Browsing Category

ଦେଶ ବିଦେଶ

ଆଜିଠୁ ଲଣ୍ଡନରେ ବିଶ୍ୱ ଆଥେଲେଟିକ୍ ଚାମ୍ପିଅନସିପ୍ ! ଓଡିଆ ଖେଳାଳି ଅଛନ୍ତି ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ ନେବେ ଭାଗ 

କନକ ବ୍ୟୁରୋ : ଆଜିଠାରୁ ଲଣ୍ଡନରେ ଆରମ୍ଭ ହେବ ବିଶ୍ୱ ଦୌଡକୁଦ ଚାମ୍ପିଅନସିପ୍ । ଏହା ୧୦ ଦିନ ଧରି ଚାଲିବ ଏବଂ ଆସନ୍ତା ୧୩ ତାରିଖରେ ସରିବ । ଏହି ଚାମ୍ପିଅନସିପରେ ୨୦୫ଟି ଦେଶର ପ୍ରାୟ ୨ ହଜାରରୁ ଅଧିକ ଖେଳାଳି ଭାଗ ନେଉଛନ୍ତି । ମୋଟ ୪୮ଟି ସ୍ୱର୍ଣ୍ଣ ପଦକ ପାଇଁ ଟ୍ରାକକୁ ଓହ୍ଲାଇବେ ଖେଳାଳି ।…
Read More...

ଡୋକଲାମ୍ ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିବୃତ୍ତିି! କଂଗ୍ରେସ…

କନକ ବ୍ୟୁରୋ : ଡୋକଲାମ୍ ପ୍ରସଙ୍ଗରେ ଲୋକସଭାରେ ବିବୃତ୍ତିି ରଖିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ । ଏହି ପ୍ରସଙ୍ଗରେ ସେ ଟାର୍ଗେଟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ । ଏହି ପ୍ରସଙ୍ଗରେ ଭାରତର ଆଭିମ୍ମୁଖ୍ୟ ବିଷୟରେ ଜାଣିବା ବଦଳରେ ରାହୁଲ ଚୀନ…
Read More...

ଚାଞ୍ଚଲ୍ୟକର ତଥ୍ୟ ଦେଲା ପିପୁଲ୍ସ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ ଇଣ୍ଡିଆ ! ୫୦ ବର୍ଷରେ ଲୁପ୍ତ ହେବ ଅଧାରୁ ଅଧିକ ଭାରତୀୟ…

କନକ ବ୍ୟୁରୋ : ଭାରତର ୧୩୦ କୋଟି ଲୋକଙ୍କ ଦ୍ୱାରା ବ୍ୟବହାର ହେଉଥିବା ଅଧାରୁ ଅଧିକ ଭାରତୀୟ ଭାଷା ଆଗାମୀ ୫୦ ବର୍ଷ ଭିତରେ ଲୁପ୍ତ ହେବ ବୋଲି ଗବେଷକମାନେ କହିଛନ୍ତି । ଦେଶର ଲୁପ୍ତପ୍ରାୟ ଆଦିବାସୀ ସଂପ୍ରଦାୟ ଦ୍ୱାରା ବ୍ୟବହାର ହେଉଥିବା ଭାଷାଗୁଡ଼ିକ ପ୍ରତି ଅଧିକ ବିପଦ ଦେଖାଦେଇଛି ଏବଂ ଏହାକୁ…
Read More...

ଟମାଟୋର ବଢୁଥିବା ଦରରୁ ଅଶ୍ୱସ୍ତି ଦେବ ଏହି ବ୍ୟାଙ୍କ୍ ! ଲକ୍ଷ୍ନୌ କଂଗ୍ରେସ୍ ଖୋଲିଲା ‘ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଟମାଟର୍’

ପରିବା ବଜାରରେ ଲାଗିଛି ଟମାଟୋ ନିଆଁ । ଦିନକୁ ଦିନ ବଢିଚାଲିଛି ଟମାଟୋ ଦର । ଏମିତି ଦିନ ଆସିଯାଇଛି ଯେ ସାଧାରଣ ଜନତାଙ୍କ ଥାଳିରୁ ଉଭେଇ ଯାଇଛି ଏହି ନିତିଦିନିଆ ଖାଦ୍ୟ । ଆଉ ଏହି ଆକାଶ ଛୁଆଁ ଦର ଯୋଗୁଁ ଟମାଟୋର ରଙ୍ଗ ଏବେ ବିଭିନ୍ନ ରାଜନୈତିକ ଦଳରେ ଦେଖିବାକୁ ମିଳୁଛି । ତେଣୁ ଏହି…
Read More...

