ଦିବ୍ୟାଙ୍ଗଙ୍କୁ ବିମାନରେ ନ ଚଢାଇଦେବା ପଡିଲା ମହଙ୍ଗା, ଏବେ ଡିଜିସିଏ ଲଗାଇଲା ୫ ଲକ୍ଷ ଟଙ୍କାର ଜରିମାନା

କନକ : ଡିଜିସିଏ (ଡାଇରେକ୍ଟର ଜେନରାଲ ସିଭିଲ ଏଭିଏସନ) ତରଫରୁ ଇଣ୍ଡିଗୋ କମ୍ପାନୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ନ ଚଢାଇଦେବା ଅଭିଯୋଗରେ ଡିଜିସିଏ ତରଫରୁ ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରିଛି । ସୂଚନା ମୁତାବକ…

କର୍ଣ୍ଣାଟକରେ ଫେରିଲା ହିଜାବ ବିବାଦ। ମାଙ୍ଗାଲୋର ବିଶ୍ୱବିଦ୍ୟାଳୟରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ମିଳିଲାନାହିଁ…

କନକ ବ୍ୟୁରୋ : କର୍ଣ୍ଣାଟକରେ କିଛି ଦିନର ଅନ୍ତର ପରେ ପୁଣି ଥରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଛି । ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଶନିବାର କିଛି ଛାତ୍ରୀ ହିଜାବ ପରିଧାନ କରି କ୍ଲାସକୁ ଆସିଥିଲେ । ତେବେ ସେମାନଙ୍କୁ କ୍ଲାସରୁମରେ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା । ଏହା ପରେ ଏହାକୁ…

ଯୁଦ୍ଧ ଛଡାଇନେଇଛି ହାତ, ଗୋଡ । ଜୀବନରେ ଭରିଦେଇଛି ଯନ୍ତ୍ରଣା… ୟୁକ୍ରେନର ବିକଳ ଚିତ୍ର

କନକ ବ୍ୟୁରୋ : ଯୁଦ୍ଧ, ଯୁଦ୍ଧ, ଯୁଦ୍ଧ... ଲଢୁଥିବା ଲୋକଙ୍କ ପାଇଁ ଏହା ହାରଜୀତର ଖେଳ ହୋଇପାରେ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଯୁଦ୍ଧର ମାନେ ହେଉଛି ବିନାଷ । ଇତିହାସ ସାକ୍ଷୀ ରହିଛି ଯୁଦ୍ଧ କେବଳ ବିନାଷ କରିଥାଏ... ଯୁଦ୍ଧ କେବଳ ହିଂସା ଦେଇଥାଏ । ଯୁଦ୍ଧରୁ ମିଳିଥାଏ କେବଳ ଲୁହ, କଷ୍ଟ ଓ…

ରାଜନୀତିର କଥା କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ: କହିଲେ ଓଡ଼ିଶାରେ ବିଜେଡି ସହ ମିଶି କାମ କରୁଛି ବିଜେପି, ଅସ୍ଥିତ୍ୱ…

କନକ ବ୍ୟୁରୋ: ରାଜନୀତିର କଥା କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ତିନି ପ୍ରମୁଖ ଦଳ ବିରୋଧରେ ଆଣିଲେ ଅଭିଯୋଗ । ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ଶଙ୍କରାଚାର୍ଯ୍ୟ କହିଛନ୍ତି, ଏଠାରେ ସରକାରଙ୍କର ଧାରଣା ଅଛି ଯେ ତାଙ୍କ ପାଖରେ ଲୋକମତ ଅଛି ।…

ପାଇଖାନା ଭିତରେ ପାଠ ପଢୁଛି ପୁଅ, ମୁଣ୍ଡ ଗୁଞ୍ଜିଛନ୍ତି ୪ ପ୍ରାଣୀ କୁଟୁମ୍ବ  । ଶୁଣୁନାହିଁ ପ୍ରଶାସନ 

କନକ ବ୍ୟୁରୋ: ଆମେ ପରା ଗରୀବ  । ତେଣୁ ଆମ ଦୁଃଖ ଶୁଣିବାକୁ କେହି ନାହିଁ । ଭାଗ୍ୟକୁ ଆଦରି ଯାହା ଦିନ କାଟୁଛୁ । ଏକଥା  କହିଲା ବେଳକୁ ଆଖିର ଲୁହ ବୋଲ ମାନୁନି । ଫନିର ଝଡବାତ୍ୟା ସବୁକିଛି ଉଡାଇନେଲା । ମୁଣ୍ଟ ଗୁଞ୍ଜିବାକୁ ଛପରଟେ ନାହିଁ । କାନ୍ଥଟିଏ ଛିଡା କରିବାକୁ ଆଉ ସମ୍ବଳ ବି ନାହିିଁ ।…

