ଧୋନୀଙ୍କ ଯୋଗୁ ହିଁ ସଫଳତା ପାଇଛନ୍ତି ବିରାଟ କୋହଲି । ନିଜ ସିନିୟର ଖେଳାଳିଙ୍କ ଉପରେ ଅଭିଯୋଗ ଆଣି ଏମିତି କହିଲେ ଜଣେ…

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅହମ୍ମଦ ଶେହଜାଦ୍ ନିଜ ଦେଶର ସିନିୟର ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ଧୋନୀଙ୍କ ଯୋଗୁ ହିଁ ବିରାଟ କୋହଲିଙ୍କ ଭଳି ଖେଳାଳି ସଫଳତାର ଶିଖର ଛୁଇଁପାରିଥିଲେ ।…

ପିଓକେରେ ୫୦୦-୭୦୦ ଆତଙ୍କବାଦୀଙ୍କୁ ଟ୍ରେନିଂ! କାଶ୍ମୀର ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ। 

କନକ ବ୍ୟୁରୋ : ଭାରତ ଏବଂ ପାକିସ୍ତାନ ସୀମାର ଜମ୍ମୁ ଓ କାଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖାରେ ଗୋଟିଏ ବର୍ଷଧରି ଶାନ୍ତ ପରିସ୍ଥିତି ରହିଥିଲା। ତେବେ ଏହାରି ଭିତରେ ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ଚିନ୍ତା ବଢାଇଦେଇଛି । ଭାରତ ବିରୋଧରେ ପାକିସ୍ତାନ ବଡ ଷଡଯନ୍ତ୍ର ରଚୁଥିବା ଜଣାପଡିଛି ।…

ଏକନାଥ ସିନ୍ଦେଙ୍କୁ ଉପ-ବାଚସ୍ପତିଙ୍କ ଝଟକା । ୧୬ ବିଦ୍ରୋହୀ ବିଧାୟକଙ୍କୁ କଲେ ନୋଟିସ୍

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ଏକନାଥ ସିନ୍ଦେଙ୍କ ବଳ ଦିନକୁ ଦିନ ବଢୁଥିବାବେଳେ, ଅନ୍ୟପଟେ ଉଦ୍ଧବ ଠାକରେଙ୍କ ଟେନସନ୍ ମଧ୍ୟ ବଢିବାକୁ ଲାଗିଛି । ଏହାରି ଭିତରେ ଏକନାଥ ସିନ୍ଦେଙ୍କ ଗ୍ରୁପର ୧୬ ବିଦ୍ରୋହୀ ବିଧାୟକଙ୍କୁ ସମନ ଜାରି କରିଛନ୍ତି…

ମୁମ୍ବାଇରେ ଚମକିଲେ ଓଡିଆ ପୁଅ। ଡ୍ୟାନ୍ସ ଦିୱାନେ ଜୁନିୟରରେ ଟପ-୭ରେ ପ୍ରତୀକ।

କନକ ବ୍ୟୁରୋ : ଜାତୀୟ ଟିଭି ରିଆଲିଟି ସୋରେ ଚମକିଲା ଓଡିଆ ପୁଅ ପ୍ରତୀକ ନାୟକ । କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସୋ ଡ୍ୟାନ୍ସ ଦିୱାନେ ଜୁନିୟରରେ ନିଜ ପ୍ରତିଭା ଦେଖାଇ ଟପ -୭ରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଜେଲଛକ ସିଏସ କଲୋନୀର ବାସିନ୍ଦା ବିଜୟ ନାୟକଙ୍କ ପୁଅ ପ୍ରତୀକ ନାୟକ । ବିଜୟ…

ଆମେରିକାରେ ବଦଳିଲା ଗର୍ଭପାତ ଆଇନ। ଭାରତରେ ଗର୍ଭପାତ ପାଇଁ ରହିଛି ଏହି ନିୟମ, ପଢନ୍ତୁ …

କନକ ବ୍ୟୁରୋ : ଆମେରିକାର ସୁପ୍ରିମକୋର୍ଟ ଶୁକ୍ରବାର ଐତିହାସିକ ରାୟ ଶୁଣାଇଛନ୍ତି । ଗର୍ଭପାତକୁ ମଞ୍ଜୁରୀ ଦେଉଥିବା ୫ ଦଶକର ରାୟକୁ କୋର୍ଟ ବଦଳାଇଛନ୍ତି । ବର୍ତ୍ତମାନ ମହିଳାଙ୍କୁ ଗର୍ଭପାତ ନେଇ ଅଧିକାର ରହିବ ନା ନାହିଁ ତାହା ପାଇଁ ବିଭିନ୍ନ ରାଜ୍ୟ ଅଲଗା ଅଲଗା ନିୟମ ପ୍ରସ୍ତୁତ କରିବେ । ୫୦…

