Browsing Category

ଦେଶ ବିଦେଶ

କେନ୍ଦ୍ର ସରକାରଙ୍କୁ ଝଟକା : ଗୋବଧ ପାଇଁ ବିକ୍ରି କଟକଣା ନିୟମରେ ରୋକ ଲଗାଇଲେ ସୁପ୍ରିମ କୋର୍ଟ

ପଶୁ ବଜାରରୁ ହତ୍ୟା ପାଇଁ ଉଦ୍ଦିଷ୍ଟ ପଶୁଙ୍କ ବିକ୍ରି ନେଇ କେନ୍ଦ୍ର ସରକାରଙ୍କ ଅଧିନିୟମ ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନିୟମ ଉପରେ ମାଡ୍ରାସ ହାଇକୋର୍ଟ ଲଗାଇଥିବା ସାମୟିକ ରୋକକୁ ବଳବତ୍ତର ରଖି ଏହାକୁ ସାରା ଦେଶରେ ଲାଗୁ କରିବାକୁ ସୁପ୍ରିମ କୋର୍ଟର…
Read More...

ସଙ୍କଟରେ ବିହାର ମହାମେଂଟ: ଲାଲୁଙ୍କୁ ୪ ଦିନ ସମୟ ଦେଲେ ନୀତୀଶ

ବେନାମୀ ସମ୍ପତ୍ତି ମାମଲାରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସରକାରରୁ ହଟାଇବାକୁ ମୁଖମନ୍ତ୍ରୀ ନୀତୀଶ କୁମାର ନିଷ୍ପତ୍ତି ନେଇସାରିଛନ୍ତି । ଏହି ପ୍ରସଙ୍ଗରେ ଜେଡିୟୁ ଏବଂ ଆରଜେଡି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନୀତୀଶ ଚରମବାଣୀ ଶୁଣାଇ…
Read More...

କେଓ୍ଵଲ ହଣ୍ଡା ହେଲେ ୟୁନିୟନ ବ୍ୟାଙ୍କର ନୂଆ ଅଧ୍ୟକ୍ଷ

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ତଥା ପାର୍ଟ ଟାଇମ୍ ନନ୍ ଅଫିସିଆଲ ଡାଇରେକ୍ଟର ଭାବେ କେଓ୍ଵଲ ହଣ୍ଡା ନିଯୁକ୍ତ ହୋଇଛନ୍ତି । ୧୯୫୨ ଅଗଷ୍ଟ ୨୨ରେ ଜନ୍ମିତ ଶ୍ରୀ ହଣ୍ଡା ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି । ଏଥିସହିତ ସେ ଜଣେ କମ୍ପାନି ସେକ୍ରେଟାରି ଏବଂ…
Read More...

ଅରୁଣାଚଳ ପ୍ରଦେଶରେ ପ୍ରବଳବର୍ଷା ସାଙ୍ଗକୁ ଭୁସ୍ଖଳନ: ୧୪ ମୃତ

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ପ୍ରବଳବର୍ଷା କାରଣରୁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ପାପୁମ୍ପା ଜିଲ୍ଲାରେ ବର୍ଷା ସାଙ୍ଗକୁ ଭୁସ୍ଖଳନ ଯୋଗୁଁ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଭୁସ୍ଖଳନ ଯୋଗୁଁ ଏହି ୧୪ ଜଣ ବନ୍ୟାଜଳ ପ୍ରଭାବରେ…
Read More...

ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ବଡ଼ ଅପରେସନ

କନକ ବ୍ୟୁରୋ: ଜମ୍ମୁ ଅନନ୍ତନାଗରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସେନାର ବଡ଼ ଅପରେସନ । ବଡଗାମରେ ଦୀର୍ଘ ୧୦ ଘଂଟାର ଏନକାଉଂଟର ପରେ ହିଜିବୁଲ ମୁଜ୍ଜାହିଦ୍ଦିନର ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଗତକାଲି ସଂଧ୍ୟାରୁ ସେନା ଏହି…
Read More...

