Browsing Category

ଦେଶ ବିଦେଶ

ନୋଟବନ୍ଦୀ ଫେଲ ତଥାପି ନାହିଁ ଆକ୍ରୋଶ ! ଜାଣନ୍ତୁ କଣ ହୋଇପାରେ କାରଣ

କନକ ବ୍ୟୁରୋ : ଫେଲ ମାରିଲା ନୋଟବନ୍ଦୀ । ଦିଗହରା ହେଲା ବିମୁଦ୍ରାକରଣ ପଦକ୍ଷେପ । ସମାଲୋଚନାର ଶୀକାର ହେଲା ସରକାର । ତଥାପି ଭାରତରେ ନାହିଁ ଆକ୍ରୋଶ । ନାହିଁ ଉତ୍ତେଜନା । ସାଧାରଣ ଜନତାର ମୁହଁରେ ପ୍ରଶ୍ନ ନାହିଁ କାହିଁକି ଫେଲ ହେଲେ ମୋଦି । କାହିଁକି ଫେରିଲାନି କଳାଧନ । ଏ ଜବାବସୁଆଲ କେବଳ…
Read More...

ଚୀନର ପାକିସ୍ତାନ ପ୍ରୀତି ! ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପାକିସ୍ତାନ ଆତଙ୍କବାଦୀ ପ୍ରସଙ୍ଗ ଉଠାଇବାକୁ ଭାରତକୁ ବାରଣ…

କନକ ବ୍ୟୁରୋ : ପୁଣି ପାକିସ୍ତାନ ପ୍ରୀତି ଦେଖାଇଲା ଚୀନ୍ । ବ୍ରିକ୍ସ ସମ୍ମଳନୀ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ପ୍ରସଙ୍ଗ ନଉଠାଇବାକୁ ଇସାରା କରିଛି ଚୀନ୍ । ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ପ୍ରେସ ବ୍ରିଫିଂରେ ଭାରତଙ୍କୁ ଆତଙ୍କବାଦୀ ପ୍ରସଙ୍ଗ ନଉଠାଇବା ନେଇ ପରୋକ୍ଷରେ…
Read More...

ଆରମ୍ଭ ହେଲା ଇସ୍ତଫା ପର୍ବ ! ଖୁବଶୀଘ୍ର ଅଦଳବଦଳ

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପର୍ବ ଆରମ୍ଭ ହୋଇଛି । ଏକାସାଙ୍ଗେ ଇସ୍ତଫା ଦେଇଛନ୍ତି କିଛି ବରିଷ୍ଠ ମନ୍ତ୍ରୀ । ଫଳରେ ଆଜି କିମ୍ବା ଆସନ୍ତାକାଲି ମୋଦି କ୍ୟାବିନେଟର ରୂପରେଖ ବଦଳିବା ସ୍ପଷ୍ଟ ହୋଇଯାଇଛି । ଏବେ ନଜର ପକାନ୍ତୁ କିଭଳି ରହିପାରେ ମୋଦିଙ୍କ ନୂଆ…
Read More...

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରିତ ସିଂ ନାଁରେ ଦେଶଦ୍ରୋହ ମାମଲା ! ଲୁକଆଉଟ ନୋଟିସ ଜାରି କଲା ହରିଆଣା ପୁଲିସ, ଜେଲରୁ…

କନକ ବ୍ୟୁରୋ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ବଳାତ୍କାରୀ ରାମରହିମ ଦୋଷୀ ସାବ୍ୟସ୍ତ ହୋଇ ୨୦ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି । କିନ୍ତୁ ପୁରା ଘଟଣାରେ ଏକ ବଡ ଚକ୍ରାନ୍ତର ସୁରାକ ପାଇଛି ପୋଲିସ । କୋର୍ଟରୁ ରାମରହିମଙ୍କୁ ଫେରାର କରିବା ପାଇଁ ଚକ୍ରାନ୍ତ କରାଯାଇଥିଲା । ଆଉ ଏହାର ମାଷ୍ଟରମାଇଣ୍ଡ…
Read More...

ଦେଶକୁ ଫେରିବ କଳାଧନ ! ତଥ୍ୟ ଦେବାକୁ ରାଜି ହେଲା ସୁଇଜରଲ୍ୟାଣ୍ଡ

କନକ ବ୍ୟୁରୋ : ଦେଶକୁ ଫେରିବ କଳାଧନ । ସୁଇସ ବ୍ୟାଙ୍କରେ ରଖିଥିବା କଳାଧନ ଜମାକାରୀଙ୍କ ପାଇଁ ବଢ଼ିବ ଅଡୁଆ । ଜମାକାରୀଙ୍କ ବିଷୟରେ ସୂଚନା ଦେବେ ସୁଇଜରଲାଣ୍ଡ ସରକାର । ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ସୁଇସ୍ ରାଷ୍ଟ୍ରପତି ଡେରିସ୍ ଲ୍ୟୁଥର୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏ…
Read More...

ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଦିନିକିଆକୁ ୧୬୮ରନରେ ଜିତିଲା ଟିମ୍ ଇଣ୍ଡିଆ ! କୋହଲି ଓ ରୋହିତଙ୍କ ଦମଦାର ଶତକ

କନକ ବ୍ୟୁରୋ : କଲମ୍ବୋରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଚତୁର୍ଥ ଦିନିକିଆକୁ ଭାରତ ୧୬୮ରନରେ ଜିତିନେଇଛି । ଏଥିସହ ଦଳ ପାଂଚ ମ୍ୟାଚ ବିଶିଷ୍ଟ ସିରିଜରେ ୪-୦ରେ ଅଗ୍ରଣୀ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମରେ ଗୁରୁବାର ୩୭୬ ରନର ବିଜୟ…
Read More...

ଖିଲାପୀଙ୍କୁ ଜେଟଲିଙ୍କ କଡ଼ା ଚେତାବନୀ ! ଋଣ ନଶୁଝିଲେ କମ୍ପାନୀ ଛାଡ଼

କନକ ବ୍ୟୁରୋ : ଋଣ ପରିଶୋଧ କରୁ ନଥିବା ସଂସ୍ଥା ଗୁଡ଼ିକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସତର୍କ ବାଣୀ ଶୁଣାଇଛନ୍ତି । ସେ କମ୍ପାନୀ ଗୁଡ଼ିକୁ ବ୍ୟାଙ୍କ ଋଣ ପରିଶୋଧ କରିବାକୁ କହିଛନ୍ତି । ଯଦି ଋଣ ପରିଶୋଧ ନକରୁଛ ତାହେଲେ ଅନ୍ୟକୁ କମ୍ପାନି ପରିଚାଳନା କରିବାର ଅନୁମତି ଦିଅ ବୋଲି ଅର୍ଥନୀତିଜ୍ଞ…
Read More...

ପରବର୍ତ୍ତୀ ସିଏଜି ହେବେ ପୂର୍ବତନ ଗୃହ ସଚିବ ରାଜୀବ ମେହରିଷି ! ସିଏଜି ଶଶିକାନ୍ତ ଶର୍ମାଙ୍କ ସ୍ଥାନ ନେବେ ରାଜୀବ

କନକ ବ୍ୟୁରୋ : ଗୁରବାର ଦିନ କେନ୍ଦ୍ର ସରକାର ବିଦାୟୀ ଗୃହ ସଚିବ ରାଜୀବ ମେହରିଷିଙ୍କୁ ନୂତନ କଂପ୍ଟ୍ରୋଲର୍ ଆଣ୍ଡ୍ ଅଡିଟର୍ ଜେନେରାଲ୍ ଏବଂ ପୂର୍ବତନ ସୂଚନା ଏବଂ ପ୍ରସାରଣ ସଚିବ ସୁନୀଲ ଅରୋରାଙ୍କୁ ତୃତୀୟ ନିର୍ବାଚନ କମିସନ ଭାବେ ନିଯୁକ୍ତ କରିଛନ୍ତି । ୧୭ ଜଣ ନୂତନ ସଚିବ ଏବଂ ଅତିରିକ୍ତ ସଚିବ…
Read More...

ଦାଉଦ ଇବ୍ରାହିମ କରାଚିରେ ଥାଇପାରେ, କିନ୍ତୁ ‘ଆମେ କାହିଁ ଭାରତକୁ ସାହାଯ୍ୟ କରିବୁ’! କହିଲେ, ମୁଶାରଫ

କନକ ବ୍ୟୁରୋ : ଦୁଇ ଦିନ ପୂର୍ବରୁ କେନ୍ଦ୍ର ଗୃହସଚିବ ରାଜୀବ ମେହରିଶି କହିଥିଲେ ଯେ, ଦାଉଦ ଇବ୍ରାହିମ ପାକିସ୍ତାନରେ ଅଛି । କିନ୍ତୁ ତାକୁ ଭାରତ ଆଣିବାରେ ପାକିସ୍ତାନ ବାଧା ସୃଷ୍ଟି କରୁଛି । ତେବେ ଗତକାଲି ଏ ସଂକ୍ରାନ୍ତରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁସାରଫ କହିଛନ୍ତି ଯେ,…
Read More...

ଆସନ୍ତାକାଲି ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ! ବଦଳିପାରେ କିଛି ମନ୍ତ୍ରୀଙ୍କ ବିଭାଗ

କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି । ଗତକାଲି ସନ୍ଧ୍ୟାରେ ବିଜେପି ସଭାପତି ଅମିତ ଶାହଙ୍କ ଘରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ ଜଣ ମନ୍ତ୍ରୀ ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ସୂତ୍ରରୁ…
Read More...