Browsing Category

ଦେଶ ବିଦେଶ

ଆରବିଆଇ ଦେଲା ଶସ୍ତା ଋଣ ଉପହାର ! ୦.୨୫ କମିଲା ରେପୋ ରେଟ୍ , କମିବ ଇଏମଆଇ

ଶସ୍ତା ହେଲା ଘର ଏବଂ କାର୍ ଲୋନ୍ । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଉର୍ଜିତ୍ ପଟେଲ୍ ଆଜି ଏନେଇ ଘୋଷଣା କରିଛନ୍ତି । ଆରବିଆଇର ନୂଆ ରେପୋ ରେଟରେ ୦.୨୫ ପଏଂଟ୍ କମ୍ ହୋଇଛି । ଫଳରେ ୬.୨୫ରୁ କମି ରେପୋ ରେଟ୍ ବର୍ତ୍ତମାନ ୬ ହୋଇଯାଇଛି । ସେହିପରି ରିଭର୍ସ ରେପୋ ରେଟ୍ ୫.୭୫ ହୋଇଛି । ଜାନୁୟାରୀ…
Read More...

ଓଡିଶା ଖଣି ଦୁର୍ନୀତି ମାମଲା: ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ହେବ ୧୦୦ ପ୍ରତିଶତ ଫାଇନ୍ ଆଦାୟ । ହେବନି ସିବିଆଇ ତଦନ୍ତ…

ଓଡିଶା ଖଣି ଦୁର୍ନୀତି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ । ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ୧୦୦ ପ୍ରତିଶତ ଫାଇନ୍ ଆଦାୟ କରିବାକୁ ନିଜ ରାୟରେ ସର୍ବୋଚ୍ଚ କୋର୍ଟ କହିଛନ୍ତି । ପରିବେଶ ମଂଜୁରୀ ବାହାରେ ହୋଇଥିବା ଖଣିଜ ଉତ୍ତୋଳନ କିମ୍ବା ପରିବେଶ ମଂଜୁରୀ ଥାଇ ନିର୍ଦ୍ଧାରିତ ପରିମାଣ…
Read More...

ଆଫଗାନିସ୍ତାନ: ହେରାତର ଏକ ମସଜିଦରେ ବିସ୍ଫୋରଣ, ୨୦ ମୃତ

କନକ ବ୍ୟୁରୋ: ଆଫଗାନିସ୍ତାନର ହେରାତ୍ ସହରରେ ଏକ ମସଜିଦରେ ବିସ୍ଫୋରଣ ଘଟି ୨୦ଜଣଙ୍କର ମୃତ୍ୟୁ ହୋଇଛି । ହେରାତ୍ ସହରରେ ଥିବା ଜବାଦିୟା ମସଜିଦରେ ହୋଇଥିବା ଏହି ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି…
Read More...

ପ୍ରଧାନମନ୍ତ୍ରୀଙ୍କ ଉତ୍ତରପୂର୍ବ ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା ! ୨ହଜାର କୋଟି ଟଙ୍କାର ରିଲିଫ୍ ସହାୟତା ଘୋଷଣା

କନକ ବ୍ୟୁରୋ: ଉତ୍ତରପୂର୍ବ ରାଜ୍ୟମାନଙ୍କରେ ପ୍ରଳୟଙ୍କରୀ ବନ୍ୟାରେ ଘଟିଥିବା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟିଠାରେ ସ୍ଥିତିର ସମୀକ୍ଷା କରିଥିଲେ । ଆସାମରେ ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ ପାଇଁ ସେ ଶହେ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ।…
Read More...

ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ଏବେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଲା ଚୀନ୍

କନକ ବ୍ୟୁରୋ: ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଛି ଚୀନ୍ । ହିମାଚଳ ପ୍ରଦେଶର କିନ୍ନୋର ସୀମା ଅଞ୍ଚଳରେ ଚୀନ୍ ପକ୍ଷରୁ ଜବରଦସ୍ତି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଠାକୁ ଚୀନ୍ ସେନାର ହେଲିକପ୍ଟର ବାରମ୍ବାର ଆସୁଥିବା ଓ ବଡ଼ବଡ଼ ମେସିନମାନ…
Read More...