ପ୍ରାକ୍ ସୂଚନା ସତ୍ୱେ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିପାରିଲେନି ସୁରକ୍ଷାକର୍ମୀ ! ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ…

କନକ ବ୍ୟୁରୋ: ପ୍ରାକ୍ ସୂଚନା ସତ୍ୱେ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିପାରିଲେନି ସୁରକ୍ଷାକର୍ମୀ । ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ ଥିଲା ଗୁଇନ୍ଦା ସୂଚନା । ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଙ୍କୁ ଏଡାଇ ଯାଇପାରିଥାନ୍ତା । ସୁରକ୍ଷାକର୍ମୀଙ୍କ ଢ଼ିଲାପଣ ଯୋଗୁଁ…
Read More...

ଭାରତ ମାଟିରେ ଆକ୍ରମଣ ପାଇଁ ପାକିସ୍ତାନରେ ରଚା ଯାଇଥିଲା ବ୍ଲୁ ପ୍ରିଣ୍ଟ : ପୁଲିସ କହିଲା ,ଅନନ୍ତନାଗ ଆତଙ୍କବାଦୀ ହମଲା…

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କୁ ଆକ୍ରମଣ ପଛରେ ଲସ୍କର ଆତଙ୍କବାଦୀଙ୍କ ହାତ । ପାକିସ୍ତାନ ମାଟିରେ ବସି ଲକ୍ସର କମାଣ୍ଡର ଅବୁ ଇସମାଇଲ ରଚିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡର ବ୍ଲୁପ୍ରିଂଟ । ଯେଉଁଥିରେ ୭ଜଣ ନିରୀହ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେବାସହ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା…
Read More...

ଟିମ୍ ଇଣ୍ଡିଆ କୋଚ୍ ନିଯୁକ୍ତି ନେଇ ଦ୍ୱନ୍ଦ୍ୱ ! ରବି ଶାସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଖବରକୁ ଖଣ୍ଡନ କଲା…

କନକ ବ୍ୟୁରୋ : ଟିମ୍ ଇଣ୍ଡିଆ କୋଚ୍ ନିଯୁକ୍ତ ନେଇ ଦ୍ୱନ୍ଦ୍ୱ । କିଛି ସମୟ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କୁ କୋଚ୍ ଦାୟିତ୍ୱ ଦିଆଯାଇଛି ବୋଲି ଖବର ପ୍ରସାରଣ କରାଯାଇଥିଲା । ତେବେ ବିସିସିଆଇ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି । ଏଯାଏଁ କୌଣସି…
Read More...

ଜିଓ ପୁଣି କଲା ଧମାକା ! ‘ଧନ୍ ଧନା ଧନ୍’ ଅଫର୍ ଶେଷ ହେବା ପୂର୍ବରୁ ଆଣିଲା ନୂଆ ପ୍ଲାନ୍

ଆଉ କିଛି ଦିନ ପରେ ଶେଷ ହେଉଛି ଜିଓର ‘ ଧନ୍ ଧନା ଧନ୍’ ଅଫର୍ । ତେଣୁ ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ନୂଆ ଏକ ଧମାକାଦାର ଅଫର୍ ସହ ଆସିଛି କମ୍ପାନୀ । ଏହି ପ୍ଲାନ୍ ଉଭୟ ପ୍ରିିପେଡ୍ ଏବଂ ପ୍ରୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ । ତେବେ କମ୍ପାନୀର ଏହି ନୂଆ ପ୍ଲାନର ନାଁ ‘ଧନ୍ ଧନା ଧନ୍’ ହିଁ…
Read More...

ସଲାମ୍ ସଲିମ୍ ! ଦେବଦୂତ ହୋଇ ୫୦ ଅମରନାଥ ଯାତ୍ରୀଙ୍କ ଜୀବନ ବଂଚାଇଲେ ଜଣେ ଡାଇଭର୍

ଗତକାଲି ଅମରନାଥରେ ମୃତ୍ୟୁର ତାଣ୍ଡବ ଚଳାଇଥିଲେ ଆତଙ୍କବାଦୀ । ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବସ୍ ଉପରେ ଆକ୍ରମଣ କରି ନେଇଥିଲେ ୭ ନୀରିହ ଜୀବନ । କିନ୍ତୁ ଏସବୁ ମଧ୍ୟରେ ଅନ୍ୟ ଯାତ୍ରୀ ମାନଙ୍କ ପାଇଁ ଦେବଦୂତ ସାଜିଥିଲେ ଡାଇଭର୍ ସଲିମ୍ ଶେଖ୍  …
Read More...