ଫଇସଲା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ । ନବୀନ କରିବେ ୱାନ୍ ଟୁ ୱାନ୍ ସାକ୍ଷାତ । କଣ ଥିଲା ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ହେବ କୋଶ୍ଚିନ୍ ଆନସର । ପ୍ରଶ୍ନ କରିବେ ମୁଖ୍ୟମନ୍ତ୍ରୀ, ଉତର ରଖିବେ…

ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ସିବିଆଇ ଜେରାକୁ ଖଣ୍ଡନ କଲେ ଭାସ୍କର ରାଓ

ରାୟଗଡା : ଇତିଶ୍ରୀ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଓ ଏନ.ଭାସ୍କର ରାଓଙ୍କୁ ଜେରା ପ୍ରସଙ୍ଗ । ସିବିଆଇ ଜେରାକୁ ଖଣ୍ଡନ କରିଛନ୍ତି ଭାସ୍କର ରାଓ । କହିଲେ ମୋତେ ସିବିଆଇ ଜେରା କରିନି । ମୁଁ କେବଳ ରାୟଗଡା ସର୍କିଟ ହାଉସ ଯାଇଥିଲି । ଏହାସହ ଆଉ ଗୋଟିଏ ଗୁରୁତ୍ୱପୂଣ୍ଣ କଥା…

କେତେ ସୁରକ୍ଷିତ ବ୍ରେଡ, ପିଜା ଓ ବରଗର୍ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସହରାଂଚଳରେ ପ୍ରାୟ ପ୍ରତ୍ୟେକ ଭାରତୀୟ ପରିବାରରେ ବ୍ରେଡ, ପିଜା ଓ ବରଗର ପରି ଶୀଘ୍ର ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । କିନ୍ତୁ ଏହା କେତେ ସୁରକ୍ଷିତ ? ଏହା ଉପରେ ଏବେ ଉଠିଛି ପ୍ରଶ୍ନ । କୋଲ୍ଡ ଡ୍ରିଙ୍କସରେ କୀଟନାଶକ ଓ ମ୍ୟାଗି…

ଫାଟକ ଆସିଲେ ପକେଟ୍ ଖାଲି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ୍ ଯାତ୍ରୀଙ୍କ ଉପରେ ଟିକସ ପାହାର । କେନ୍ଦ୍ର ଓ ରାଜ୍ୟ ସରକାର ଯାତ୍ରୀଙ୍କ ଉପରେ ଲଦିଛନ୍ତି ଟୋଲ୍ ଟିକସ । ୨୦ କିଲୋମିଟରରୁ ଅଧିକ ଦୂର ଯାତ୍ରା କରୁଥିବା ଯାତ୍ରୀ ମାନେ ଏହି ଟିକସ ଦେବେ । ଥରେ ଯାଆସ କଲେ ଟୋଲଗେଟରେ ବସ୍ ପିଛା ଆଦାୟ ହେବ ୫ ଶହ ଟଂକା ।…

ଓସିଏକୁ ଖୁବ୍ ଶୀଘ୍ର ମିଳିବ ଟେଷ୍ଟ ମାନ୍ୟତା : ଆଶୀର୍ବାଦ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସିଏକୁ ଟେଷ୍ଟ ମ୍ୟାଚ୍ ମିଳିବା ସମ୍ଭାବନା । ଅନୁରାଗ ଠାକୁର ବିସିସିଆଇ ଅଧ୍ୟକ୍ଷ ହେବା ପରେ ଓସିଏ ଭାଗ୍ୟ ବଦଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶା କ୍ରିକେଟ ଆସୋସିଏସନକୁ ଖୁବ୍ ଶୀଘ୍ର ଟେଷ୍ଟ ମ୍ୟାଚ ମାନ୍ୟତା ମିଳିବ ବୋଲି କହିଛନ୍ତି ଓସିଏ ସମ୍ପାଦକ…

