ଚେନ୍ନାଇରେ ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି ।

87

କନକ ବ୍ୟୁରୋ: ବିଶ୍ୱକପ୍ ପାଇଁ ଆଜି ଚେନ୍ନାଇରେ ମୁହାଁମୁହିଁ ହେଉଛନ୍ତି ଭାରତ- ଅଷ୍ଟ୍ରେଲିଆ ଟିମ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ।
ସୂଚନା ମୁତାବକ, ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଆଜିର ମ୍ୟାଚରେ ଖେଳିବେନି ଶୁଭମନ୍ ଗିଲ୍ । ତାଙ୍କ ସ୍ଥାନରେ ଖେଳିବେ ଇଶାନ୍ କିଷନ ।