Browsing Category

ଦେଶ ବିଦେଶ

ମଣିପୁରରେ ସାନି ହିଂସା : ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଲେ ଉପଦ୍ରବକାରୀ; ଲୁଟିନେଲେ ୪ ହଜାର ଅସ୍ତ୍ରଶସ୍ତ୍ର

କନକ ବ୍ୟୁରୋ : ମଣିପୁରରେ ପୁଣି ହିଂସା । ବିଷ୍ଣୁପୁର ଜିଲ୍ଲାରେ ଗତକାଲି ରାତିରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରାଯାଇଛି । ଏହା ସହ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । ଏହା ପୂର୍ବରୁ ବିଷ୍ଣୁପର ଜିଲ୍ଲାର ଅନେକ ସ୍ଥାନରେ ଗୁଳିମାଡ ପରେ ସ୍ଥିତି ଉତେଜନାପୂର୍ଣ୍ଣ…
Read More...

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲେ ୧୯ଜଣ ଯାତ୍ରୀ

କନକ ବ୍ୟୁରୋ : ମୃତ୍ୟୁ ଯେ କେଉଁ ରୂପରେ ଆସିବ ସେକଥା ହୁଏତ କେହି ଜାଣିନଥିବେ । ଠିକ ସେଭଳି କିଛି ଘଟିଛି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ । ଗୌରୀକୁଣ୍ଡ ନିକଟରେ ଥିବା ୩ଟି ଢାବାରେ ପ୍ରାୟ ୫୦ରୁ ଅଧିକ ବସି ଖାଉଥିବା ସମୟରେ ହଠାତ ଭୁସ୍ଖଳନ ଘଟିଥିଲା । ବନ୍ୟା ପାଣି ମିଶା ପଥରଖଣ୍ଡ ଢାବା ଉପରେ…
Read More...

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ…

କନକ ବ୍ୟୁରୋ : ଇଣ୍ଡିଆ ମେଂଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣୀ କରାଯାଇଛି । ଆବେଦନକାରୀ ନିଜ ଆବେଦନରେ ଏକଥା ଦର୍ଶାଇଥିଲେ କି କୌଣସି ରାଜନୈତିକ ଦଳ ଇଣ୍ଡିଆ ନାଁ ବ୍ୟବହାର କରିବା ଆପତିଜନ । ଏହା ଉପରେ ରୋକ ଲଗାଯାଉ । ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାର,…
Read More...

ସାହାରାଗ୍ରୁପ ଆକାଉଁଟଧାରୀଙ୍କ ପାଇଁ ଖୁସି ଖବର । ନିବେଶକଙ୍କୁ ଆଜିଠୁ ମିଳିଲା ଫେରସ୍ତ ଟଙ୍କା

କନକ ବ୍ୟୁରୋ : ସାହାରା ଗ୍ରୁପର ନିବେଶକଙ୍କ ଖାତାକୁ ଫେରିଛି ବକେୟା ଟଙ୍କା । ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି । ଦିଲ୍ଲୀର ସାହାରା ରିଫଣ୍ଡ ପୋଟାର୍ଲ ମାଧ୍ୟମରେ ସାହାରା ଗ୍ରୁପର ସମବାୟ ସମିତିର…
Read More...

ନିର୍ବାଚନ ଲଢ଼ିବେ ସୀମା ହାଇଦର ! ମିଳିଲା ଟିକେଟ ଅଫର, ଗ୍ରହଣ କଲେ ସୀମା

କନକ ବ୍ୟୁରୋ : ଭାରତ ହେଉକି ପାକିସ୍ତାନ , ସବୁଠି ଏବେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା । କେବେ ସୀମାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚାକିରି କରିବାକୁ ପ୍ରସ୍ତାବ ମିଳୁଛି ତ କେବେ ମିଳୁଛି ସିନେମାରେ ଅଭିନୟ କରିବାର ଅଫର୍ । ଆଉ ଏବେ ତାଙ୍କୁ ନେଇ ଆସିଛି ନୂଆ ଖବର । ଏନଡ଼ିଏର ସହଯୋଗୀ ଦଳ ତଥା…
Read More...

ହରିୟାଣା ହିଂସା ଭିତରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନୁହ ପ୍ରଶାସନ । ଜିଲ୍ଲାରେ ଥିବା ରୋହିଙ୍ଗ୍ୟା ବସ୍ତି ଉପରେ…

କନକ ବ୍ୟୁରୋ : ଶୁକ୍ରବାର ହରିୟାଣା ନୁହରେ ରହୁଥିବା ରୋହିଙ୍ଗ୍ୟା ମୁସଲିମଙ୍କ ଉପରେ ଚଡ଼କ ପଡିଥିଲା ଯେତେବେଳେ ସେମାନଙ୍କ ଘର ନିକଟର ସକାଳୁ ସକାଳୁ ପହଁଚିଥିଲା ସ୍ଥାନୀୟ ପ୍ରଶାସନ । ମାଇକ ଯୋଗେ ଘର ତୁରନ୍ତ ଖାଲି କରିବାକୁ କହି ପ୍ରଶାସନ ଚଳାଇଥିଲା ବୁଲଡୋଜର । କୋକୁଆ ଭୟ ଭିତରେ ଛ୍ରୁଆ ପିଲା…
Read More...

ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ବୟାନ । ସଂସଦ ଭିତରେ ବିରୋଧୀଙ୍କୁ ଦେଖାଇଲେ ନାଲିଆଖି । କହିଲେ ଚୁପ…

କନକ ବ୍ୟୁରୋ : ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଉପରେ ତର୍କ ଚାଲିଥିବାବେଳେ ବିରୋଧୀଙ୍କୁ ଧମକ ଦେବା ଆଳରେ ରୋକିଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ । ବିଲ ପାରିତ ହେବା ପୂର୍ବରୁ ଏନେଇ ଲୋକସଭାରେ ଚର୍ଚ୍ଚା ଚାଲିଥିଲା । ଗୃହମନ୍ତ୍ରୀ ଅମିତ ଶାହା ବିଲ ଉପରେ ଚର୍ଚ୍ଚା…
Read More...

ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ

କନକ ବ୍ୟୁରୋ : ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଂଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡିବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନ ଜନକ ବୋଲି ଖଣ୍ଡପୀଠ କହିଥିଲେ ବି…
Read More...

ଚାଉଳ ରପ୍ତାନୀ ଉପରେ ଭାରତ ଲଗାଇଲା କଟକଣା, ନେପାଳରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ

କନକ ବ୍ୟୁରୋ : ଭାରତର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ନେପାଳରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ୨୦ରେ ଭାରତ ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଘୋଷଣା କରିଥିଲା ଏବଂ ଏହାର କିଛି ସମୟ ପରେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟରେ ୧୫ ପ୍ରତିଶତ…
Read More...

ସାଂସଦ ପଦ ଫେରିପାଇବେ ରାହୁଲ? ସଂସଦରେ ଦେଖିବାକୁ ମିଳିବ ରାହୁଲଙ୍କ ଭାଷଣ? ଲଢ଼ିପାରିବେ ୨୦୨୪ ଲୋକସଭା ନିର୍ବାଚନ !

କନକ ବ୍ୟୁରୋ: ଗୁଜୁରାଟର ତଳ କୋର୍ଟ ଦେଇଥିବା ଦଣ୍ଡବିଧାନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ, ଏବେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ  । ରାହୁଲ ଗାନ୍ଧୀଙ୍କ ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ରାହୁଲ ଗାନ୍ଧୀଙ୍କ…
Read More...