ଲୁଟ ପରେ ସୁନା, ରୂପା, ହୀରା ଅଳଙ୍କାର ଯାଏ କୁଆଡେ? କଳା କାରବାରର କାହାଣୀ କହିଲେ ସମ୍ପୃକ୍ତ ଥିବା ବ୍ୟକ୍ତି

କନକ ବ୍ୟୁରୋ: ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଅପରାଧିମାନେ ନୂଆ ନୂଆ ତରିକା ଆପଣାଇ ଲୁଟ କରୁଛନ୍ତି । ପ୍ରତିଦିନ କେଉଁଠି ନାଁ କେଉଁଠି ଲୁଟ ହେଉଥିବାର ଖବର ଆପଣ ଦେଖିବାକୁ ପାଉଥିବେ । କିନ୍ତୁ ଲୁଟ ପରେ ସୁନା, ରୂପା, ହୀରାର ମୂଲ୍ୟବାନ ଅଳଙ୍କାର କୁଆଡେ ଯାଏ ତାହା ବହୁତ କମ ଲୋକ ଜାଣନ୍ତି ।…

ପିନାକୀଙ୍କୁ ବିଜୟ ମହାପାତ୍ରଙ୍କ ଜବାବ । ଘଟଣାସ୍ଥଳକୁ ଆସିନାହାନ୍ତି କି ଦେଖିନାହାନ୍ତି ପିନାକୀ ବାବୁ । 

କନକ ବ୍ୟୁରୋ: ସାଂସଦ ପିନାକୀ ମିଶ୍ରଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି ସାଂସଦ ନିଜେ ଘଟଣାସ୍ଥଳକୁ ଆସି ନାହାନ୍ତି କି ଦେଖି ନାହାନ୍ତି । ସେ ଯେଉଁ ପରିକ୍ରମା ପ୍ରକଳ୍ପ ଚାଲିବା କଥା କହୁଛନ୍ତି ଠିକ୍ କହୁଛନ୍ତି । ଭୁଲ କିଛି କହି ନାହାନ୍ତି ।…

ପ୍ରକଳ୍ପ କାମକୁ କେହି ରୋକିପାରିବେ ନାହିଁ । ଶୀଘ୍ର ଶେଷ ହେବ ପ୍ରକଳ୍ପ କାମ: ପିନାକୀ ମିଶ୍ର

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ କାମକୁ କେହି ରୋକିପାରିବେ ନାହିଁ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଆଇନ ଅନୁସାରେ ପ୍ରକଳ୍ପ କାମ ଆଗେଇ ଚାଲିଛି । ତେଣୁ ପ୍ରକଳ୍ପ କାମକୁ କେହି ରୋକିପାରିବେ ନାହିଁ ବୋଲି କହିଛନ୍ତି ପିନାକୀ । ମାମଲା ବିଚାରଧୀନ…

ପଞ୍ଜାବରେ ମାନ୍ ସରକାରଙ୍କ ବଡ ଘୋଷଣା, ହଟିଲା ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ : ପଞ୍ଜାବରେ ଆପ୍ ସରକାର ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ନେବାରେ ଲାଗିଛନ୍ତି । ଏକ ଲାଂଚ କାରବାରର ସୁରାଗ ପାଇବା ପରେ ନିଜ ମନ୍ତ୍ରୀମଣ୍ଡଳର ମନ୍ତ୍ରୀଙ୍କୁ ତୁରନ୍ତ ବହିସ୍କାର କରି ଚର୍ଚ୍ଚାରେ ଥିବା ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପୁଣି ଏବେ କିଛି ଭିଆଇପିଙ୍କ ଠାରୁ ସୁରକ୍ଷା…

ବାଲିଗୁଡାରୁ ଟିଫିନ୍ ବୋମା ଉଦ୍ଧାର । ଟିଫିନ୍ ବୋମାକୁ ନଷ୍ଟ କଲେ ସିଆରପିଏଫ୍ ଯବାନ

କନକ ବ୍ୟୁରୋ : ମାଓବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ର ପଣ୍ଡକଲେ ସିଆରପିଏଫ୍ । କନ୍ଧମାଳ ବେଲଘର ଥାନା ଲଙ୍କାଗଡ଼ ଅଞ୍ଚଳରେ ମାଓବାଦୀମାନେ ଟିଫିନ୍ ବୋମା ଖଞ୍ଜିଥିବା ବେଳେ ସିଆରପିଏଫ ଯବାନ ବୋମା ଉଦ୍ଧାର କରିଛନ୍ତି । ଫଳରେ ବଡ଼ ଧରଣର ଅଘଟଣକୁ ରୋକାଯାଇପାରିଛି । ବୋମା ନିଷ୍କ୍ରିୟ କରିବା ସହ ଘଟଣାର…