Browsing Category

ଦେଶ ବିଦେଶ

୩ ଜଣଙ୍କୁ ହତ୍ୟା ପରେ ପୁଣି ପରିସ୍ଥିତି ଗମ୍ଭୀର: ଡ୍ରୋନ, ବୋମା, ଓ ଗୁଳିରେ ଆକ୍ରମଣ କରୁଛନ୍ତି ଉଗ୍ରବାଦୀ, ସୀମାରେ…

କନକ ବ୍ୟୁରୋ: ମଣିପୁରରେ ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ହିଂସା ଉଗ୍ର ରୂପ ନେଇଛି । ମଣିପୁର ବିଷ୍ଣୁପୁର କ୍ୱାକ୍ଟା ଅଞ୍ଚଳରେ ଆଖିବୁଜା ଗୁଳିମାଡ ହେଉଛି । ଏହାସହ ବୋମା ଓ ଡ୍ରୋନରେ ମଧ୍ୟ ସୁରକ୍ଷା ବଳ ଉପରେ ଆକ୍ରମଣ କରୁଛନ୍ତି ଉଗ୍ରବାଦୀ । ତେଣୁ ସୀମାରେ ମୁତୟନ ହୋଇଛନ୍ତି ସ୍ନାଇପର ଓ…
Read More...

ଟମାଟୋ ପରେ କନ୍ଦାଇବ ପିଆଜ ଦର! କିଲୋପିଛା ୬୦-୭୦ଟଙ୍କାରେ ବିକ୍ରି ହୋଇପାରେ ପିଆଜ 

କନକ ବ୍ୟୁରୋ : ଟାମାଟୋ ଦର ପରେ ଏବେ ଲୋକଙ୍କୁ କନ୍ଦାଇବ ପିଆଜ ଦର । ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ଟମାଟୋ କିଲୋ କେଉଁଠି ୧୨୦ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୨୦୦ଟଙ୍କାରେ ବିକ୍ରି ହେଉଛି ଟମାଟୋ । ଆଉ ଏହାରି ଭିତରେ ପିଆଜ ଦର ବଢିବା ନେଇ ଅନୁମାନ କରାଯାଉଛି । ମିଳିଥିବା ଏକ…
Read More...

ମେରଠରେ ପ୍ରସବ ପାଇଁ ପହଞ୍ଚିଥିବା ୮୦ ମହିଳା ଏଚଆଇଭି ପଜିଟିଭ। ୩୫ ମହିଳା ଦେଇଛନ୍ତି ଶିଶୁକୁ ଜନ୍ମ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମେରଠରେ ଗତ ୧୬ ମାସରେ ପ୍ରସବ ପାଇଁ ଆସିଥିବା ୬୦ରୁ ୮୦ ଗର୍ଭବତୀ ମହିଳା ଏଚଆଇଭି ପଜିଟିଭ ହୋଇଛନ୍ତି । ଲାଲା ଲାଜପତ ରାୟ ମେଡିକାଲ କଲେଜରେ ପ୍ରସବ ପାଇଁ ଆସିଥିବା ଏହି ମହିଳାମାନେ ଏଚଆଇଭି ସଂକ୍ରମିତ ହୋଇଛନ୍ତି । ସ୍ଥାନୀୟ ମେରଠ ମେଡିକାଲ କଲେଜ ଏବଂ ଜିଲ୍ଲା…
Read More...

ଅଗଷ୍ଟ ୩୧ରେ ଇଣ୍ଡିଆର ତୃତୀୟ ବୈଠକ! ସଂଯୋଜକ ନାଁ ନେଇ ମଧ୍ୟ ବାଜିପାରେ ମୋହର

କନକ ବ୍ୟୁରୋ: ବିରୋଧୀ ଦଳଙ୍କ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଶୁକ୍ରବାର ଏନେଇ ସ୍ପଷ୍ଟ କରାଯାଇଛି । ପ୍ରଥମେ ଏହି ବୈଠକ ଅଗଷ୍ଟ୨୫-୨୬ରେ ହେବାକୁ ଥିଲା । ତେବେ କିଛି ନେତାଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି ।…
Read More...

ଯବାନଙ୍କ AK-47 ନେଇ ପଳାଇଲେ ଆତଙ୍କବାଦୀ । ଆତଙ୍କୀଙ୍କ ଗୁଳିରେ ୩ଯବାନ ସହିଦ

କନକ ବ୍ୟୁରୋ: ଗତକାଲି ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୩ଜଣ ଯବାନ ସହିଦ ହୋଇଛନ୍ତି । ଅନେକ ସମୟରେ ଜମ୍ମୁ-କାଶ୍ମୀରରେ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥାଏ । କେବେ କେବେ ଆତଙ୍କୀଙ୍କ ଗୁଳିରେ ଯବାନ ସହିଦ…
Read More...