ଅଗଷ୍ଟରେ ୫୬ ଟଙ୍କା ସବସିଡି ! ଅଣ ସବସିଡି ୪୦ ଟଙ୍କା କମିଲା, ସବସିଡି ଏଲପିଜି ଦର ୨ ଟଙ୍କା ବଢ଼ିଲା

କନକ ବ୍ୟୁରୋ: ଇଣ୍ଡେନ୍ ପୋର୍ଟାଲର ତଥ୍ୟ ଅନୁଯାୟୀ ଭୁବନେଶ୍ୱରରେ ମଙ୍ଗଳବାର ଇଣ୍ଡେନର ୧୪.୨ କେଜି ଏଲପିଜି ସିଲିଣ୍ଡର୍ ମୂଲ୍ୟ ୫୪୬ ଟଙ୍କା ୫୦ ପଇସା ରହିଛି । ଏବଂ ସବସିଡିରେ ପ୍ରଦାନ କରାଯାଉଥିବା ସିଲିଣ୍ଡର୍ ମୂଲ୍ୟ ୪୯୦ ଟଙ୍କା ୫୦ ପଇସା ରହିଛି । ଅର୍ଥାତ ଏଲପିଜି ଉପରେ ସରକାର ପ୍ରଦାନ…
Read More...

ଚୀନ ସାମଗ୍ରୀର ଦାସତ୍ୱରୁ ଭାରତର ମୁକ୍ତି କେବେ ?

ଭାରତକୁ ଚୀନରୁ ଆମଦାନୀ ହେଉଥିବା ଓ ଚୀନକୁ ରପ୍ତାନୀ ହେଉଥିବା ସାମଗ୍ରୀର ବାର୍ଷିକ ବିବରଣୀ -      ୨୦୧୦-୧୧ ୨୦୧୧-୧୨ ୨୦୧୨-୧୩ ୨୦୧୩-୧୪ ୨୦୧୪-୧୫ ୧୦୧୫-୧୬ ୨୦୧୬-୧୭ ଚୀନରୁ ଆମଦାନୀ – ୪୩.୫     ୫୫.୩      ୫୨.୨     ୫୧    ୬୦. ୪       ୬୧.୭        ୬୧.୩ ଚୀନକୁ…
Read More...

ମୋବାଇଲରୁ ଆରମ୍ଭ ମୃତ୍ୟୁରେ ଶେଷ ! ଜୀବନ ନେଉଛି ଭୟଙ୍କର ‘ବ୍ଲୁ ହ୍ୱେଲ୍ ଗେମ୍’

ହତ୍ୟାକାରୀ ସାଜିଛି ସ୍ମାର୍ଟଫୋନ୍ । ଆତ୍ମହତ୍ୟାପ୍ରବଣ କରାଉଛି ମୋବାଇଲ୍ ଖେଳ । ଆଉ ଖେଳରେ ବାଜି ଲାଗୁଛି ଛୋଟ ଛୋଟ ପିଲାଙ୍କ ଜୀବନ । ଏହି ହତ୍ୟାକାରୀ ଖେଳର ନାଁ ହେଉଛି ‘ବ୍ଲୁ ହ୍ୱେଲ୍ ଗେମ୍’ । ଏହି ଖେଳରେ ବର୍ତ୍ତମାନ ସୁଦ୍ଧା ଋଷିଆର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି…
Read More...

ରାଜ୍ୟସଭାରେ ଏଲପିିଜି ତାତି ! ସବସିଡ଼ି ପ୍ରତ୍ୟାହାର ପ୍ରସ୍ତାବ ପ୍ରତିବାଦରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ…

କନକ ବ୍ୟୁରୋ : ଏଲପିଜି ସବସିଡି ବନ୍ଦ କରି ପ୍ରତ୍ୟେକ ମାସରେ ମୂଲ୍ୟବୃଦ୍ଧି ପାଇଁ କେନ୍ଦ୍ରର ନିଷ୍ପତିକୁ ବିରୋଧ କରିଛି ବିରୋଧୀ ଦଳ । ବିରୋଧୀ ଦଳ ଏହାକୁ ନେଇ ଆଜି ପାର୍ଲାମେଂଟରେ ସରକାରଙ୍କୁ ଘେରିଛନ୍ତି । ହଙ୍ଗାମା କାରଣରୁ ରାଜ୍ୟସଭାକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଛି । ପେଟ୍ରୋଲିୟମ…
Read More...

ଜିଓ ବଢାଇଲା ସମ୍ପତି ! ମୁକେଶ୍ ଅମ୍ବାନୀ ହେଲେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି

ଦିନକୁ ଦିନ ବଢିବାରେ ଲାଗିଛି ମୁକେଶ୍ ଅମ୍ବାନୀଙ୍କ ସମ୍ପତି । ଜିଓର ଶସ୍ତା ଅଫର୍ ମୁକେଶଙ୍କୁ ବନାଇଛି ସବୁଠାରୁ ଧନୀ ବ୍ୟକ୍ତି  । ବର୍ତ୍ତମାନ ମୁକେଶ୍ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲିଟିଯାଇଛନ୍ତି । ସମ୍ପତିରେ ମୁକେଶ୍ ଚୀନର ଲି କା ସିଙ୍ଗଙ୍କୁ ପଛରେ ପକାଇ ଏହି ସ୍ଥାନ ଅକ୍ତିଆର୍…
Read More...