ଆଡପମଣ୍ଡପରେ ତିନିଠାକୁର । ଆଜି ଭକ୍ତମାନେ ପାଇଲେ ଆଡପ ଅଭଡା ।

କନକ ବ୍ୟୁରୋ: ଆଡପମଣ୍ଡପରେ ଏବେ ତିନିଠାକୁର । କୋଭିଡ ଯୋଗୁଁ ଦୁଇବର୍ଷ ହେବ ଦର୍ଶନ ପାଇବାକୁ ବଞ୍ଚିତ ଥିବା ଭକ୍ତଙ୍କ ଆଡପ ଦର୍ଶନ ପାଇବା ପରେ ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ରଥ ଉପରେ ମହାପ୍ରଭୁ ଦୁଇଦିନ ଧରି ଶୁଖିଲା ମହାପ୍ରସାଦ ଭୋଗ ଖାଉଥିଲେ । ଏବେ ମହାପ୍ରଭୁଙ୍କ ପାଖରେ ଲାଗିଛି…

ସାମ୍ନାକୁ ଆସିଲା ବଲାଙ୍ଗୀର ତହସିଲଦାରଙ୍କ କେଳେଙ୍କାରୀ: ମୃତ ଲୋକଙ୍କ ନାଁରେ ଜାଲିଆତି କରି ଚାଲିଥିବା ଜମି ବିକ୍ରି…

ମୃତ ଲୋକଙ୍କ ନାଁରେ ହେଉଛି ଜମି ବିକ୍ରି! ପରିଚୟ ପତ୍ରରେ ଅସଲି ନାଁ, ଲାଗିଛି ନକଲି ଲୋକଙ୍କ ଫଟୋ ବଲାଙ୍ଗୀର ତହସିଲ୍ଦାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କନକ ବ୍ୟୁରୋ: ଜମି ବିକ୍ରେତା ହେଉଛନ୍ତି ମୃତ ହର୍ଷ ଷାଣ୍ଢ । କିନ୍ତୁ ୨୦୦୫ ମସିହାରୁ ତାଙ୍କର ମୃତ୍ୟୁ ହୋଇସାରିଛି ।…

ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳା ଚୁଲି କିଏ ଭାଙ୍ଗିଲା? ପୁରୀ ଏସପି କହିଲେ, ରୋଷଶାଳା ଖୋଲା ଥିବାରୁ ଭାଙ୍ଗିଥାଇପାରେ…

କନକ ବ୍ୟୁରୋ: ପୁରୀ ଏସପିଙ୍କୁ ଗୁଣ୍ଡିଚା ମନ୍ଦିର ରୋଷଶାଳ ଚୁଲି ଭାଙ୍ଗିବା ଘଟଣାକୁ ନେଇ ପ୍ରଶ୍ନ କରାଯିବାରୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । କହିଛନ୍ତି ଏନେଇ କୌଣସି ଅଭିଯୋଗ ଆସି ନାହିଁ । ତେବେ ଗୁଣ୍ଡିଚା ମନ୍ଦିର ପରିସରରେ ମାଙ୍କଡ ପଶୁଥିବାରୁ ବୋଧେହୁଏ ଚୁଲିକୁ…

ରୁଚିକା ମୃତଦେହ ଓ ହାତ ପାପୁଲିକୁ ଦେଖି ତଦନ୍ତକାରୀ ଅଧିକାରୀଙ୍କ ଅନୁମାନ । ଶେଷ ମୁହୂର୍ତ୍ତରେ କାନ୍ଥକୁ ଖୁବ୍ ଜୋରରେ…

କନକ ବ୍ୟୁରୋ: ରୁଚିକାଙ୍କ ସହ ହଷ୍ଟେଲରେ ଶେଷ ସମୟରେ କଣ ଘଟିଥିଲା? ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ପାରିପାଶ୍ୱର୍ିକ ସ୍ଥିତିକୁ ଦେଖି ପୁଲିସ ଅନୁମାନ କରୁଛି ଯେ, ରୁଚିକା ଶେଷ ମୂହୂର୍ତ୍ତରେ ଖୁବ ଛଟପଟ ହୋଇଥିଲେ । ପୁଲିସ ଅନୁମାନ କରୁଛି, ଆତ୍ମହତ୍ୟା ସମୟରେ ରୁଚିକା ଖୁବ ଜୋରରେ…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ମୁହଁ ଖୋଲିଲେ ସହପାଠୀ । କହିଲେ, ଚାଲିଛି ଜୋରଦାର ରାଗିଂ । ଅନେକ…

କନକ ବ୍ୟୁରୋ: ଚାଞ୍ଚଲ୍ୟ ଖେଳାଇ ଦେଇଛି ବିଜେବି କଲେଜ +୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା । ରାଗିଂ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ରହିଥିଲେ ବି କେମିତି ବିଜେବି କଲେଜ ଭଳି ରାଜ୍ୟର ଏକ ପ୍ରମୁଖ କଲେଜରେ ରାଗିଂ ହେଉଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି…

