Browsing Category

ଦେଶ ବିଦେଶ

ରାକ୍ଷୀ ପୂର୍ଣ୍ଣିମା : ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା

କନକ ବ୍ୟୁରୋ : ରାଖୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ଝିଅ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି । କର୍ମଚାରୀଙ୍କ ଭିତରେ ପିଏମ କାର୍ଯ୍ୟାଳୟର ସୁଇପର,…
Read More...

ଗୁପ୍ତଚର ସୂଚନା ଆଧାରରେ ସରକାରଙ୍କ ବଡ ନିଷ୍ପତ୍ତି, ଗୌତମ ଆଦାନୀଙ୍କୁ ଯୋଗାଇ ଦେଲେ ଜେଡ ସୁରକ୍ଷା

କନକ ବ୍ୟୁରୋ : ଆଦାନୀ ଗ୍ରୁପର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠାରୁ ଧନୀବ୍ୟକ୍ତି ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସୂଚନା ମୁତାବକ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂଚନା ଆଧାରରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଗୌତମ ଆଦାନୀଙ୍କୁ…
Read More...

କମେଡ଼ିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ : ଜିମରେ ବ୍ୟାୟାମ କରିବା ବେଳେ ଛାତିରେ ହୋଇଥିଲା ଯନ୍ତ୍ରଣା; ମାତ୍ରାଧିକ…

କନକ ବ୍ୟୁରୋ : ଜଣାଶୁଣା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ । ବୁଧବାର ଜିମରେ ୱର୍କଆଉଟ୍ ବେଳେ ରାଜୁ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କର ଆଞ୍ଜିଓଗ୍ରାଫି କରାଯାଇଛି । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ରାଜୁଙ୍କ…
Read More...

ଦେଶର ୧୪ ତମ ଉପ ରାଷ୍ଟ୍ରପତି ହେଲେ ଜଗଦୀପ ଧନଖଡ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ ପାଠ

କନକ ବ୍ୟୁରୋ : ଦେଶର ୧୪ ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ । ଆଜି ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି । ଏହି ଶପଥଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ…
Read More...

ଦିଲ୍ଲୀରେ ପୁଣି ଲାଗିଲା କରୋନା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା

କନକ ବ୍ୟୁରୋ : ଗୋଟିଏ ପଟେ ସାରା ଦେଶରେ ପୁଣି କରୋନା ସଂକ୍ରମଣ ବଢିଥିବା ବେଳେ ପୂର୍ବଭଳି ଦିଲ୍ଲୀରେ ସର୍ବଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଦିଲ୍ଲୀ ସରକାର ରାଜ୍ୟରେ କରୋନା କଟକଣା ଲଗାଇବା ଆରମ୍ଭ୍ କରିଛନ୍ତି । ଦିଲ୍ଲୀ ସରକାର ପୁଣି ରାଜ୍ୟରେ ମାସ୍କ…
Read More...

ପୋଡା ରୁଟି ଓ ପାଣିଆ ଡାଲିକୁ ନେଇ ପ୍ରଶ୍ନ ଉଠାଇଲେ କନେଷ୍ଟବଳ, ଭିଡିଓ କରୁଥିବା ବେଳେ ଉଠାଇ ନେଲା ପୋଲିସ

କନକ ବ୍ୟୁରୋ : ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଶହ ଶହ କୋଟି ଟଙ୍କାର ବିମାନରେ ଯାତାୟତ କରନ୍ତି । ଯେଉଁ ଦେଶର ପିଅନ ଓ କିରାଣୀ ଭଳି ସାଧାରଣ କର୍ମଚାରୀଙ୍କ ଘରେ ଚଢାଉ ହେଲେ ବସ୍ତା ବସ୍ତା ଟଙ୍କା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୁଏ ସେହି ଦେଶରେ ଜଣେ ପୋଲିସ କର୍ମଚାରୀ ଭଲ ଖାଦ୍ୟଟିକେ…
Read More...

ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୬,୨୯୯ ପଜିଟିଭ୍ ମାମଲା

କନକ ବ୍ୟୁରୋ: ଦେଶରେ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୧୬,୨୯୯ ମାମଲା ସାମ୍ନାକୁ ଆସିଛି । ଏହାସହ ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୬ ହଜାର ଟପିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି…
Read More...

ରୋହିତଙ୍କ ମାଷ୍ଟରଷ୍ଟ୍ରୋକ । ଧୋନୀ ଓ କୋହଲିଙ୍କୁ ପଛରେ ପକାଇଲେ, ଅଧିନାୟକ ଭାବେ ନୂଆ ରେକର୍ଡ ନିଜ ନାଁରେ କଲେ ।

କନକ ବ୍ୟୁରୋ : ରୋହିତ ଶର୍ମା ୩ଟି ଫର୍ମାଟରେ ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ଭାରତୀୟ କ୍ରିକେଟ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ନିଜ ନାଁରେ କରିଚାଲିଛି । ପ୍ରତିଦିନ ଭାରତର ବିଜୟ ଗ୍ରାଫ୍ ଉପରକୁ ବଢୁଛି । ରୋହିତ ଶର୍ମା ୨୦୧୭ ପରଠାରୁ ଏବେ ପର୍ଯ୍ୟନ୍ତ ୩୫ଟି ମ୍ୟାଚର ନେତୃତ୍ୱ ନେଇଥିବା…
Read More...

ଏଥର ବିମାନ ଉଡାଇବେ କିନ୍ନର । ବଦଳିଲା ଡିଜିସିଏର ଗାଇଡଲାଇନ୍ ।

କନକ ବ୍ୟୁରୋ: ଏଣିକି ବିମାନ ଚଳାଇପାରିବେ ତୃତୀୟଲିଙ୍ଗୀ । ଡିଜିସିଏ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି, ଯାହା ଅନୁଯାୟୀ ବାଣିଜ୍ୟିକ ପାଇଲଟ ହେବାକୁ ଇଚ୍ଛା କରୁଥିବା କିନ୍ନର ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ପାଇଲଟ୍ ପାଇଁ ଆବେଦନ କରିପାରିବେ । ଦେଶରେ ପ୍ରଥମ ଥର ପାଇଁ ପାଇଲଟ…
Read More...

ମହାରାଷ୍ଟ୍ରରୁ ଜବତ ହେଲା ଟଙ୍କାର ପାହାଡ଼ : ନଗଦ ୫୬ କୋଟି ଟଙ୍କା ସହ ୩୨ କେଜି ସୁନା ଜବତ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପାର୍ଥ ଅର୍ପିତାଙ୍କ ପରି ମହାରାଷ୍ଟ୍ରରୁ ବି ଜବତ ହେଲା ଟଙ୍କାର ପାହାଡ଼ । ଜବତ ହେଲା ନଗଦ ୫୬ କୋଟି ଟଙ୍କା । ଜଲନାରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ୧୩ ଘଣ୍ଟା ଧରି ଟଙ୍କା ଗଣାଯାଇଥିଲା । ଟଙ୍କା ଗଣି ଗଣି ନୟାନ୍ତ ହେଲେ ଆୟକର ବିଭାଗ କର୍ମଚାରୀ । ଶେଷରେ…
Read More...