‘ଯିଏ ଦଳ ଛାଡିଯିବାକୁ ଚାହାଁନ୍ତି ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ : ସାମ୍ବାଦିକ ସମ୍ମିଳନୀରେ ଏପରି କହିଲେ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ । ‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ ବୋଲି…

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ନେଇ ଗାଁଠୁ ସହର ଚର୍ଚ୍ଚା । ସଫଳତା ପଛରେ ରହିଛି ମୋରଡା ବିଧାୟକଙ୍କ ହାତ

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗାଁଠୁ ସହର ସବୁଛି ଚର୍ଚ୍ଚା । କିନ୍ତୁ ତାଙ୍କର ଏଭଳି ସଫଳତା ପଛରେ ରହିଛି ଜଣେ ବିଜେଡି ବିଧାୟକଙ୍କ ହାତ । ଏକଥା ଆମେ କହୁନୁ ସେ ନିଜେ ଏକଥା କହିଛନ୍ତି । ସେହି ବିଧାୟକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜର ମୋରଡ଼ା ବିଧାୟକ…

ବେଆଇନ୍ ପାର୍କିଂ ହୋଇଥିବା ଗାଡିର ଫଟୋ ଉଠାଇ ପଠାଇଲେ ପୁରସ୍କାର ଦେବେ ସରକାର । କେନ୍ଦ୍ର ସରକାରଙ୍କ ନୂଆ ଆଇନ୍ ବାବଦରେ…

କନକ ବ୍ୟୁରୋ : ରାସ୍ତାରେ ସାଇଡରେ, ଫୁଟପାତ୍ ଉପରେ, ଘର ଆଗରେ, ବେଆଇନ୍ ପାର୍କିଂ ସ୍ଥାନରେ ଗାଡି ପାର୍କିଂ କରୁଥିଲେ ସାବଧାନ ହୋଇଯାଆନ୍ତୁ । କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ୍ । ବେଆଇନ୍ ଗାଡି ପାର୍କିଂ କରିଥିବା ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ଆଉ ଯେଉଁ ବ୍ୟକ୍ତି ଗାଡିର…

ରାଇମୋହନଙ୍କ ହନୁମାନ ମନ୍ଦିରକୁ ନେଇ ବଢିଲା ଚର୍ଚ୍ଚା । ସରକାରୀ ଜମିରେ ଥିବାରୁ ଆଖପାଖ ନିର୍ମାଣ ଭାଙ୍ଗିଛି ପ୍ରଶାସନ

କନକ ବ୍ୟୁରୋ : ରାଇମୋହନଙ୍କ ହନୁମାନ ମନ୍ଦିର ନେଇ ବଢିଲା ଚର୍ଚ୍ଚା ।  ରସୁଲଗଡ କୋଚିଲେଇ ହାଟ ନିକଟରେ  ରାଇମୋହନ ଏକ ହନୁମାନ ମନ୍ଦିର କରିଥିଲେ । ଏହାର ପ୍ରତିଷ୍ଠା ଉତ୍ସବରେ ମଧ୍ୟ  ସେ ସାମିଲ ହୋଇଥିଲେ । ତେବେ ନିକଟରେ ଏହି ମନ୍ଦିରର ଆଖପାଖକୁ ଭାଙ୍ଗି ଦିଆଯାଇଛି । ସରକାରୀ ଜମିରେ ଏହା…

ଉଗ୍ରରୂପ ନେଉଛି ଉଦ୍ଧବ ଠାକରେ ଓ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ବିବାଦ : ବିଦ୍ରୋହୀ ଶିବସେନା ବିଧାୟକଙ୍କ କାର୍ଯ୍ୟାଳୟ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଜି ପୁଣେରେ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତିି ଶିବସେନା କର୍ମୀ । ଏହା ପରେ ବିଦ୍ରୋହୀ ବିଧାୟକଙ୍କ…