ଖୋର୍ଦ୍ଧା ସବରେଜିଷ୍ଟ୍ରା ଅଫିସ୍ ଆଗରୁ ୬ ଲକ୍ଷ ଲୁଟ୍

ଖୋର୍ଦ୍ଧା : ଭୂଜାଲିରେ ହାଣି ୬ଲକ୍ଷ ଲୁଟ୍ । ଖୋର୍ଦ୍ଧା ସବରେଜିଷ୍ଟ୍ରା ଅଫିସ୍ ଆଗରେ ଦିନ ଦ୍ୱିପହରରେ ଘଟିଛି ଏଭଳି ଘଟଣା । ଜଟଣୀର ଷ୍ଟାଂପ୍ ଭେଣ୍ଡରକୁ ହାଣି ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ । ଖୋର୍ଦ୍ଧା ବାଇପାସ ନିକଟରେ କିଛି ଦୁବୁର୍ତ ବେଣୁଧର ନାୟକଙ୍କୁ ଭୂଜାଲିରେ ଆକ୍ରମଣ କରି…

ଜଗତସିଂହପୁର ନିର୍ମାଣଧିନ ସେତୁ ନିକଟରେ ବୋମା ବିସ୍ଫୋରଣ

ଜଗତସିଂହପୁର : ଜଗତସିଂହପୁର ବିରିଡି ଥାନା ଅନ୍ତର୍ଗତ କାହାଳିଆପୁର ଠାରେ ନିର୍ମାଣଧିନ ସେତୁ ନିକଟରେ ଅଘଟଣ । କଲଭର୍ଟ କାମ ଚାଲିଥିବା ବେଳେବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣେ ମହିଳା ଶ୍ରମିକ ଆହତ ହୋଇଛନ୍ତି । ତେବେ ପ୍ରଥମେ ଆହତ ଶ୍ରମିକଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତି…

ଚୁମକି : ଏକ ନିଃସଙ୍ଗ ଜୀବନ କାହାଣୀ

ଚାଲିବାକୁ ଥିଲା ଅନେକ ବାଟ ହେଲେ ଚାଲୁ ଚାଲୁ ଝୁଂଟିଲେ । ହାତ ଧରି ନେବା ପାଇଁ ସାଥିରେ ଥିଲେ ମନ ଲାଖି ଜୀବନ ସାଥୀ ହେଲେ ଅଧା ବାଟରୁ ଚାଲିଗଲେ ସେ । ହେଲେ ଆଜି ଚୁମକି ନା ଚାଲି ପାରୁଛନ୍ତି ନା ଝୁଂଟି ପାରୁଛନ୍ତି । କିନ୍ତୁ ଏକା ହେଲେ ମଧ୍ୟ ମାଇଲ ମାଇଲ ବାଟ ସବୁ ଅତିକ୍ରମ କରିବାକୁ ସେ…

ପୁଣି ଫେରିଲା ତାତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଫେରିଲା ତାତିି । ଆଜିଠାରୁ ଆଭ୍ୟନ୍ତରିଣ ଓଡିଶାରେ ତାପମାତ୍ରା ବଢ଼ିବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସମଗ୍ର ରାଜ୍ୟରେ ୫ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ୨ ଦିନ ଯାଏଁ ଆଭ୍ୟନ୍ତରୀଣ…

ନୂଆପଡା ଏସପିଙ୍କ ଗଙ୍ଗାଜଲ ଷ୍ଟାଇଲ୍

ନୂଆପଡା: ନୂଆପଡା ଏସପିଙ୍କ ଗଙ୍ଗାଜଲ ଷ୍ଟାଇଲ । ପୁଲିସ ଉପରେ ଲୋକଙ୍କ ବିଶ୍ୱାସ ବଢାଇବାକୁ ଜନ ସଂପର୍କ ଶିବିର । ମାଓ ଅଧ୍ୟୁଷିତ ଇଲାକାରେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ, ସମସ୍ୟାର ସମାଧାନ ପାଇଁ ଦେଲେ ଅଭୟ ବାଣୀ । ମାଓବାଦୀ ବିଚାରରେ ପ୍ରଭାବିତ ନହୋଇ ପୁଲିସର ନିକଟତର ହେବାକୁ ଦେଲେ…