନସ୍ତରରେ କମିଟି ଗଠନ କରିବାକୁ ବୈଠକରେ ବ୍ଲୁପ୍ରିଣ୍ଟ…

ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ଜଣ ଯାତ୍ରୀ

କନକ ବ୍ୟୁରୋ : ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ । ବୌଦ୍ଧ ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, ଶାରଳା ନାମକ ଏକ ଘରୋଇ ବସ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ମାଧପୁର ନିକଟସ୍ଥ ୫୭…

ଯେଉଁଠି ଶିବଲିଙ୍ଗ ମିଳିଛି ତାହାକୁ ତୁରନ୍ତ ସିଲ୍ କର ।  ଜ୍ଞାନବାପି ସର୍ଭେ ଶେଷ ହେବା ପରେ ବାରଣାସୀ କୋର୍ଟଙ୍କ…

କନକ ବ୍ୟୁରୋ : ବାରଣାସୀ ଜ୍ଞାନବାପି ମସଜିଦ ଶେଷ ହୋଇଥିବା ବେଳେ ଏଠାରେ ଶିବଲିଙ୍ଗ ମିଳିଥିବା ନେଇ ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା । ଆଉ ଏହାପରେ ଏହି ସ୍ଥାନକୁ ସିଲ୍ କରିବାକୁ ଏବେ ନିର୍ଦ୍ଦେଶ ଦେଇଛନ୍ତି ବାରଣାସୀ କୋର୍ଟ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ କୋର୍ଟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ : ମୁଖ୍ୟ ପ୍ରଶାସକ ଏକାସଙ୍ଗେ ୩ଟି ଦାୟିତ୍ୱରେ ରହିବା ନେଇ ପ୍ରଶ୍ନ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଭିତରେ ମୁଖ୍ୟ ପ୍ରଶାସକ ଏକା ସଙ୍ଗେ ତିନୋଟି ଦାୟିତ୍ୱରେ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଅପରାଜିତା କହିଛନ୍ତି, ରାଜ୍ୟ ସରକାରଙ୍କ ବର୍ତ୍ତମାନ ପୂର୍ତ୍ତ ବିଭାଗର ସଚିବ ଯିଏ…

ରସେଲଙ୍କ ନୂଆ ରେକର୍ଡ । ଆଇପିଏଲରେ ପ୍ରଥମ ଖେଳାଳୀ ଭାବେ ରଚିଲେ ନୂଆ ଇତିହାସ, ଜାଣନ୍ତୁ କଣ ସେହି ରେକର୍ଡ?

କନକ ବ୍ୟୁରୋ : ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନିଜର ୬ଷ୍ଠ ବିଜୟ ହାସଲ କରିଛି । ଏହାସହ ପ୍ଲେ-ଅଫ ଖେଳିବା ଆଶା କୋଲକାତାର ଏଯାବତ ଉଜ୍ଜିବୀତ ରହିଛି । ତେବେ ଏହି ମ୍ୟାଚରେ ବିଧ୍ୱଂସୀ ଇନିଂସ ଖେଳିବା ସହ ନୂଆ ରେକର୍ଡ ହାସଲ…

ବୌଦ୍ଧରେ ରତ୍ନଭଣ୍ଡାରର ସନ୍ଧାନ : ପୋଖରୀ ଖୋଳିବା ବେଳେ ମିଳିଲା ରତ୍ନ ପଥରର ସନ୍ଧାନ; ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା…

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ରତ୍ନଭଣ୍ଡାରର ସନ୍ଧାନ ମିଳିଛି । ମନରେଗାରେ ପୋଖରୀ ଖୋଳିଲା ବେଳେ କିଛି ଶ୍ରମିକ ରତ୍ନ ପଥରର ସନ୍ଧାନ ପାଇଥିଲେ । ଏହାପରେ ପ୍ରଶାସନ ଜାଣିବା ପରେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି । ଜିଲ୍ଲାର ଶଗଡା ଗ୍ରାମପଞ୍ଚାୟତ, ଗୋପାଳପୁର, ଗୁନ୍ଦୁଳିଆ,…

ଜ୍ଞାନବାପୀ ମସଜିଦର ସର୍ଭେ ଶେଷ। କୂଅରୁ ମିଳିଲା କି ଶିବଲିଙ୍ଗ? କ’ଣ କହିଲେ ଉଭୟ ପକ୍ଷ?

କନକ ବ୍ୟୁରୋ:ଏବେ ସାରା ଦେଶର ନଜର ଜ୍ଞାନବାପୀ ମସଜିଦ ପ୍ରସଙ୍ଗ ଉପରେ । କାରଣ ଧର୍ମର ସହର ବାରାଣସୀରେ ବିବାଦୀୟ ଜ୍ଞାନବାପୀ ମସଜିଦର ସର୍ବେ କାମ ଶେଷ ହୋଇଛି । ଗତ ତିନି ଧରି ଚାଲିଥିବା ସର୍ଭେ ସମୟରେ ମସଜିଦ ପରିସରରେ ଥିବା ଏକ କୂଅ ଭିତରୁ ଶିବ ଲିଙ୍ଗ ମିଳିବା ସହ ଆହୁରି ଅନେକ କିଛି ହିନ୍ଦୁ…

ମାଲକାନଗିିରି ପୋଲିସକୁ ଆକ୍ରମଣ ଘଟଣା : ମାଟିଖାଲ ଗାଁରେ ପୋଲିସର ଚଢାଉ; ଭୟରେ ପୁରୁଷଶୂନ୍ୟ ହେଲା ଗାଁ

କନକ ବ୍ୟୁରୋ : ମାଲକାନଗିିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟିଖାଲ ଗାଁରେ ପୋଲିସର ଚଢାଉ । ଗଞ୍ଜେଇ ଚଢାଉ ସମୟରେ ମାଲକାନଗିରିରେ ପୋଲିସକୁ ମାଡ ମାରିବା ଘଟଣାରେ ମାଟିଖାଲ ଗାଁରେ ପୋଲିସ ଛାଉଣି । ଭୟରେ ପୁରୁଷଶୂନ୍ୟ ହେଲା ଗାଁ । କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ପ୍ଲାଟୁନ ପୋଲିସ ମିଳିତ…