ଜେସିବିରେ ATM ଉଠାଇନେଇଯାଉଥିଲେ ଚୋର । ବ୍ୟାଙ୍କ ସର୍ଭିଲାନ୍ସ ସିଷ୍ଟମ କଲା ଆଲର୍ଟ

କନକ ବ୍ୟୁରୋ :  ଚୋର ଏଏଟିଏମ ତାଡି ଟଙ୍କା ଲୁଟିନେଉଥିବା ଖବର ଆପଣ ଶୁଣିଥିବେ । ହେଲେ ପୁରା ଏଟିଏମ୍ କ୍ୟାବିନକୁ ଜେସିବିରେ ଉଠାଇନେଇଯିବା କଥା ବୋଧେ କେବେ ଶୁଣିନଥିବେ । ହେଲେ ଏଭଳି ଘଟଣା ଘଟିଛି ମାଙ୍ଗାଲୋରରେ । ଏଠାରେ ଚୋର ଜେସିବିରେ ଏଏଟିଏମକୁ ଉଠାଇନେଉଯାଉଥିଲେ ହେଲେ ଆଲର୍ଟ କରିଦେଲା…
Read More...

କୁଲଗାମରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ : ୩ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି। ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବଳ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ହାଲାନ୍‌…
Read More...

ସମୁଦ୍ରର ରହସ୍ୟ ଖୋଜିବ ଭାରତ : ସମୁଦ୍ରର ଜୈବ ବିବିଧତା ବିଷୟରେ ନୂଆ ତଥ୍ୟ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ

କନକ ବ୍ୟୁରୋ : ଚନ୍ଦ୍ରଯାନର ଚର୍ଚ୍ଚା ଥମିନଥିବା ବେଳେ ସମୁଦ୍ରଯାନର କଳ୍ପନା କରୁଛି ଭାରତ । ଚନ୍ଦ୍ରଯାନ ଜରିଆରେ ମହାକାଶର ଶିଖରରେ ପହଂଚିବାକୁ ଉଦ୍ୟମ କରୁଥିବା ଭାରତ ସମୁଦ୍ରଯାନ ଜରିଆରେ ସମୁଦ୍ରର ଗଭୀରତାରେ ପାଦ ରଖିବାକୁ ଅଭିଯାନ ଆରମ୍ଭ କରିଛି । ସମୁଦ୍ର ଭିତରେ ଜୈବ ବିବିଧତା ଏବଂ ସମ୍ବଳର…
Read More...

ଶତ୍ରୁ ପାଇଁ କାଳ ସାଜିବ ଭାରତୀୟ ବାୟସେନାରେ ସାମିଲ ହେବାକୁ ଯାଉଥିବା ଏହି ଘାତକ ମିସାଇଲ୍ । ଥରେ ଟାର୍ଗେଟ୍ ସେଟ୍ ହେଲେ…

କନକ ବ୍ୟୁରୋ : ବାୟୁସେନାର ଶକ୍ତି ବଢାଇବା ପାଇଁ ବାୟୁସେନାରେ ସାମିଲ ହେବାକୁ ଯାଉଛି ଏପରି ଏକ ଘାତକ ମିସାଇଲ୍, ଯାହା ଶତ୍ରୁର ପିଛା କରି କରି ବିନାଶ କରିବ । ଆକାରରେ ଅନ୍ୟ ମିସାଇଲଠୁ ଛୋଟ ସତ କିନ୍ତୁ ଲଞ୍ଚ ହେବା ମାତ୍ରେ ବଡ ବିସ୍ଫୋରଣ ଘଟାଇଥାଏ । ଭାରତୀୟ ବାୟୁସେନାରେ ଥିବା ଯୁଦ୍ଧ…
Read More...

ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ : ଭାରତୀୟ ସମୟ ରାତି ୭ଟାରେ କରାଯିବ ପ୍ରବେଶ ପାଇଁ ପ୍ରୟାସ

କନକ ବ୍ୟୁରୋ : ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଏବେ ସୁଦ୍ଧା ମୋଟ୍ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି । ଚନ୍ଦ୍ରରେ ପହଂଚିବା ପାଇଁ ଚନ୍ଦ୍ରଯାନକୁ ଆଉ ଏକ ତୃତୀୟାଂଶ ଦୂରତା ଅତିକ୍ରମ କରିବାକୁ ପଡ଼ିବ । ଏହି ଦୂରତାରେ ବି ଚନ୍ଦ୍ର ତାହାର ମାଧ୍ୟାକର୍ଷଣ ଦ୍ୱାରା…
Read More...