କେବଳ ମେ’ ମାସରେ ୧.୭୫ କୋଟି ପୋଷ୍ଟ ଉପରେ ଫେସବୁକ କରିଛି କାର୍ଯ୍ୟାନୁଷ୍ଠାନ। ଜାଣନ୍ତୁ ଟ୍ୱିଟର, ଇନଷ୍ଟାଗ୍ରାମ ଓ…

କନକ ବ୍ୟୁରୋ : ମେଟାର ମାଲିକାନାରେ ଥିବା ସୋସିଆଲ ମିଡିଆ ସାଇଟ ଫେସବୁକ ଭାରତରେ କେବଳ ମେ ମାସରେ ୧.୭୫ କୋଟି ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଫେସବୁକ ତାର ମାସିକ ରିପୋର୍ଟରେ ପ୍ରକାଶ କରିଛି କି କମ୍ପାନୀ ଆଇଟି ନିୟମ ୨୦୨୧ ଆଧାରରେ ୧୩ ଟି ଉଲଙ୍ଘନ ଶ୍ରେଣୀ ପକ୍ଷଭୁକ୍ତ ଆଇନ ବଳରେ…

ଜୁନ୍ ସରି ଜୁଲାଇ ହେଲାଣି ବର୍ଷାର ଦେଖା ନାହିଁ। ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଆଷାଢରେ ମାଟି ଫାଟି କରିଛି ଆଁ।

କନକ ବ୍ୟୁରୋ: ଗୋଟେ ପଟେ ମୌସୁମୀର ଲୁଚକାଳି ଖେଳ, ଅନ୍ୟପଟେ ଶୁଖିଲା କେନାଲ ଚାଷୀଙ୍କ ହୋସ ଉଡାଇ ଦେଇଛି । ଜୁନ୍ ସରି ଜୁଲାଇ ୩ ତାରିଖ ହେଲାଣି ତଥାପି ବର୍ଷାର ଦେଖା ନାହିଁ କହିଲେ ଚଳେ । କାଁ ଭାଁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେଉଛି । ହେଲେ ତାହା ଚାଷ ପାଇଁ ପର୍ଯ୍ୟପ୍ତ ନୁହେଁ ।…

ଭଜନ ଗାଇଲେ ଢେଙ୍କାନାଳ ଜିଲ୍ଲାପାଳ। ସମାରୋହରେ ଭଜନ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲେ।

କନକ ବ୍ୟୁରୋ: ଭଜନ ଗାଇ ଭଜନ ସମାରୋହର ଉଦଘାଟନ୍ କଲେ ଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଭଜନ ସମାରୋହରେ ଖୁବ୍ ସୁନ୍ଦର ଗୀତ ଗାଇଛନ୍ତି । ରଥଯାତ୍ରା ଅବସରରେ ଢେଙ୍କାନାଳ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ବାଜି ଚଉକ ମାଉସୀ ମାଆ ମନ୍ଦିର ଠାରେ ୨ ଦିନ ଧରି ଭଜନ…

ଗୁଣ୍ଡିଚା ମନ୍ଦିର ରୋଷଶାଳ ଚୁଲି ଭାଙ୍ଗିଲା କିଏ? ପୁରୀ ଏସପି କହିଲେ, ରୋଷଶାଳାରେ ସବୁବେଳେ ପଶିଥାନ୍ତି ମାଙ୍କଡ।

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାର ଚୁଲି ଭାଙ୍ଗିବା ଘଟଣାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଚୁଲି ଭାଙ୍ଗିଲା କେମିତି, ତା’ର କାରଣ ଖୋଜା ଚାଲିଥିବା ବେଳେ ମାଙ୍କଡ ଚୁଲି ଭାଙ୍ଗିଥିବା କୁହାଯାଉଛି । ତେବେ ଚୂଲି ଭଙ୍ଗା ପ୍ରସଙ୍ଗରେ ପୁୁରୀ…

ମଗର ମୁହଁରୁ ଜୀବନ ବଞ୍ଚାଇ ଫେରିଆସିଲେ ରାଜକନିକାର ନିତ୍ୟାନନ୍ଦ। ବିଳମ୍ବିତ ରାତିରେ ନଦୀକୁ ଟାଣି ନେଉଥିଲା କୁମ୍ଭୀର।

କନକ ବ୍ୟୁରୋ: ବିଳମ୍ବିତ ରାତିରେ କୁମ୍ଭୀର ମୁହଁରେ ପଡିଯାଇଥିଲା ଜୀବନ । ଶୌଚ ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ନଇ କୂଳରୁ ଟାଣି ନେଇଥିଲା ମଣିଷଖିଆ ମଗର । ହେଲେ ନଦୀରେ ଦିଆଯାଇଥିବା ତାର-ବାଡରେ ଅଟକି ଯାଇଥିଲା ଜୀବନ । ବେକ ଓ ମୁଣ୍ଡକୁ କୁମ୍ଭୀର ଆକ୍ରମଣ କରିଥିଲେ ବି, କୁମ୍ଭୀର ସହ ଲଢେଇ କରି…