ସାରା ଦେଶରେ ଚୁଟି କଟା ଆତଙ୍କ ! ଦିଲ୍ଲୀ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଚିନ୍ତାରେ ଲୋକେ

ଦେଶରେ ଚୁଟି କଟା ଆତଙ୍କ । ଆତଙ୍କରେ ଦିନ କାଟୁଛନ୍ତି ମହିଳା । ଅବିଶ୍ୱସନୀୟ ହେଲେ ମଧ୍ୟ ଏହି ଘଟଣାକୁ ବିଶ୍ୱାସ କରିବା ପାଇଁ ପଡ଼ୁଛି । କାରଣ ଗୋଟିଏ ସ୍ତାନରେ ରେ ନୁହଁ ଭିନ୍ନ ଭିନ୍ନ ସ୍ଥାନ, ଅଞ୍ଚତଥା ରାଜ୍ୟରେ ଏପରି ଅଭାବନୀୟ ଘଟଣା ଶୁଣିବା ପାଇଁ ମିଳୁଛି । ଦିଲ୍ଲୀ , ୟୁପି, ମଧ୍ୟପ୍ରଦେଶ,…
Read More...

କଂଗ୍ରେସକୁ ଝଟକା ! ଗୁଜୁରାଟ ରାଜ୍ୟସଭା ନିର୍ବାଚନରେ ହୋଇପାରିବ ‘ନୋଟା’ ବ୍ୟବହାର

କଂଗ୍ରେସକୁ ସୁପ୍ରିମକୋର୍ଟର ଝଟକା । ‘ନୋଟା’ର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ କଂଗ୍ରେସ୍ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ଅଗଷ୍ଟ ୧୦ରେ ଗୁଜୁରାଟର ୩ଟି ରାଜ୍ୟସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ‘ନୋଟା’ (ନନ୍ ଅଫ୍ ଦ ଏବଭ୍) ବିକଳ୍ପ…
Read More...

ରଦ୍ଦ ହେଲା ୧୧.୪୪ଲକ୍ଷ ପାନ ନମ୍ବର ! ଜାଣନ୍ତୁ କିପରି ଜାଣିବେ ନିଜ ପାନ କାର୍ଡ଼ର ବୈଧତା

କେନ୍ଦ୍ର ସରକାର ୧୧.୪୪ ରୁ ଅଧିକ ପାନ କାର୍ଡ଼କୁ ନିଷ୍ଟ୍ରିୟ କରିଦେଇଛନ୍ତି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ସଂସଦରେ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ପାଖରେ ଏକରୁ ଅଧିକ ପାନ କାର୍ଡ଼ ଥିଲା ସେଗୁଡ଼ିକ ହିଁ ରଦ୍ଦ ହୋଇଛି । ସେ ରାଜ୍ୟସଭାରେ ଲିଖିତ ରୂପେ କହିଛନ୍ତି , ୨୭ ଜୁଲାଇ…
Read More...

ଡୋକଲାମ ବିବାଦରେ ଚୀନ୍‌ର ଧମକ : ୧୮୦ ମିଟର ପଛକୁ ଫେର

କନକ ବ୍ୟୁରୋ : ସିକିମ ସେକ୍ଟରର ଡୋକଲାମଠାରେ ଚୀନ୍‌ଦ୍ୱାରା ନିର୍ମାଣାଧୀନ ରାସ୍ତା କାର୍ୟ୍ୟକୁ ବନ୍ଦକରି ଜୁନ୍‌ ୧୬ରୁ ସେଠାରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ହୋଇ ରହିଥିବାବେଳେ ଚୀନ୍‌ ଭାରତକୁ ୧୮୦ ମିଟର ପଛକୁ ସେନା ହଟାଇବାକୁ କହିଛି । ଚୀନ୍‌ ବିଦେଶ ବିଭାଗ ମୁଖପାତ୍ର ଲୁ କାଙ୍ଗ ୨୦୦୬ରେ…
Read More...

କଲାମଙ୍କ ସ୍ମାରକୀକୁ ନେଇ ବିବାଦ

ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଅବଦୁଲ କଲାମଙ୍କ ୧୫ କୋଟି ଟଙ୍କାରେ ନିର୍ମିତ ସ୍ମାରକୀ ଉନ୍ମୋଚିତ ହେବା ପରେ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବୀଣା କଲାମଙ୍କର ପ୍ରିୟ ବାଦ୍ୟଯନ୍ତ୍ର ହୋଇଥିବାରୁ ସେ ଏହା ବଜାଉଥିବାର ପ୍ରତିକୃତିକୁ ଗତ ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀ…
Read More...

ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ ! ଡାମନ୍ ଆଣ୍ଡ୍ ଡିଉ ସରକାରଙ୍କ କଡା ନିର୍ଦ୍ଦେଶ

ସମସ୍ତ ସରକାରୀ ଅଫିସରେ ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ । ଏଭଳି ଏକ ଆଶ୍ଚର୍ଯ୍ୟକର ତଥା ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଡାମନ୍ ଆଣ୍ଡ୍ ଡିଉ ସରକାର । ଏନେଇ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ରାକ୍ଷୀ ପୂର୍ଣ୍ଣମୀ ଦିନ ଅର୍ଥାତ୍…
Read More...